Diabetes Treatment – ମାତ୍ର ୭ ଦିନରେ( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି ଶେଷ ହେବ |କରନ୍ତୁ ଏହି ଉପଚାର…..

0 797

ଆପଣଙ୍କର ସୁରାଗ 380 ହେଉ କି 480 ଯେତେ ବି ପୁରୁଣା ହୋଇଥାଉ ଏହି କାଢା ଯଦି ଆପଣ 7 ଦିନ ପିଅନ୍ତି, ତେବେ ସୁଗାର ଆପଣଙ୍କ ର କଣ୍ଟ୍ରୋଲ ହୋଇଯିବ। ତେବେ ଆଜିକାଲି ଡାଇବେଟିସ ପ୍ରତି ଘରେ ଘରେ ଦେଖା ଯାଉଛି ଆଉ ଏହା ଯାହାକୁ ଥରେ ହୁଏ ତାହା ଆଉ ଭଲ ହୁଏନା । କହିବାକୁ ଗଲେ ଡାଇବେଟିସ୍ ଏକ ଗମ୍ଭୀର ରୋଗ ହୋଇ ଯାଇଛି । ଡାଇବେଟିସ୍ ଆପଣଙ୍କର ଶରୀରକୁ ଧୀରେ ଧୀରେ ଭିତରୁ ଫମ୍ପା କରିଦିଏ , ଆଉ ଏହାକୁ ଧୀର ମୃତ୍ୟୁ ବୋଲି ମଧ୍ୟ କୁହା ୟାଇଥାଏ ।

ଭାରତରେ ପ୍ରାୟତଃ 7 କୋଟି ଲୋକ ଡାଇବେଟିସ୍ ରେ ଆକ୍ରାନ୍ତ ହୋଇଛନ୍ତି । ଡାଇବେଟିସ୍ ହେବା ଦ୍ବାରା ଆପଣଙ୍କର ଶରୀରରେ ଅନେକ ପ୍ରକାର ରୋଗ ଜନ୍ମ ନେଇଥାଏ । ଯେମିତିକି ହାର୍ଟ ଡିଜିଜ୍, ଆଖି ରୋଗ, କେଶ ଝଡିବା, ସ୍କିନ୍ ଖରାପ ହେବା, କିଡନି ଠିକ୍ ଭାବରେ କାମ ନକରିବା ।

ଡାଇବେଟିସ୍ କାରଣରୁ ଲୋକ ଏମିତି ଜୀବନ ବଞ୍ଚିବାକୁ ଲାଗନ୍ତି ନାଁ ସ୍ବାଦ ଥାଏ ନାଁ ହିଁ ସ୍ବାସ୍ଥ୍ୟ ଠିକ୍ ଥାଏ । କିନ୍ତୁ ଏମିତି ବିଲକୁଲ୍ ନୁହଁ ଯେ ଥରେ ଯଦି ଆପଣଙ୍କୁ ସୁଗାର ରୋଗ ହୋଇଯାଏ ତେବେ ଆପଣଙ୍କୁ ପୂରା ଜୀବନ ଇନସ୍ୟୁଲିଂ ନେବାକୁ ପଡିବ ଅବା ଆପଣ ଏହାକୁ କଣ୍ଟ୍ରୋଲ କରି ପାରିବେ ନାହିଁ । ଆପଣଙ୍କର ଲାଇଫ୍ ଷ୍ଟାଇଲ୍ ଏବଂ ଖାଦ୍ୟରେ ପରିବର୍ତ୍ତନ ଦ୍ବାରା ଆପଣ ଡାଇବେଟିସ୍ ର କୁ ପରିଣାମରୁ ବଞ୍ଚି ପାରିବେ ।

ଶରୀର ରେ ଗ୍ଲୋକଜର ମାତ୍ରା ଅଧିକ ହୋଇଗଲେ ତାହାକୁ ଡାକ୍ତର ଙ୍କ ଭାଷାରେ ଡାଇବେଟିସ୍ କୁହାଯାଏ । ମୋଟାପଣ, କମ୍ ପାଣି ପିଇବା, ଏକ୍ସାସାଇଜ୍ ନ କରିବା, ଅନିଦ୍ରା ହେବା, ଯଦି ଚିନ୍ତାରେ ରହୁଛନ୍ତି ତେବେ ଆପଣଙ୍କୁ ଡାଇବେଟିସ୍ ହୋଇପାରେ ।

ତେବେ ଏଥିପାଇଂ ଚିନ୍ତା କରିବାର ଆବଶ୍ୟକତା ନାହିଁ , ଆଜି ଆମେ ଆପଣ ମାନଙ୍କ ପାଇଂ ଏମିତି ଏକ କାଢା ନେଇ ଆସିଛୁ, ଯାହା ଆପଣଙ୍କର ଡାଇବେଟିସ୍ କୁ କଣ୍ଟ୍ରୋଲରେ ରଖିବା ସହିତ ନର୍ମାଲରେ ରଖିଥାଏ । ଚାଲନ୍ତୁ ଜାଣିବା ସେହି କାଢା ବିଷୟରେ,

ଆବଶ୍ୟକ ସାମଗ୍ରୀ-
ମେଥି, ହଳଦୀ ଗୁଣ୍ଡ ।

ପ୍ରସ୍ତୁତ ପ୍ରଣାଳୀ-

ପ୍ରଥମେ ଗ୍ୟାସରେ ଏକ ପାତ୍ର ବସେଇ ସେଥିରେ 2 ଗ୍ଲାସ ପାଣି ନିଅନ୍ତୁ । ଏହାପରେ ସେଥିରେ 1 ଚାମଚ ମେଥି, ହଳଦୀ ଗୁଣ୍ଡ ସେହି ପାଣିରେ ପକାଇ ମିଶାନ୍ତୁ ।ଏବେ ଆପଣ ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଯିବ । 5-6 ମିନିଟ୍ ପରେ ଗ୍ୟାସକୁ ବନ୍ଦ କରି ଏହାକୁ ଉଷୁମ ହେବାକୁ ଦିଅନ୍ତୁ, ତାପରେ ଏକ ଗ୍ଲାସକୁ ଛାଣି ନିଇନ୍ତୁ ।

ସେବନ ପ୍ରଣାଳୀ-

ସକାଳୁ ଖାଲି ପେଟ ରେ ଆପଣ ଏହାର ସେବନ କରନ୍ତୁ । ଆଉ ଏହାର ସେବନ କରିବାର ଅଧ ଘଣ୍ଟା ପରେ ଜଳଖିଆ ଖାଆନ୍ତୁ । ଏହାକୁ ଆପଣ ପ୍ରଦିଦିନ ସକାଳୁ ସେବନ କରନ୍ତୁ ଦେଖିବେ ଆପଣ ଙ୍କ ର ଡାଇବେଟିସ୍ କଣ୍ଟ୍ରୋଲ ହୋଇଯିବ ଏବଂ ଆପଣ ଗୋଟିଏ ସାଧାରଣ ଜୀବନ ବଞ୍ଚିବାର ରାସ୍ତା ଖୋଲିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.