Sadhu bani, ଆଜି ରାତିରେ ଏହି ୧୧ଟି ଶଦ୍ଦ ଭଗବାନଙ୍କୁ କହିଦିଅନ୍ତୁ | ଯାହା ଇଚ୍ଛାଥିବ ସବୁ କାମନା ପୂରଣ ହେବ….

0 48

ଆପଣ ମାନେ ସମସ୍ତେ ଜାଣିଥିଲେ କି ମହାଲକ୍ଷ୍ମୀ ହେଉଛନ୍ତି ଧନ ଆଉ ଧାନ୍ୟ ର ଦେବୀ | ଆଉ ତାଙ୍କର ଆଶୀର୍ବାଦ ଯଦି ଆମ ଉପରେ ନ ରହିବ ତାହେଲେ ଆମର ସବୁବେଳେ ଧନ ଜନିତ ସମସ୍ୟା ମାନ ଦେଖା ଯିବ ବୋଲି କୁହାଯାଉଛି | ତେବେ ଏହି ଗୁରୁବାର ଲକ୍ଷ୍ମୀ ପୂଜା ମହିଳା ମାନେ ମନ,ଧ୍ୟାନ ଓ ଭକ୍ତି ର ସହିତ କରିବା ର ଆବଶ୍ୟକତା ରହିଛି |

ଯଦି ଆମେ ଉଚିତ ନିୟମ ଆଉ ନିଷ୍ଠା ସହିତ କେତେକ ଉପାୟରେ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ତାହେଲେ ମାତା ଲକ୍ଷ୍ମୀ ନିଶ୍ଚୟ ଆମର ଡାକକୁ ଶୁଣିବେ ଓ ଆମ ଉପରେ ତାଙ୍କର ଆଶୀର୍ବାଦ ଢ଼ାଳିବା ସହିତ ଘରେ ଧନ ଜନିତ ଯଦି କୌଣସି ସମସ୍ୟା ଥାଏ ତାହାକୁ ମଧ୍ୟ ସବୁଦିନ ପାଇଁ ଦୁରେଇ ଦେବେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଉପାୟ ଗୁଡିକ ବିଷୟରେ ଜାଣିବା |

କୁହାଯାଏ ମା ଅନ୍ନପୂର୍ଣ୍ଣା ଙ୍କର କୃପା ଯାହା ଉପରେ ପଡିଥାଏ ସେହି ଘରେ ଧନ ଜନିତ ଶଙ୍କଟ ସବୁଦିନ ପାଇଁକି ଦୁରେଇ ଯାଇଥାଏ ଆଉ ସବୁ ପ୍ରକାରର ଧନ ଜନିତ ସମସ୍ୟା ଗୁଡିକ ମଧ୍ୟ ସବୁଦିନ ପାଇଁକି ଦୁରେଇ ଯାଏ ବୋଲି ମଧ୍ୟ କୁହାଯାଏ | ତେବେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀ ଙ୍କର ବାର ହୋଇଥିବାରୁ ଆମର କେଉଁ ସବୁ କାମ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଆସନ୍ତୁ ଜାଣିବା |

1- ଆମେ ମାନେ ସାଧାରଣତଃ ମାର୍ଗଶିର ମାସ ଗୁରୁବାର ଦିନ ଆମେ ମାନେ ଘରେ ଝୁଟି ଆଉ ଚିତା ପକେଇଥାଉ | ତେବେ ଆମେ ଝୁଟି ପକେଇବା ବେଳେ ଲକ୍ଷ୍ମୀ ଙ୍କର ପାଦ ମଧ୍ୟ ପକାଇଥାଉ | ଆଉ କୁହାଯାଉଛି କି ମା ଲକ୍ଷ୍ମୀ ଙ୍କର ପାଦ ପକାଇବା ପରେ ମନେ ରଖିବେ ଯେପରେ ସେହି ଲକ୍ଷ୍ମୀ ଙ୍କର ପାଦ ରେ ଆଉ କେହି ପାଦ ପକାଇବେ ନାହିଁ |ଯଦି ସେଭଳି କିଛି ହୁଏ ତାହା ଅଶୁଭ ହୋଇଥାଏ |

2-ଏହା ବ୍ୟତୀତ କୁହାଯାଉଛି କି ଘରେ ଧନ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଯେଉଁ ସ୍ଥାନରେ ଟଙ୍କା ପଇସା ଓ ଗହଣା ଘାଣ୍ଟି ରହିଥାଏ ସେହି ସ୍ଥାନରେ ଲକ୍ଷ୍ମୀ ଙ୍କର ପାଦ ଚି଼ହ୍ନ ପକାଇବା ଓ ତାହାକୁ ଧୂପ ଦେଇକି ପୂଜା କରିବା କଥା ମଧ୍ୟ କୁହାଯାଉଛି |ଯାହା ଯୋଗୁ ମାତା ଲକ୍ଷ୍ମୀ ଙ୍କର ଶୁଭ ପ୍ରଭାବ ମଧ୍ୟ ପଡିଥାଏ ବୋଲି କୁହାଯାଉଛି

| 3-ମାର୍ଗଶିର ମାସ ଗୁରୁବାର ରେ ଭୁଜ ପତ୍ର ଉପରେ ହିରିଂ ଆଉ ଶ୍ରୀଙ୍ଗ ଲେଖିଦେବା ଆଉ ତାହାକୁ କେଶସରେ ତୁଳସୀ କାଠି ନହେଲେ ଡାଳିମ୍ବ କାଠି ସାହାଯ୍ୟରେ ଭୁଜ ପତ୍ର ରେ ଲେଖିନେବା | ଆଉ ଯେଉଁଠି ମାଣ ବସାଇଛନ୍ତି ସେହି ସ୍ଥାନ ରେ ଆପଣ ଏହି ଲେଖାଟିକୁ ରଖିଦେବେ | ତାହା ପରେ ଆପଣ ମାନେ ମାଣବସା ର ଶ୍ଳୋକ ପାଠ କରିବେ ବୋଲି କୁହାଯାଉଛି | ତାହା ସହିତ ସେହି ଭୋଜ ପତ୍ରକୁ ନେଇକି ଆପଣଙ୍କ ପର୍ସ ରେ ରଖିଲେ ମାତା ଲକ୍ଷ୍ମୀ ଙ୍କର କୃପା ପଡିଥାଏ ବୋଲି ମଧ୍ୟ କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.