ଓଃ କି ଡ୍ୟାନ୍ସ ! ଏହି Couple ଯୋଡି କଲେ ଜବରଦସ୍ତ ରୋମାଣ୍ଟିକ୍ ହଟ୍ ଡ୍ୟାନ୍ସ ”tukur tukur dekhte ho kya“… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ପୂର୍ବରୁ ଲୋକ ମାନେ ନିଜ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛନ୍ତି। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ଯାହା ଫଳରେ କି ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି। ସେହିପରି ଗୋଟିଏ ଯୋଡି ହେଉଛନ୍ତି ଚନ୍ଦ୍ର ଦେବୌସରି ।
ତେବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ପାଇଁ ସୁଯୋଗ ମିଳିଯାଏ।
ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।
କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ କିଛି ଘଟଣା ଏମିତି ରହିଥାଏ ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ।
ତେବେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି , ଆଉ ଯେଉଁଠି ଦେଖିବାକୁ ମିଳିଛି କି “ଟୁକୁର ଟୁକୁର ଦେଖତେ ହୋ କିୟା ” ଗୀତରେ ସୁନ୍ଦର ଭାବରେ ନିଜର ଡାନ୍ସ ର ଯାଦୁ ରେ ସମସ୍ତଙ୍କୁ ମତୁଆଲା କରିବାକୁ ଲାଗିଛନ୍ତି ଚନ୍ଦ୍ର ଏବଂ ଦେବୌସରି | ତେବେ ସେମାନଙ୍କର ନିଆରା ଡାନ୍ସର ଯାଦୁରେ ସମସ୍ତଙ୍କୁ ବିମୋହିତ କରିବାକୁ ଲାଗିଛନ୍ତି ଦୁହେଁ । ଦେବୌସରିଙ୍କର ନାଚରେ ଦେଖିବାକୁ ମିଳିଛି ଏକ ନିଆରା ଅନ୍ଦାଜ ଏବଂ ଦୁହେଁ ଡୁଆଲ ପୋରଫୋମେନ୍ସ କରିବାକୁ ଲାଗିଛନ୍ତି | ତେବେ ସେମାଙ୍କର ଏହି ଡାନ୍ସ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |