“ଅନୁଭବ ତୁମର ଯେଉଁଦିନ ଡିଭୋର୍ସ ହେବ ପ୍ଲିଜ ମୋତେ ବାହା ହେଇଯିବ..ମୁଁ ତମ ଜନ୍ମଦିନପାଳିବି”…ଦେଖନ୍ତୁ viral ଭିଡ଼ିଓ ଟିକୁ….
ରାନି ପଣ୍ଡା ଅନୁଭବ ମହାନ୍ତି ଙ୍କ ପ୍ରେମ ବିଷୟ ରେ ବହୁତ କିଛି କହିଛନ୍ତି।ଆଉ ବି କହିଛନ୍ତି ଯେବେ ଆମର ଡିଭସ୍ ହେବ ସେବେ ଆମର ଜନ୍ମ ଦିନ ପାଳନ ହେବ।ଆପଣ ବର୍ତମାନ ଓଡିଆ ସିନେମା ଜଗତର ଅନେକ ଫିଲ୍ମ ସୁଟିଂ ହେଉଥିବାର ଜାଣିଥିବେ ନିଶ୍ଚିତ ହେଲେ ବର୍ତମାନ କେତେକ ନୂଆ ଫିଲ୍ମ ରିଲିଜ ହୋଇ ସାରିଲାଣି |
ଦର୍ଶକ ନୂଆ ନୂଆ ଫିଲ୍ମ ଦେଖି ବହୁତ ଖୁସି ମଧ୍ୟ ଅଛନ୍ତି, ମାତ୍ର ଆପଣ ଜାଣିଥିବେ ଯେ ଆପଣଙ୍କ ଅତି ପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ଏକ ଫିଲ୍ମ ମଧ୍ୟ୍ୟ ସୁଟିଂ ହୋଇଛି |ମୁଁ ଆଜି ଆପଣକୁ ଅନୁଭବଙ୍କ ନୂଆ ଫିଲ୍ମ ବିଷୟରେ ଅଡିଆନ୍ସଙ୍କ ସାମ୍ନାରେ କଣ କହିଛନ୍ତି ଅନୁଭବ ସେ ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଅନୁଭବଙ୍କ ନିଜର ନୂଆ ଫିଲ୍ମ ବିଷୟରେ କଣ କହିଛନ୍ତି ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଓଡିଆ ସିନେମା ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କୁ ତ ଆପଣ ଜାଣିଥିବେ ନିଶ୍ଚିତ, ସେ ଯେ କେବଳ ଜଣେ କଳାକାର ତାହା ନୁହଁ ସେ ଜଣେ ରାଜନୈତିକ ନେତା ମଧ୍ୟ ଅଟନ୍ତି |ଅନୁଭବଙ୍କ ଅନେକ ଫିଲ୍ମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସୁପର ହିଟ ମଧ୍ୟ୍ୟ ହୋଇଛି |
ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପ୍ରଥମେ ପାଦ ଦେଇ ” i love you “ଫିଲ୍ମ କରିଥିଲେ, ମାତ୍ର ବର୍ତମାନ ସେ ଅନେକ ସାରା ଫିଲ୍ମ କରି ସାରିଲେଣି |ଅନୁଭବ ମହାନ୍ତି ତାଙ୍କ ଜୀବନରେ ଅନେକ ମୁହୂର୍ତ କାଟିଯାଇଛି ଯାହା ବହୁତ ଦୁଃଖ ଭରା ଥିଲା, ବର୍ତମାନ ସେ ସବୁ ଧୀରେ ଧୀରେ ଠିକ ହୋଇଗଲାଣି |
ଅନୁଭବ ମହାନ୍ତି ମିଡ଼ିଆ ସାମ୍ନାରେ କହିଛନ୍ତି ଯେ ଦର୍ଶକ ବର୍ତମାନ ନୂଆ ଅନୁଭବ ମହାନ୍ତିଙ୍କୁ ଦେଖୁଛନ୍ତି, ସମୟ ଅନୁସାରେ ତାଙ୍କ ଜୀବନରେ ଅନେକ ପରିବର୍ତନ ଆସିଛି ବୋଲି ସେ କହିଛନ୍ତି |ସମୟ ତାଙ୍କୁ ଅନେକ ଶିକ୍ଷା ଦେଇଛି ବୋଲି ମଧ୍ୟ୍ୟ କହିଛନ୍ତି ଅନୁଭବ |
କରୁଛନ୍ତି ଯେ ସେ ବର୍ତମାନ ଏକ ନୂଆ ରୂପରେ ଅଛନ୍ତି, ତାଙ୍କ ଜୀବନରେ ଘଟି ଯାଇଥିବା ଅନେକ ଘଟଣାକୁ ସେ ଭୁଲି ଯାଇଛନ୍ତି |ପୁଣି ସୁପର ଷ୍ଟାର ଅନୁଭବ ମହାନ୍ତି ବର୍ତମାନ ଓଡ଼ିଆ ସିନେମାରେ ଏକ ନୂଆ ଫିଲ୍ମ ସୁଟିଂ କରିଛନ୍ତି, ଯାହାର ନାମ “ଲଭ ଇନ ଲଣ୍ଡନ “ଏହି ଫିଲ୍ମଟି ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି ଅନୁଭବ ମିହାନ୍ତି |
ଏହି ଫିଲ୍ମର ସୁଟିଂ ସରିଯାଇଛି ଏବଂ ଏହି ଫିଲ୍ମର ନାୟିକା ଭାବରେ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି |ଏହି ଫିଲ୍ମରେ ଏକ ସୁନ୍ଦର ସସପେନସ ଷ୍ଟୋରି ରହିଛି ବୋଲି କହିଛନ୍ତି ଅନୁଭବ, ଯାହାକି ଦର୍ଶକ ସିନେମା ହଲରେ ଦେଖିଲେ ଜାଣିପାରିବେ |
ଅନୁଭବ ମିହାନ୍ତିଙ୍କ ସବୁ ଫିଲ୍ମ ଯେପରି ସୁପର ହିଟ ହେଇଛି ସେପରି ଏହି “ଲଭ ଇନ ଲଣ୍ଡନ “ସୁପର ହିଟ ହେବ ବୋଲି ସମସ୍ତଙ୍କର ଆଶା ରହିଛି, ସମୟ ଅନୁସାରେ ଜାଣି ହେବ ଯେ ଏହି ନୂଆ ଫିଲ୍ମ ସୁପର ହିଟ ହେବ କି ନାହିଁ |ଅନୁଭବ ମିଡ଼ିଆ ସାମ୍ନାରେ ଏମିତି କିଛି କଥା ହେବାର ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି.
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।