sadhubani – ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଏହା କରିବା ଉଚିତ୍॥ ନଚେତ ଚାଲି ଯାଇ ପାରେ ଜୀବନ…..

0 139

ଜୀବନକୁ ସରଳ ଏବଂ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତା ମାନ ଉଲ୍ଲେଖ କରାଯାଇଛି । ସେଗୁଡିକର ପାଳନ କରିବା ଦ୍ଵାରା ଆମେ ଜୀବନରେ ସୁଖୀ ହେବା ସହ ସଫଳ ଜୀବନ ବ୍ଯତୀତ କରିଥାଉ । ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା । ପ୍ରତ୍ଯେକ ଗୁରୁବାର ଦିନ ମାଟିର ନୂଆ କଳସୀରେ ଜଳ ଭର୍ତ୍ତି କରି ହଳଦିଆ କପଡା ଗୁଡାଇବା ପରେ ଘରେ ଟାଙ୍ଗିବା ଦ୍ଵାରା ଶୁଭ ହେବ ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ମହିଳା ମାନେ ପ୍ରତିଦିନ ଗାଧୋଇ ବା ସମୟରେ ସୂର୍ଯ୍ୟ କୁ ନମସ୍କାର କରିଲେ ଆପଣ ଙ୍କ ମଙ୍ଗଳ ହେବ ତାପରେ ଆପଣ ପୂଜା କରିସାରିବା ପରେ ଆପଣ ମାନେ କେବେ ବି ତେଲ କୁ ସ୍ପର୍ଶ କରିବେନି ଏବଂ ମୁଢ଼ି ଖାଇବେନି ନିଜ ରୋଜଗାରର ଦଶ ପ୍ରତିଶତ ଭାଗରେ ଗରିବ ଲୋକଙ୍କୁ ଭୋଜନ କରାଇଲେ,

କନ୍ୟାମାନଙ୍କୁ ଭୋଜନ ଏବଂ ବସ୍ତ୍ର ଦାନ କାଲେ, ମନ୍ଦିର କିମ୍ବା ଧର୍ମସ୍ଥାନ ତିଆରି ପାଇଁ ଖର୍ଚ୍ଚ କରିବା ଦ୍ଵାରା ରୋଜଗାର ଦଶଗୁଣ ବୃଦ୍ଧି ହୋଇଥାଏ । ଯଦି ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେଉଥାଏ କିମ୍ବା ସଞ୍ଚୟ ହୋଇପାରୁ ନଥାଏ ତେବେ ଘରେ ଚା କରୁଥିବା ସମୟରେ କିମ୍ବା କ୍ଷୀର ଗରମ କରୁଥିବା ସମୟରେ ଧ୍ୟାନ ରଖିବା ଉଚିତ ତାହା ସେପରି ଉତୁରି ତଳେ ନପଡେ ।

ମନ୍ଦିର କୁ ପ୍ରବେଶ କରିବା ସମୟରେ ପ୍ରଥମେ ଆପଣ ମାନେ ବାହାନ କୁ ପ୍ରଣାମ କରନ୍ତୁ ଏହା ପରେ ଆପଣ ମାନେ ଘାଣ୍ଟି କୁ ବାଜନ୍ତୁ ତାପରେ ଆପଣ ମାନେ ମନ କୁ ପବିତ୍ର ରଖନ୍ତୁ । ପ୍ରଭୁ ଙ୍କ ର ପ୍ରାର୍ଥନା କରନ୍ତୁ କିଛି ସମୟ ମନ୍ଦିର ର ବାରଣ୍ଡାରେ କିଛି ସମୟ ବସନ୍ତୁ ।


ଧର୍ମ ଏବଂ କର୍ମ ମଣିଷ ଜୀବନର ଦୁଇଟି ଅଲଗା ଅଲଗା ରାସ୍ତା, କିନ୍ତୁ ଯେଉଁ ବ୍ୟକ୍ତି ନିଜ କର୍ମ ଭିତରେ ଧର୍ମ ର ମାର୍ଗ ଖୋଲି ପାରନ୍ତି, ସେହି ବ୍ୟକ୍ତି ପ୍ରକୃତ ରେ ଜୀବନ ଯାତ୍ରା ର ଉଚିତ ପଥିକ ଅଟନ୍ତି ।ଦୁଇଟି ଜିନିଷ ଗଣିବା ଛାଡ଼ି ଦିଅନ୍ତୁ । ନିଜର ଦୁଃଖ ଆଉ ଅନ୍ୟର ସୁଖ ।

ତେବେ ଦେଖିବେ ଜୀବନ କେତେ ସରଳ ଆଉ ସୁନ୍ଦର୍ ହୋଇଯିବ ।କୂଅର ପାଣି ସବୁ ଫସଲ ପାଇଁ ସମାନ ହୋଇଥାଏ, କିନ୍ତୁ କଲରା ପିତା ହୋଇଥାଏ, ବେଲ ମିଠା ହୋଇଥାଏ, ଆଉ ତେନ୍ତୁଳି ଖଟା ହୋଇଥାଏ । ଏ ଦୋଷ ପାଣି ର ନୁହେଁ ବରଂ ମଞ୍ଜି ର ହୋଇଥାଏ ।

ଠିକ୍ ସେହିପରି ଭଗବାନ୍ ଆମ ସମସ୍ତଙ୍କ ପାଇଁ ସମାନ ହୋଇଥାନ୍ତି, କିନ୍ତୁ ଫଳ ଆମ ନିଜ କର୍ମର ହିଁ ମିଳିଥାଏ ।ଗୋଟିଏ ସମ୍ପର୍କ ପାଇଁ ସେହି ମଣିଷ ଆଖୁରୁ ଲୁହ ଝରିଥାଏ ଯିଏ ସମ୍ପର୍କର ମୂଲ୍ୟ ଭଲଭାବରେ ବୁଝିଥାଏ , ନହେଲେ ସ୍ବାର୍ଥରେ ସମ୍ପର୍କ ବାନ୍ଧିଥିବା ଲୋକର ମୁହଁରେ ନା ଦୁଃଖ ଥାଏ ନା ଆଖିରେ ଲୁହ ଥାଏ ।

ଅନୁଚିନ୍ତା :- ମହିଳା ମାନେ ବାସନ ମାଜୁ ଥିବା ସମୟର ବାସନ କୁ କଛାଡନ୍ତୁ ନାହିଁ ଯଦି ଆପଣ ମାନେ କଚାଡ଼ିବେ ତାହାଲେ ଆପଣଙ୍କ ଠାରୁ ଲକ୍ଷ୍ମୀ ଦୂରେଇ ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.