ଓଃ..କି..ଡ୍ୟାନ୍ସ. – stage ଉପରେ ପ୍ରେମୀ ଯୁଗଳଙ୍କୁ ଜବର ଦସ୍ତ ହଟ ଡ୍ୟାନ୍ସ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି। ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..
ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଦେଖିଥିବେ। ସେଥି ମଧ୍ୟରୁ ଅନେକ ଭିଡ଼ିଓ ମାନ ଆପଣ ମାନ ଙ୍କୁ ପଶନ୍ଦ ଆସୁ ଥିବ ତ ଅନ୍ୟ କିଛି ଆପଣ ଙ୍କୁ ପଶନ୍ଦ ମଧ୍ୟ ଆସୁ ନ ଥିବ। ପ୍ରତ୍ୟେକ ଥର ସୋସିଆଲ ମିଡିଆ ରେ ଉଭୟ ଭଲ ଓ ଖରାପ ଭିଡିଓ ଭାଇରାଲ ହେବା ରେ ଲାଗି ଥାଏ। ତେବେ ଆପଣ ମାନେ ନିଶ୍ଚିତ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଥିବା ଡାନ୍ସ ଭିଡ଼ିଓ ଦେଖି ଥିବେ।
ପ୍ରାୟ ସମୟ ରେ ଏହା ଛୋଟ ପିଲା ଙ୍କ ର ହୋଇ ଥିବା ବେଳେ ଅନ୍ୟ କିଛି ସମୟ ରେ ମଧ୍ୟ ଏହା ଯୁବକ ଯୁବତୀ ମାନଙ୍କ ର ହୋଇ ଥାଏ। ହେଲେ ଆଜି ଆମେ ଆପଣ ଙ୍କୁ ଏଭଳି ଏକ ଭିଡିଓ ଦେଖାଇବେ ଯାଉଛୁ ଯାହାକି ହେଉଛି ଜଣେ ଭାଉଜ ଙ୍କ ର। ଏବଂ ସେହି ଭିଡ଼ିଓ ଟି କୁ ଦେଖିବା ପାଇଁ ଦର୍ଶକ ମାନେ ଖୁବ ପଶନ୍ଦ ମଧ୍ୟ କରିଛନ୍ତି। ଏହି ଭିଡ଼ିଓ ରେ ଦିନ କୁ ଦିନ ଭିଉୟର୍ସ ମଧ୍ୟ ବଢ଼ି ଚାଲି ଛନ୍ତି।
ଭିଡିଓ ରେ ଜଣେ ଯୁବକ ଓ ଆଉ ଜଣେ ଯୁବତୀ ଜଣ କ ପୂରା ଗୀତ ସହ ତାଳ ପକାଇ ଡାନ୍ସ କରୁଛନ୍ତି। ଏବଂ ତାଙ୍କର ଏବେ ଏହି ଭିଡ଼ିଓ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେଇଛି। ସେ ପ୍ରସିଦ୍ଧ ଗୀତ “ତେରେ ଇସ୍କ ମେ ପାଗଲ ହୋଗେୟା ” ରେ ଡାନ୍ସ କରୁଛନ୍ତି।
ଏହି ଗୀତ ଗାଇ ଥିଲେ ଉଦିତ ନାରାୟଣ ଓ ଅଳକା ଏଥିରେ ଡାନ୍ସ କରି ଥିଲେ ସୁଭୋଜିତ୍ ଓ ଲୋଭଲି ବହୁତ ସୁନ୍ଦର ଭାବରେ ଗୀତ ର ତାଳେ ତାଳେ ନାଚି ଛନ୍ତି ଏବଂ ସେମାନେ ବହୁତ୍ ସୁନ୍ଦର ଭାବରେ ପ୍ରପୋଟୀ ବ୍ଯବହାର କରିଥିଲେ ଏହି ବୟସ ରେ ମଧ୍ଯ ତାଙ୍କର ଏଭଳି ନୃତ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସତ ରେ କିଛି କିଛି ଲୋକ ମାନ ଙ୍କ ମଧ୍ୟରେ ଅନେକ ପ୍ରତିଭା ଥାଏ।
ଯଦି ତାଙ୍କୁ ଉଚିତ ପ୍ରଶିକ୍ଷଣ ମିଳିଯାଏ ତେବେ ସେ ନିଶ୍ଚିତ ଭାବରେ ଆଗ କୁ ଯିବେ ବୋଲି କୁହାଯାଇ ଅଛି। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ସହ ଦର୍ଶକ ମାନେ ଏହାକୁ ଏକାଧିକ ମାତ୍ରାରେ ଲାଇକ ସେୟାର ଏବଂ କମେଣ୍ଟ ମଧ୍ୟ କରିଛନ୍ତି।
ତେବେ ଏବେ ଯୁବକ ଓ ଯୁବତୀ ଙ୍କ ଡ୍ୟାନ୍ସ ର ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି।ଏହି ଭିଡିଓ ରେ ତାଙ୍କର ଏକ ଜବରଦସ୍ତ ଡାନ୍ସ ଆଇଟମ ରେ ନଜର ଆସିଛନ୍ତି । ଯେଉଁଠି ଶାଢ଼ୀ ପିନ୍ଧି ଏବଂ ବୋଲ୍ଡ ଅନ୍ଦାଜ ରେ ନଜର ଆସିଛନ୍ତି। ଯାହାକୁ ଦେଖି ଦର୍ଶକ ବେଶ୍ ଆନନ୍ଦିତ ହୋଇଛନ୍ତି। ଆପଣ ଙ୍କୁ ବି ଏହି ଡାନ୍ସ ବହୁତ୍ ଭଲ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।