ଯାତ୍ରା ତୁଳସୀ ଗଣନାଟ୍ୟ ରେ Sonali & Arjun “ସରୁନି ଗପ କି ସରୁନି ପାପ ” ଗୀତରେ କଲେ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 76

ଯାତ୍ରାର ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ବେଶ୍ ଆକର୍ଷଣୀୟ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ସେମାନେ ଅନେକ ସମୟରେ ଲୋକଙ୍କ ଦ୍ୱାରା ବେଶ୍ ପସନ୍ଦର ପାତ୍ର ଏଵଂ ପ୍ରିୟର କଳାକାର ଭାବେ ପରିଗଣିତ ହୁଅନ୍ତି। ତେବେ ଆପଣ ତ ଜାଣିଛନ୍ତି ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି।

କୌଣସି ପର୍ବ ପର୍ବାଣୀ ପଡ଼ିଲେ ଅନେକ ଗାଆଁ ଏବଂ ସହର ମାନଙ୍କରେ ଯାତ୍ରା ହେବାଟା ଥୟ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।

 


ତେବେ ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ସିନେମା ଆଦି ଦେଖିବା ସହିତ ଯାତ୍ରା ଦେଖିବା ପାଇଁ ମଧ୍ୟ ପ୍ରାୟ ପାଗଳ ଥାଆନ୍ତି | ଯାତ୍ରା ପେଣ୍ଡାଲ ରେ ଅନେକ ଦର୍ଶକ ବସି ରାତି ସାରା ଏହି ଯାତ୍ରା କି ଉପଭୋଗ କରି ଥାଆନ୍ତି | ତେବେ ଯାତ୍ରା ପେଣ୍ଡାଲ ରେ କେବଳ ଯେ କଳାକାର ମାନଙ୍କର ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ଆରମ୍ଭ ହେବା ପୂର୍ବରୁ ମେଲଡି ଓ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ମିଳି ଥାଏ |

ଏହାକୁ ଦେଖି ଦର୍ଶକ ମାନେ ମଧ୍ୟ ଷ୍ଟେଜ ତଳେ ଥାଇ ନାଚି ଉଠନ୍ତି ଏବଂ ମନରେ ତାଙ୍କର ଏକ ଉତ୍ସାହ ଖେଳି ଉଠେ | ଆମ ଓଡ଼ିଶା ରେ ଯାତ୍ରା ଜଗତ ଅର୍ଥାତ ଜଲିଓଡ଼ ଇଣ୍ଡଷ୍ଟ୍ରି ରେ ଲୋକ ମାନଙ୍କର ଏତେ ମାତ୍ରା ରେ ପ୍ରିୟତା ରହିଛି କି ଯାହାଙ୍କ ମନରେ ଅନେକ ଶ୍ରଦ୍ଧା ଓ ଅନୁକମ୍ପା ଭରି ରହିଛି |

 


ଅନେକ ଯାତ୍ରା ପ୍ରେମୀ ଯାତ୍ରା ଦେଖିବାକୁ ପ୍ରବଳ ଆଗ୍ରହ ଏବଂ ଉତ୍ସାହ ଦେଖାଇଥାନ୍ତି। ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ଜଣ ଯାତ୍ରାର ଦିୱାନା ଅଟନ୍ତି। ଏହାଛଡା ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ ଯେମିତି କିମିଆ କରି ରଖିଛନ୍ତି। ତାଙ୍କ ଅଭିନୀତ ଅପେରା ପଡିଲେ ଲୋକେ ଧାଇଁ ଯାଆନ୍ତି ଯେମିତି ବି ହେଉ ସେ ଯାତ୍ରାକୁ ଦେଖିବା ପାଇଁ। କାରଣ ଅନେକ ସମୟରେ ସେହି କଳାକାର ମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି।ସେଥିପାଇଁ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି।


ସେହିପରି ଗୋଟିଏ ସୁନ୍ଦର ଯୋଡି ହେଉଛନ୍ତି ସୋନାଲୀ ଏବଂ ଅର୍ଜୁନ ଯାହାରଙ୍କର ଏବେ ଗୋଟିଏ ଭିଡିଓ ସୋସ୍ଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓଟି ତୁଳସୀ ଗଣନାଟ୍ୟର ମଞ୍ଚର ବୋଲି ଜଣାପଡିଛି ଏବଂ ସେଥିରେ ସେମାନେ ଏକ ଜବରଦସ୍ତ ସଙ୍ଗ ହାତଧରି ବାଟ ଚାଲୁଥା ଗୀତରେ ସୁନ୍ଦର ଡାନ୍ସ କରୁଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.