Ias Interview – ପୁଅ ମାନଙ୍କର ଲମ୍ବା ଅଟେ ଓ ଝିଅ ମାନଙ୍କର ଗୋଲ ଅଟେ ? ତାହା କଣ ସାହସ ଅଛି ତ ଉତ୍ତର ଦିଅ….

0 342

ସାଧାରଣ ଜ୍ଞାନ ଆଜି କାଲି ସବୁ ଇଣ୍ଟର୍ଭ୍ୟୁ ଏବଂ ପରୀକ୍ଷାରେ ପଚରା ଯାଉଛି।ତେବେ ଆଜି ଆପଣ ମାନେ ଏଠାରେ ସେହି ସାଧାରଣ ଜ୍ଞାନକୁ ବଢ଼ାଇବା ପାଇଁ ୧୦ଟି ପ୍ରଶ୍ନ ଦେଖନ୍ତୁ ଆସିଛୁ।ପ୍ରତି ପ୍ରଶ୍ନ ପାଇଁ ଆପଣ ଙ୍କୁ ୫ ସେକେଣ୍ଡ ସମୟ ଦିଆ ଯିବ।

୫ ସେକେଣ୍ଡ ମଧ୍ୟରେ ଉତ୍ତର ନ କରି ପାରିଲେ ଆପଣ ଏଠାରେ ଲେଖା ଯାଇ ଥିବା ଉତ୍ତର କୁ ଦେଖିବେ । ତେବେ ଯଦି ଆପଣ ଉତ୍ତର ଦେଇ ପାରୁ ନାହାଁନ୍ତି, ତେବେ ବି ଆପଣ ଏ ଆର୍ଟିକଲଟି କୁ ଶେଷ ଯାଏଁ ପଢନ୍ତୁ। କାରଣ ଏହାକୁ ପଢ଼ିବା ଦ୍ଵାରା ଆପଣ ଙ୍କର ସାଧାରଣ ଜ୍ଞାନ ରେ ଟିକେ ଉନ୍ନତି ହେବ। ତେବେ ଦେଖନ୍ତୁ ଏହି ପ୍ରଶ୍ନ ଗୁଡ଼ିକ ।

ସେହି ପ୍ରଶ୍ନ ଦେଖନ୍ତୁ,

୧:- ତାହା କ’ଣ ଯାହା ଗାଇ ର ଚାରୋଟି ଓ ମହିଳା ମାନ ଙ୍କ ଦୁଇ ଟି ଥାଏ ?
ଉ:- ଗୋଡ଼

୨:- ଏମିତି କ’ଣ ଅଛି ଯାହା ଅଧା ଗଲେ ଦରଦ ହୁଏ ପୁରା ପଶି ଗଲେ ମଜା ଲାଗେ ?
ଉ:- ଚୁଡ଼ି
୩:- ଝିଅ କୁ ବହୁତ କହିବା ପରେ ଖୋଲିଲା, ଝିଅ କ’ଣ ଖୋଲିଲା ?
ଉ:- ପାଟି, କାରଣ ଝିଅ ର ମନ ଦୁଃଖ ରେ ଥିଲା ।
୪:- ଝିଅ ମାନେ ବାହା ହେଲା କ’ଣ ବଡ଼ି ଥାଏ ?
ଉ:- ଇଜ୍ଜତ
୫:- ଜଣେ ମହିଳା ସବୁ ପାଗରେ ନିଜ ସ୍ୱାମୀ କୁ କ’ଣ ଗରମ ଦିଅନ୍ତି ?
ଉ:- ଚାହା

୬:- ଏମିତି କ’ଣ ଅଛି ଯାହା ପୁଅ ପିଲା ମାନେ ୧୦ ବା ୧୫ ମିନିଟ୍ ରେ ଥକି ଯାଆନ୍ତି କିନ୍ତୁ ଝିଅ ମାନେ କହନ୍ତି ଏବେ ତ ଆରମ୍ଭ ହୋଇଛି ?
ଉ:- ସପିଂ
୭:- ତାହା କ’ଣ ଯାହା ମହିଳା ମାନେ ଦେଖି କି ଚାଲନ୍ତି ଓ ପୁରୁଷ ମାନେ ଲୁଚାଇ ରଖି ଚାଲନ୍ତି ?
ଉ:- ପର୍ସ
୮:- ପୁଅ ମାନଙ୍କର ଲମ୍ବା ଅଟେ ଓ ଝିଅ ମାନଙ୍କର ଗୋଲ ଅଟେ ?
ଉ:- ମୁଣ୍ଡ ର ଟୀକା
୯:- କେଉଁ ଜାଗା ରେ ଝିଅ ମାନେ ଆଙ୍ଗୁଳି ମାରିଲେ ପାଣି ବାହାରି ଥାଏ ?
ଉ:- ଆଖି

ଏହା ବ୍ୟତୀତ ଆଶାୟୀ ମାନ ଙ୍କୁ ଏମିତି କିଛି ପ୍ରଶ୍ନ ମଧ୍ୟ ପଚରା ଯାଇ ଥାଏ, ଯାହାର ଉତ୍ତର ସେମାନଙ୍କୁ ନିଜ ବୁଦ୍ଧି ଆଧାର ରେ ଦେବା କୁ ପଡ଼ି ଥାଏ। ଯେଉଁ ଆଶାୟୀ ମାନେ ଏହି ସମୟ ରେ ସାବଧାନତା ଅବଲମ୍ବନ କରି ସଠିକ୍ ଉତ୍ତର ଦିଅନ୍ତି,

ସେମାନଙ୍କର ସିଭିଲ୍ ସର୍ଭିସ ପରୀକ୍ଷା ରେ ସଫଳତା ପାଇବାର ସ୍ୱପ୍ନ ପୂରଣ ହୋଇ ଯାଇ ଥାଏ। ବାସ୍ତବ ରେ, କିଛି ପ୍ରଶ୍ନ କୁ ଆଶାୟୀ ମାନ ଙ୍କୁ ମଜାଦାର ଢଙ୍ଗ ରେ ପଚରା ଯାଇ ଥାଏ। ପ୍ରଶ୍ନର ଉତ୍ତର ବହୁତ ସହଜ ଥାଏ, କିନ୍ତୁ ଆଶାୟୀ ମାନେ ତାହା ଦେଇ ପାରି ନ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.