ହଠାତ Rupa Pin2 ଖୁଶି – କେମିତି ଧରିଲି ଅଜଗର ସାପ,ଆଉ ତାପରେ ଯାହା ହେଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 86

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଓଡିଶା ର ଘରେ ଘରେ ସମସ୍ତଙ୍କର ମନରେ ଜାଗା କରିଥିବା ନମ୍ବର 1 ଭ୍ଲୋଗର ପିଣ୍ଟୁ ଆଉ ଖୁସି ଙ୍କର ଘଟଣା ।

ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେମାନଙ୍କର କିଛି ଭାଇରାଲ ହେଉଥିବା ଭିଡିଓ ଗୁଡିକ, ଆଉ ଯେଉଁଠି ସେମାନେ କେବଳ ଏକ ନୁହନ୍ତି ପରିବାର ସହିତ ସାରା ଗାଁ ଲୋକ ମାନଙ୍କୁ ଖୁସି ହେଉଛନ୍ତି ପିଣ୍ଟୁ ଆଉ ଖୁସି ଙ୍କର ଯୋଡ଼ି । ତାହେଲେ ଦେଖନ୍ତୁ ଏହି ଭିଡ଼ିଓ ଟି କୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାନ୍ତୁ।

ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ ସମସ୍ତ ଙ୍କ ପାଖରେ କିଛି ନାଁ କିଛି ପ୍ରତିଭା ଲୁଚି କି ରହିଛି । ଆଉ ଆଜିର ସୋସିଆଲ ମିଡ଼ିଆର ଯୁଗରେ ସେମାନେ ନିଜର ପ୍ରତିଭା କୁ ଦେଖାଇ ସମସ୍ତଙ୍କର ପ୍ରସଂଶାର ପାତ୍ର ମଧ୍ୟ ହେଉଛନ୍ତି ।

ତେବେ ସେହି ଭଳି ଲୋକ ମାନଙ୍କର ମନ ରେ ଘର କରିବାକୁ ଲାଗିଛନ୍ତି ପିଣ୍ଟୁ । ଆଉ ଯାହା ଦେଖିବାକୁ ମିଳିଛି ଭିଡିଓ ଟିରେ ତାଙ୍କର ହସ ଆଉ ଖୁସି ମୁହୂର୍ତ୍ତ ର କେତେକ ଭିଡିଓ ମାନ ଭାଇରାଲ କରି ବେଶ ଲୋକ ପ୍ରିୟତା ହାସଲ ମଧ୍ୟ କରିବାକୁ ଲାଗିଛନ୍ତି ।

ଏହି ବ୍ଲଗ୍ ଜରିଆରେ ନିଜ ବ୍ୟକ୍ତିଗତ ଜୀବନର ଏବଂ ପ୍ରଫେସନାଲ ଲାଇଫ୍ ର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେମାନେ ତାଙ୍କର ପ୍ରାସଂଶକ ମାନଙ୍କ ସହ ସେୟାର କରୁଛନ୍ତି। ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ।

ଏହି ଚ୍ୟାନେଲ ରେ ଅନେକ ଭିଡିଓ ଅପଲୋଡ଼ ହୋଇ ଥିବାର ଆପଣ ଦେଖିବାକୁ ପାଇଥିବେ। ସେମାନଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତକୁ ଏହି ଚ୍ୟାନେଲ ରେ ଦର୍ଶକ ମାନେ ଦେଖିବାକୁ ପାଉଥିବା ବେଳେ ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଏବଂ ପିଣ୍ଟୁ ସୁଟିଂ ରୁ ଫେରିବା ପରେ କିପରି ଭାବରେ ତାଙ୍କର ଅବସ୍ଥା ରହିଛି।

ଦେଖନ୍ତୁ ସେମାନେ ଗୋଟିଏ ନନ୍ଦନକାନନ କୁ ଯାଇଛନ୍ତି ଅଭିଳାଷ ଭାଇ ଙ୍କ ନନ୍ଦନକାନନ କୁ ସେଠାରେ ଥିବା ବିଭିନ୍ନ ପ୍ରକାର ବନ୍ୟ ପ୍ରାଣୀ ଓ ଜୀବ ଜନ୍ତୁ ଙ୍କୁ ଦେଖିବେ ସେମାନେ ସମସ୍ତେ ବୁଲି ବୁଲି ପ୍ରାଣୀ ମାନଙ୍କୁ ଦେଖାଉଛନ୍ତି । ସେଠାର ବିଭିନ୍ନ ପ୍ରକାର ଚଢ଼େଇ, କୁକୁର, ବିଲେଇ ଓ ଅଜଗର ସାପ ,

ବିଭିନ୍ନ ପ୍ରକାର ମାଛ ଇତ୍ୟାଦି ବିଭିନ୍ନ ପ୍ରକାର ର ପ୍ରାଣୀ ମାନଙ୍କୁ ରଖିଛନ୍ତି। ଆପଣ ମାନେ ଚାହିଁଲେ ସେହିଠାରୁ ଜୀବ ଜନ୍ତୁ କୁ କିଣି ପାରିବେ। ଏହିଠାରେ ପିଣ୍ଟୁ ଅଜଗର ସାପ କୁ ଧରିଛନ୍ତି କିନ୍ତୁ ରୂପା ଡରୁଛନ୍ତି ଅଜଗର ସାପ କୁ ଧରୁ ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.