ଓଃ..କି..ଡ୍ୟାନ୍ସ – କାଚ ବାଦାମରେ ଠୁମକ ଲଗେଇଲେ ସୁନ୍ଦରୀ ଝିଅ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଆଜି କାଲି ସୋସିଆଲ ମିଡିଆ ରେ କିଛି ନ କିଛି ଗୀତ ଟ୍ରେଣ୍ଡ କରୁଥାଏ । କେତେ ବେଳେ ବଚପନ କା ପ୍ୟାର ହେଉ କିମ୍ବା କେତେ ବେଳେ ଆଉ କିଛି । ତେବେ ବର୍ତ୍ତମାନ ଲୋକ ମାନେ ସେହି ଟ୍ରେଣ୍ଡ କୁ ଆପଣାଇ ନାଚିବା ସହ ତାର ଭିଡିଓ ମଧ୍ୟ ବନାଉ ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆ ରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି । ଏହି ଗୀତ ଖୁବ୍ ଟ୍ରେଣ୍ଡ ରେ ଅଛି ।
ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତ ରେ ଡ୍ୟାନ୍ସ କରି ଏହା ର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତ କୁ ପଶ୍ଚିମବଙ୍ଗ ର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇ ଛନ୍ତି, ଯାହାକୁ ବହୁତ ପସନ୍ଦ କରା ଯାଉଛି । ଏବେ ଏହି ଗୀତ କୁ ରାନୁ ମଣ୍ଡଳ ନିଜ ଷ୍ଟାଇଲ ରେ ଗାଇ ଛନ୍ତି, ଯାହା କୁ ଶୁଣି ଲୋକ ମାନେ ନିଜ ମୁଣ୍ଡ ପିଟୁ ଛନ୍ତି ।
ରାନୁ ଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବା ରେ ଲାଗିଛି, ଯେଉଁ ଥିରେ ସେ ‘କଚା ବାଦାମ’ ଗୀତ ଗାଉ ଥିବା ର ମଧ୍ୟ ନଜର ଆସିଛନ୍ତି । ତେବେ ଏହି ଗୀତ ସୋସିଆଲ ରେ ଖୁବ ଚର୍ଚ୍ଚା ଧରିଛି । ତେବେ ସମସ୍ତେ ଏହି ଗୀତ ରେ ରିଲ ଭିଡିଓ କରି ମଧ୍ୟ ପୋଷ୍ଟ କରୁଛନ୍ତି ତେବେ ସେହି ଭଳି ଜଣେ ଝିଅ ଯିଏ କି ଏହି କଚା ବାଦାମ ଗୀତ ରେ ଡାନ୍ସ କରି ଖୁବ ଭାଇରାଲ ହୋଇଛନ୍ତି ।
ତେବେ ଏହା କୁ ନେଇ ୟୁଟିୟୁବ ରେ ଜଣେ ମହିଳା ଡାନ୍ସ କରିଛନ୍ତି ରୋଡ଼ ପାଖରେ କରିଛନ୍ତି । ତେବେ ସେ କହିଛନ୍ତି ଏହି ଗୀତ ରେ ଆଉ କିଛି ଡାନ୍ସ କରି ପାରୁ ନାହଁ ଖାଲି ଅଣ୍ଟା ଟା କୁ କାହିଁକି ହଲେଉଛୁ । ତୁମର ଭଲ ଅଣ୍ଟା ବୋଲି ଦେଖେଇ ହେଉଛ!
ମୋର ପତଳା ଅଣ୍ଟା ବୋଲି ଏଠୁ କଚା ବାଦାମ ରେ ନାଚୁଛ । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି । ସମସ୍ତେ ହସି ହସି ବେଦମ ମଧ୍ୟ ହେଉଛନ୍ତି । ତେବେ ଏହା ଉପରେ ଆପଣ ଙ୍କ ମତା ମତ କଣ ନିଶ୍ଚିତ ଜଣାନ୍ତୁ ।
କାଚା ବାଦାମ ଗୀତଟି ଏବେ ଚାରି ଆଡେ ଭାଇରାଲ ହେବା ରେ ଲାଗିଛି । ଅନେକ ଲୋକ ବିଭିନ୍ନ ପ୍ରକାର ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଏହି ମହିଳା ଜଣ କ ମଧ୍ୟ ଏହି କାଚାବାଦାମ୍ ଗୀତ ରେ ଡାନ୍ସ କରି ଥିଲେ ଓ ଏହି ଭିଡ଼ିଓ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ଖୁବ୍ ମାତ୍ରାରେ ଲୋକ ମାନେ ଭଲ ପାଇବା ଦେଇଥିଲେ ଓ ମହିଳା ଜଣ କ ଗୀତରେ ମଜ୍ଜି ଯାଇଥିଲେ ଓ ଏହି ଗୀତରେ ଡାନ୍ସ କରିଥିଲେ ଓ ଲୋକ ମାନେ ତାଙ୍କ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।