ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ – Health Tips

0 182

ବର୍ତମାନ ଘରେ ଘରେ ପ୍ରାୟ ସମସ୍ତେ ଚାହା ପିଇବା ର ଅଭ୍ୟାସ କରିଥାନ୍ତି ।ପ୍ରତ୍ୟେକ ଖାଇବା ର କିଛି ପ୍ରଣାଳୀ ରହିଛି, ଯାହାକି ଖାଇବା ଦ୍ଵାରା ଆମର ବହୁତ ଉପକାର ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ସବୁ ଦିନ ଖାଲି ପେଟ ରେ ଚାହା ପିଇଥାନ୍ତି କିନ୍ତୁ ଚାହା ପିଇବା ସମୟ ରେ ସେମାନେ ଏମିତି କିଛି ଖାଦ୍ୟ ଖାଇଥାନ୍ତି ଯାହା ଦ୍ଵାରା ତାଙ୍କୁ ବହୁତ ପସ୍ତେଇବା ପାଇଁ ପଡି ଥାଏ । ଚାହା ପିଇ ସାରିବା ପରେ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ଵାରା ଆପଣ ସ୍କିନ ଜନିତ ସମସ୍ୟା ରେ ପଡ଼ିଥାନ୍ତି । ଏହି ଭିଡ଼ିଓ ଟି ରେ ଦେଖନ୍ତୁ ସେହି ଖାଦ୍ୟ ପଦାର୍ଥ ଗୁଡିକ ବିଷୟ ରେ ।

ଆପଣ ଭଲ ରେ ଧ୍ୟାନ ଦେବେ ଯେ ଆପଣ ଚାହା ପିଇବା ର ଏକ ଘଣ୍ଟା ପୂର୍ବ ରୁ କିମ୍ବା ଏକ ଘଣ୍ଟା ପର ପ୍ରଯ୍ୟନ୍ତ ଆପଣ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଚାହା ପିଇବା ର ସଙ୍ଗେ ସଙ୍ଗେ ଖାଦ୍ୟ ଖାଇଲେ ଆମ କୁ ଶରୀରକ ସମସ୍ୟା ଭୋଗ କରିବା କୁ ପଡି ଥାଏ । ତେଣୁ ଆପଣ ଚାହା ପିଇବା ର ଏକ ପୂର୍ବ ରୁ କିମ୍ବା ପରେ ଖାଦ୍ୟ ଖାଇ ନିଅନ୍ତୁ, ଏମିତି କରିବା ଦ୍ଵାରା ଆପଣ କୌଣସି ସ୍କିନ ରୋଗ ରେ ପୀଡିତ ହେବେ ନାହିଁ । ତେଣୁ ଏଥି ପ୍ରତି ଆପଣ ସାବଧାନ ହୋଇଯିବା ନିହାତି ଆବଶ୍ୟକ ।

1:- ଚାହା ପିଇ ସାରିବା ପରେ ଆପଣ ଭୁଲ ରେ ବି ବତୁରା ହୋଇଥିବା ମୁଗ କିମ୍ବା ବୁଟ ଖାଆନ୍ତୁ ନାହିଁ, ଏହା ଖାଇବା ଦ୍ଵାରା ଆପଣ ଙ୍କ ମୁହଁରେ ଧଳା ଧଳା ଦାଗ ହୋଇଥାଏ । ତେଣୁ ଚାହା ପିଇବା ସଙ୍ଗେ ସଙ୍ଗେ ଖାଦ୍ୟ ଖାଆନ୍ତୁ ନାହିଁ, ଏହା ଦ୍ୱାରା ଆପଣ କୁ ଅନେକ ସମସ୍ୟା ଭୋଗ କରିବା କୁ ପଡି ଥାଏ ।

2-ଆପଣ ଗରମ ଚାହା ପିଇ ସାରିବା ପରେ ଥଣ୍ଡା ପାଣି ପିଅନ୍ତୁ ନାହିଁ, ଏହା ଆପଣ ଙ୍କ ଦାନ୍ତ ରେ ସମସ୍ୟା ସୃଷ୍ଟି କରିଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଆପଣ ଙ୍କ ଦାନ୍ତ ଝିମଝିମ ହେବା ସହିତ ଦାନ୍ତ ରେ କଷ୍ଟ ଅନୁଭବ ହୋଇଥାଏ।

 


3-ଚାହା ପିଇସାରିବା ପରେ ଆପଣ ଲେମ୍ବୁ କିମ୍ବା ଲେମ୍ବୁ ତିଆରି ଜିନିଷ ଖାଆନ୍ତୁ ନାହିଁ । ଚାହା ପିଇବା ପରେ ଲେମ୍ବୁ ଖାଇବା ଦ୍ଵାରା ଆପଣ ଙ୍କ ପେଟ ରେ ଏହା ବିଷରେ ପରିଣତ ହୋଇଯାଏ, ଯାହାଦ୍ୱାରା ଆପଣ ଅନେକ ପେଟ ଜନିତ ରୋଗରେ ପୀଡିତ ହୋଇଥାନ୍ତି ।

4-ଚାହା ପିଇ ସାରିବା ସଙ୍ଗେ ସଙ୍ଗେ ଆପଣ ହଳଦୀ କିମ୍ବା ବେସନରେ ପ୍ରସ୍ତୁତ ଜିନିଷ ଖାଆନ୍ତୁ ନାହିଁ । କାରଣ ଏହା ଖାଇବା ଦ୍ଵାରା ଆପଣଙ୍କ ବୟସ ହେବା ପୂର୍ବରୁ ଚୁଟି ଧଳା ହୋଇଯାଏ ଏବଂ ଚୁଟି ଝଡିବାରେ ଲାଗେ ତେଣୁ ଆପଣ ଚାହା ପିଇବା ପରେ ଏହି ସବୁ ଜିନିଷର ସେବନ କରନ୍ତୁ ନାହିଁ ।

Leave A Reply

Your email address will not be published.