ପାକତ୍ୟାଗ – ୮ ନଭେମ୍ବର ଭୟଙ୍କର ଚନ୍ଦ୍ର ଗ୍ରହଣ ଏହି ସମୟରେ ଡଙ୍ଗା ଭସାଇବେ,ନଚେତ ହୋଇପାରେ ଏହି ସବୁ ଅଘଟଣା…..

0 803

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଆଗକୁ ଆସିବାକୁ ଯାଉଛି ଚନ୍ଦ୍ରଗ୍ରହଣ |ତେବେ ଠିକ ଅମାବାସ୍ୟା ର 15 ଦିନ ପରେ ଅର୍ଥାତ 8 ନଭେମ୍ବର 2022 ସେହି ମଙ୍ଗଳ ବାର ଦିନ | ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣ କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେଉଛି |

ସାଧାରଣ ଭାବରେ ଦେଖା ଦିଏ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗ ର ଅବଧି ପ୍ରାୟ ଗୋଟିଏ ମାସ ଦୁଇ ମାସରେ ଏହାର ଅବଧି ଦେଖାଦିଏ | କିନ୍ତୁ ଏ ବର୍ଷ ଶେଷ ରେ ପରାଗ ଅମାବାସ୍ୟା ଅନୁଷ୍ଠିତ ହେଇଥିବା ବେଳେ ଠିକ 15 ଦିନ ପୂର୍ଣ୍ଣମୀ ବେଳକୁ ଚନ୍ଦ୍ର ଗ୍ରହଣ ଲାଗୁଛି |

ତେଣୁ ଏଥି ପାଇଁ କିଛି ବ୍ୟକ୍ତିଙ୍କ ମନରେ ଭୟ ଏହାର ପ୍ରଭାବ କିଛି ଖରାପ ପଡିବ କି? ବା ଏହି ଚନ୍ଦ୍ର ଗ୍ରହଣ ଆମ ଜୀବନ ରେ କିଛି କ୍ଷତି ଆଣିବ କି ଆମ ପାଇଁ ଏହା କେତେ ଭଲ ରହିବ କେତେ ଖରାପ ରହିବ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |ଚନ୍ଦ୍ରଗ୍ରହଣ ଲାଗିବାର ସମୟରେ ଓ ପାକ ନିଷେଧର ସମୟ ସୀମା କଣ ରହିଛି :-

ତା -8/11/22 ମଙ୍ଗଳବାର 5 ଟା 39 ମିନିଟ ଠାରୁ ଆରମ୍ଭ ମଙ୍ଗଳବାର ସନ୍ଧ୍ୟା 6 ଟା 18 ମିନଟ ପର୍ଯ୍ୟନ୍ତ ରହିବ | ତେବେ ଏହି ସମୟରେ ରନ୍ଧନ କାର୍ଯ୍ୟ ଓ ଭଜନ କାର୍ଯ୍ୟ କୁ ବାରଣ କରାଯାଇଛି | ସେଥିପାଇଁ ଦର୍ଶକ ବନ୍ଧୁ ଏହି ସବୁ କାର୍ଯ୍ୟ ଠାରୁ ଦୁରେଇ ରୁହନ୍ତୁ |

ତାହାଲେ ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ଲାଗିବାର ସମୟ ସୀମା ବିଷୟ ଜାଣିବା |ଚନ୍ଦ୍ରଗ୍ରହଣ ଲାଗିବର ସମୟ ସୀମା ହେଉଛି 8 ନଭେମ୍ବର ମଙ୍ଗଳବାର ଅପରାହ୍ନ 2 ଟା 38 ମିନଟ 14 ସେକେଣ୍ଡରେ ଆରମ୍ଭ ହେବ ମଧ୍ୟ କାଳ ସମୟ 4 ଟା 28 ମିନଟ 17 ସେକେଣ୍ଡ |

ତେଵେ ଏହାର ସର୍ବମକ୍ଷ ସମୟ 6 ଟା 18 ମିନଟ 47 ସେକେଣ୍ଡରେ ଗ୍ରହଣ ଶେଷ ହେବ ଓ ମକ୍ଷ ପ୍ରାପ୍ତି ହେବ |ତେବେ କୁହାଯାଉଛି କି ଗ୍ରହଣ ର ଆରମ୍ଭ ହେବା ଓ ଶେଷ ହେବାକୁ ଆଦ୍ୟନ୍ତ କାଳ କୁହାଯାଏ | ଏହା 3 ଘଣ୍ଟା 38 ମିନଟ 36 ସେକେଣ୍ଡ ରହିବ |

ଗ୍ରହଣ ର ଦୃଶ୍ୟ କାଳ ଅବଧି 5 ଘଣ୍ଟା 10 ମିନଟରେ ଆରମ୍ଭ ହେବ ସନ୍ଧ୍ୟା 6 ଟା 18 ମିନଟ ପର୍ଯ୍ୟନ୍ତ ରହିବ | ତେବେ ଓଡିଶା ରେ ଏହି ଚନ୍ଦ୍ର ଗ୍ରହଣ 1 ଘଣ୍ଟା 8 ମିନଟ 36 ସେକେଣ୍ଡ ପର୍ଯ୍ୟନ୍ତ ରହିବ ପୂର୍ବରୁ |ତାହାଲେ ବନ୍ଧୁ ଗଣ କୁହାଯାଉଛି କି ଏହି ସମୟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିଶା ଆଦି ଜପ କରନ୍ତୁ | ଏହା ବ୍ୟତୀତ ଗର୍ଭବତୀ ମହିଳା ମାନେ ଏହି ସମୟରେ ଚନ୍ଦ୍ରଗ୍ରହଣ ଦେଖାନ୍ତୁ ନାହିଁ | ଏହା ଆପଣଙ୍କ ର ଓ ଆପଣଙ୍କ ସନ୍ତାନ ପ୍ରତି ବହୁତ ଖରାପ ପ୍ରଭାବ ପକାଇବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.