sadhu bani – ରାତିରେ ଶୋଇଲା ବେଳେ ହନୁମାନଙ୍କ ମହାଶକ୍ତିଶାଳୀ ମନ୍ତ୍ର ମାତ୍ର ୧ ଥରେ ଜପ କରନ୍ତୁ ସବୁ ଦୁଃଖ ସୁଖରେ ପରିଣତ ହୋଇଯିବ……

0 77

ମଣିଷ ଜୀବନ ରେ କେତେ ବେଳେ ଦୁଃଖ ଆସି ଥାଏ ତ କେତେ ବେଳେ ପୁଣି ସୁଖ । ସୁଖ ଦୁଃଖ ର ସାଥି ହୋଇ ମଣିଷ ଚାଲିବା ନିତ୍ୟାନ୍ତ ଆବଶ୍ୟକ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପାଞ୍ଚଟି ମନ୍ତ୍ର କହିବା ପାଇଁ ଯାଉଛୁ।

ଯାହା ଆପଣ ମାନେ ଯଦି ସେହି ମନ୍ତ୍ର ଗୁଡିକୁ ଜପିବେ ତାହାଲେ ଆପଣଙ୍କ ଜୀବନରେ କେବେ ଦୁଃଖ ଆସିବ ନାହିଁ । ଏହି ମନ୍ତ୍ର ହନୁମାନ ଙ୍କ ର ମନ୍ତ୍ର ଅଟେ । ଏହି ମନ୍ତ୍ର ମଙ୍ଗଳ ବାର ଦିନ ଜପ କଲେ ଆପଣ ଙ୍କ ର ସବୁ ରିଷ୍ଠ ଖଣ୍ଡନ ହୋଇ ଥାଏ ।

ଏହି ମନ୍ତ୍ର ଜପିବା ଦ୍ୱାରା ଆପଣ ବହୁତ ଧନୀ ହୋଇ ଯିବେ । ଯଦି ଆପଣ ଙ୍କ ର ସତ ଚେଷ୍ଟା ପରେ ମଧ୍ୟ ଚାକିରୀ ହେଉ ନାହିଁ । ତାହାଲେ ଜାଣି ରଖନ୍ତୁ ଆପଣଙ୍କୁ କେଉଁ ଗ୍ରହ ଗୋଟେ ଚାକିରୀ କରିବା ପାଇଁ ବାଧା ଦେଉଛି । ତେଣୁ ହନୁମାନ ହେଉ ଛନ୍ତି ବିଶ୍ୱର ସବୁ ଠାରୁ ଶକ୍ତିଶାଳୀ ଠାକୁର । ତାଙ୍କ ମନ୍ତ୍ର କୁ ଜପିଲେ ଆପଣ ଙ୍କ ର ଚାକିରୀ ହେବାରେ ଆଉ ବାଧା ପ୍ରାପ୍ତ ହେବ ନାହିଁ ।

ଏହି ମନ୍ତ୍ର ଜପିବା ଦ୍ୱାରା ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ପଶି ପାରିବ ନାହିଁ । ଏହା ଦ୍ୱାରା ଆପଣଙ୍କ ର ଶୁଭ ଓ ଲାଭ ମଧ୍ୟ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ଗୁଡିକ । ପ୍ରଥମ ମନ୍ତ୍ର ଟି ହେଉଛି , ” ଭୁତ ପିଶାଚ ନିକଟ ନେହିଁ ଏବେ , ମହାବୀର ଜବ ନାମ ସୁନାବେ ” ।

ଏହି ମନ୍ତ୍ର ଟି ପ୍ରତେକ ଦିନ ଜପିବା ଦ୍ୱାରା ଖରାପ ଶକ୍ତି ଆପଣଙ୍କ ଘରକୁ ପଶି ପାରିବ ନାହିଁ । ଏବେ ଜାଣିବା ଆସନ୍ତୁ ଦ୍ୱିତୀୟ ମନ୍ତ୍ର , ” ନସେ ରୋଗ ହରେ ସବ ପିରା , ଜପତ ନିରନ୍ତର ହନୁମତ ବିରା ” । ଏହି ମନ୍ତ୍ର ଜପିବା ଦ୍ୱାରା ଆପଣଙ୍କ ଦେହ ରେ କୌଣସି ରୋଗ ହେବ ନାହିଁ । ଏହି ମନ୍ତ୍ର ପ୍ରତେକ ଦିନ 11 ଥର ଜପ କରିବା ଦରକାର । ଏବେ ଜାଣିବା ତୃତୀୟ ମନ୍ତ୍ର ବିଷୟରେ ।

” ଅସତ ସିଦ୍ଧି ନୌ ନିଧି କେ ଦାତା , ଅସ ବର ଦିନ ଜାନକୀ ମାତା ଜୟ ସିୟା ରାମ ….. ଜୟ ସିୟା ରାମ ….. ଜୟ ସିୟା ରାମ । ଏହି ମନ୍ତ୍ର ଟିକୁ ମଙ୍ଗଳ ବାର ଦିନ ରାତି ରେ 108 ଥର ଜପ କରି ସୁଅନ୍ତୁ । ଆପଣଙ୍କର ମଙ୍ଗଳ ହେବ ।
ଯଦି ଆପଣଙ୍କ ର ପାଠ ପଢିଲେ ମନେ ରହୁ ନାହିଁ ,

ତାହାଲେ ଆପଣ ଏହି ମନ୍ତ୍ର ଟିକୁ ଜପ କରନ୍ତୁ , ” ବିଦ୍ୟା ବାନ ଗୁନି ଅତି ଚତୁର , ରାମ କାର୍ଯ୍ୟ କରିବେ କୋ ଆତୁର । ଶେଷରେ ଏହି ମନ୍ତ୍ର ଟିକୁ ଜପ କରନ୍ତୁ । ” ଭୀମ ରୂପ ଧରି ଅସୁର ସଂହାର , ରାମ ଚନ୍ଦ୍ର କେ କାଜ ସଂବାରେ । ଏହି ପାଞ୍ଚଟି ମନ୍ତ୍ର ରୁ ଗୋଟେ ମନ୍ତ୍ର ଜପ କଲେ ଆପଣଙ୍କ ଜୀବନ ବଦଳି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!

Leave A Reply

Your email address will not be published.