no1 vloger ରୂପା ପଢିଲେ ଲକ୍ଷ୍ମୀ ପୁରାଣ,ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମାତ୍ର ୩ ଘଣ୍ଟାରେ 224k ରୁ ଅଧିକ ଲୋକ ଦେଖି ସାରିଲେନି,ଦେଖନ୍ତୁ ଭିଡ଼ିଓ….
ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।
ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବା ର ପନ୍ଥା ଭାବରେ ବାଛି ଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶା ର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମ ରେ ଲୋକ ମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକ ମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟ ରେ ସବୁ କିଛି ଜାଣିବା କୁ ପସନ୍ଦ କରନ୍ତି।
ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇ ଯିବେ ମଧ୍ୟ।ତେବେ ଏହି ଭିଡ଼ିଓ ଟି ରେ ଦେଖିବେ କି ଆଜି ପିଣ୍ଟୁ ଓ ରୁପା ଭାଉଜ ଙ୍କ ଘରେ ମାଣବସା ମା ଲକ୍ଷ୍ମୀ ଙ୍କ ର ପୂଜା ରହିଛି। ତେବେ ପିଣ୍ଟୁ ଭାଇ ଙ୍କ ଘରେ ମା ଲକ୍ଷ୍ମୀ ଙ୍କ ର ପୂଜାର୍ଚ୍ଚନା ହୋଇଛି ଆଉ ମା ଲକ୍ଷ୍ମୀ ଙ୍କ ପୁରାଣ ରୂପା ଗାଇଛନ୍ତି ।
ତେବେ ମା ଙ୍କୁ ପିଣ୍ଟୁ ଭାଇଙ୍କ ପୁରା ପରିବାର ବେଶ ହସ ଖୁସି ରେ ତଥା ପାରମ୍ପରିକ ରୀତିନୀତି ରେ ଖୁସି ରେ ସକାଳୁ ଉଠି ଗାଧୋଇ ସାରି ମାଙ୍କ ଆଗମନ ପାଇଁ ଘର ଲିପ ପୋଛା କରୁଛନ୍ତି ଓ ତାଙ୍କର ମନ୍ଦିର ରେ ମଧ୍ୟ ପୋଛା ପୋଛି କରୁଛନ୍ତି ତାପରେ ରୁନା ସବୁ ଝୋଟି ପକାଇଥିଲେ ।
ତେବେ ଆପଣ ଏହି ଭିଡ଼ିଓ ଟି ରେ ଦେଖିବା କୁ ପାଇବେ କି ପିଣ୍ଟୁ ଭାଇ ଙ୍କ ତାଙ୍କ ଘରେ ପୋଷି ଥିବା କୁକୁର ଙ୍କୁ ଗାଧୋଇ ଛନ୍ତି ତାପରେ ତାଙ୍କର ଘରେ ମା ଙ୍କୁ ଆଗମନ ପାଇଁ ସମସ୍ତେ ବହୁତ ଖୁସି ଅଛନ୍ତି । ତାପରେ ଝୋଟି ଙ୍କୁ କରୁଛନ୍ତି ଓ ସେଠାରେ ରୂପା ଠାକୁର ଘରେ ମା ଲକ୍ଷ୍ମୀ ଙ୍କ ପୂଜା କରୁଛନ୍ତି ତାପରେ ସେମାନେ ସନ୍ଦ୍ୟା ସମୟ ରେ ରୂପା ଲକ୍ଷ୍ମୀ ପୁରାଣ ଗୀତ ଗାଇଥିଲେ । ପିଣ୍ଟୁ ଗାଆଁ ବୁଲି ସମସ୍ତଙ୍କର ଲକ୍ଷ୍ମୀ ପୂଜା ର ଝୋଟି ଦେଖିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।