big news-ମାଳିକାରୁ ମିଳିଲା ପ୍ରମାଣ… ଓଡିଶାର ନୂଆ ଜିଲ୍ଲା ହେବ ପଦ୍ମପୁର ଆସୁଛି ମହାପ୍ରଳୟ….

0 194

ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମହିମା ଏବଂ ତାଙ୍କର ଦିବ୍ୟ ଦର୍ଶନ ଅନେକଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରିଛି। ତାଙ୍କ ଭଳି ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ।ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।

ତେବେ ‘ଇନ୍ଦ୍ର ଗୋବିନ୍ଦ ଗୀତା’ ନାମକ ଏକ ମାଳିକା ଶାସ୍ତ୍ର ରହିଛି ଯାହା ସବୁ ଭକ୍ତ ମାନଙ୍କୁ ମିଳିଥାଏ। ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା।

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ମାଳିକା ରେ ବର୍ଣ୍ଣିତ ଥିବା କୌଣ ଅନୁକୋଣରେ ଲୁଚି ରହିଥିବା ଭକ୍ତ ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନିଜର ସ୍ବତନ୍ତ୍ର ଚେଷ୍ଟା ଜାରି ରଖି ଥିବା ସତ୍ୟଭଞ୍ଜ ୟୁଟ୍ୟୁବ୍ ଚ୍ୟାନାଲ୍ ଆଜି ପୁଣି ଜଣେ ମାଳିକା ଭକ୍ତ ଙ୍କ ପାଖରେ ପହଞ୍ଚି ଯାଇଛି । ଆଉ ଯେଉଁ ମାଳିକା ଭକ୍ତ ମାନେ ମାଳିକା ବିଷୟରେ ଏବଂ ଦେଶର ଆଗତ ଭବିଷ୍ୟତ ବିଷୟରେ ଏବଂ କଳି ଯୁଗର ଅନ୍ତ ବିଷୟରେ ଅନେକ କିଛି ତଥ୍ୟ ପ୍ରଦାନ କରିଛନ୍ତି, ଯାହା ଆଗାମୀ ସମୟରେ ସତ ହେବାକୁ ଯାଉଛି ବୋଲି ସେ ପ୍ରମାଣ ସହକାରେ କହିଛନ୍ତି ।

ତେବେ ଆପଣ ମାନେ ଜାଣି ଥିବେ ମାଳିକା ରେ ବିଭିନ୍ନ ସ୍ଥାନ ମାନଙ୍କ ର ବିଷୟ ରେ ଆଲୋଚନା କରି ଛନ୍ତି ମହାପୁରୁଷ ମାନେ । ଆଉ ସେହି ସ୍ଥାନ ମାନଙ୍କ ରେ କଣ ସବୁ ଘଟଣା ଘଟିବା ତାହା ଉପରେ ମଧ୍ୟ ବହୁତ କିଛି ତାଙ୍କ ଭବିଷ୍ୟ ମାଳିକା ଶାସ୍ତ୍ର ରେ ଉଲ୍ଲେଖ କରିଯାଇଛନ୍ତି । ସେହି ପରି ଗୋଟିଏ ନୂଆ ସ୍ଥାନ ବିଷୟ ରେ ପୁଣି ମାଳିକା ରେ ଉଲ୍ଲ୍ଲେଖ ହୋଇଛି ଯେଉଁଠାରେ ମହାପ୍ରଳୟ ହେବ ବୋଲି କୁହାଯାଉଛି। ତେବେ ସେହି ସ୍ଥାନଟି ହେଉଛି ପଦ୍ମପୁର ଯେଉଁ ସ୍ଥାନରେ ପ୍ରଳୟ ହେବ ବୋଲି ମାଲିକାରେ ଉଲ୍ଲେଖ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.