ଓଃ..କି..ଡ୍ୟାନ୍ସ…ନିଆଳି ଛେନା ଗୀତରେ ଯୁବତୀଙ୍କ ଜବରଦସ୍ତ ହଟ ଡ୍ୟାନ୍ସ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି। ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..

0 76

ତେବେ ଆପଣ ମାନେ ଜାଣିଥିବେ ଆଜିର ସୋସିଆଲ ମିଡ଼ିଆରେ ଯୁଗରେ ପିଲା ମାନେ କୋଉଁଠି ରୁ ଯାଇକି କୋଉଠି ପହଞ୍ଚିଲେଣି | ଆଜି କାଲି ସେମାନଙ୍କର ପ୍ରତିଭା ଆଉ ଲୁକ୍କାୟିତ ହେଇକି ରହୁନାହିଁ ସମସ୍ତେ ନିଜ ନିଜର ପ୍ରତିଭା ଦେଖାଇବାରେ ବ୍ୟସ୍ତ ଅଛନ୍ତି |

ଆଉ ତାହା ସହିତ ଆଜି କାଲି ବିଭିନ୍ନ ପ୍ରକାରର ଶୋ ମାଧ୍ୟମରେ ନିଜର କେରିୟର କୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି | ତେବେ ସେହି ଭଳି ଏକ ଶୋ ହେଉଛି ତରଙ୍ଗ ମ୍ୟୁଜିକ ରେ ପ୍ରସାରିତ ହେଉଥିବା ଏକ ନୂଆ ଶୋ “କଲେଜ କୁଇନ “|

ଆଉ ଯାହା କୁହାଯାଉଛି କି ସେହି ଶୋ ରେ ଦିବ୍ୟାଶା ନାୟକ ନିଜର ଦମଦାର ପୀରଫୋମେନ୍ସ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି |ତେବେ ସେହି ଭଳି ଏକ ଶୋ ହେଉଛି ତରଙ୍ଗ ମ୍ୟୁଜିକ ରେ ପ୍ରସାରିତ ହେଉଥିବା ଏକ ନୂଆ ଶୋ “କଲେଜ କୁଇନ “|

ଆଉ ଯାହା କୁହାଯାଉଛି କି ସେହି ଶୋ ରେ ଦିବ୍ୟାଶା ନାୟକ ନିଜର ଦମଦାର ପୀରଫୋମେନ୍ସ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତାହା ସହିତ ଏହି କଲେଜ କୁଇନ ଶୋ ରେ ଜଜେସ ଭାବରେ ଥିବା ଲିପ୍ସା, ହରିହର ଓ ଅନ୍ୟ ଜଣେ ଜୋଜେସ ଙ୍କର ମନକୁ ମଧ୍ୟ ପାଇଛି ତାଙ୍କର ଏହି ଡାନ୍ସ ପ୍ରଫୋମେନ୍ସ ଟି | ଆଉ ଏହି ଡାନ୍ସ କୁ ଦେଖିଲା ପରେ ତାଙ୍କର ପ୍ରସଂଶା କରିବା ସହିତ ଆଗକୁ ବଢିବା ଓ ନେକଷ୍ଟ ରାଉଣ୍ଡ କୁ ଯିବା କଥା ମଧ୍ୟ କହିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ତେବେ ଆପଣ ମାନେ ଜାଣିଥିବେ କି ବିଭିନ୍ନ ପ୍ରକାରର ଚେନାଲ ରେ ବିଭିନ୍ନ ପ୍ରକାରର ଶୋ ଦେଖିବାକୁ ମିଳିଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି ଆଜିକାଲି ଛୋଟ ପିଲାଙ୍କ ପାଖରୁ ଆରମ୍ଭ କରିକି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାରର ସୁଯୋଗ ଯୋଗେଇ ଦିଆଯାଉଛି ଆଉ ଯାହା ମାଧ୍ୟମରେ ସେମାନେ ନିଜ ନିଜର ପ୍ରତିଭା କୁ ଦେଖାଇ ପାରୁଛନ୍ତି |

ତେବେ ଆଜି ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ତରଙ୍ଗ ମ୍ୟୁଜିକ ରେ ପ୍ରକାଶ ପାଇଥିବା ଏକ ନୂଆ ଶୋ ଯାହାର ନାଁ ହେଉଛି “କଲେଜ କୁଇନ ” | ଆଉ ଏହି ଶୋ ରେ ଦମଦାର ଡାନ୍ସ ଦେଖାଇଛନ୍ତି ଦିବ୍ୟାଶା ନାୟକ !କୁହାଯାଉଛି କି ସେ ଏକ ନୂଆ ଗେଟ ଅପ ରେ ଷ୍ଟେଜ ରେ ନିଜର ଡାନ୍ସ ଦେଖାଇବାକୁ ଲାଗିଛନ୍ତି |

ଆଉ ଯାହା କୁହାଯାଉଛି କି ଓଡିଶୀ ସାଙ୍ଗକୁ ଆଧୁନିକ ସମସ୍ତ ପ୍ରକାରର ଷ୍ଟାଇଲ ରେ ଡାନ୍ସ କରିକି ଦର୍ଶକ ମାନଙ୍କର ମନକୁ ବେଶ କିଣି ନେଇଛନ୍ତି | ଆଉ ତାଙ୍କର ଏହି ନିଆରା ଡାନ୍ସ ର କମାଲ ସମସ୍ତଙ୍କ ମଧ୍ୟ ବେଶ ପସନ୍ଦ ଆସିଛି ବୋଲି ମଧ୍ୟ କୁହାଯାଉଛି | ଆଉ ମେଗା ଅଡିସନ ରେ ଏହିଭଳି ଦିବ୍ୟାଶା ଙ୍କର ଡାନ୍ସ ବେଶ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.