ଭାଇରାଲ Audio Call : ରୁମ୍କୁ ଜଲ୍ଦି ଆସ ମୁଁ ଆଉ ସମ୍ଭାଳିପାରୁନି ପୋଲିସ୍ ବାବୁଙ୍କ ଜଣେ ଛାତ୍ରୀଙ୍କ ଅଶ୍ଳୀଳ କଥାବାର୍ତ୍ତା ର Call ରେକର୍ଡ଼ ଭାଇରାଲ ହେବାରେ ଲାଗିଛି…ଦେଖନ୍ତୁ viral ଭିଡ଼ିଓ ଟିକୁ….

0 33,041

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି ।କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତବେଳେ ନେଉନାହାନ୍ତି ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।

ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି ଯାହା କି ସମାଜ ରେ ପ୍ରଶ୍ରୟ ଦିଆଯାଇ ନଥାଏ।

ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି।ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଛି। ତେବେ ନିକଟରେ ସୋସିଆଲ ମିଡିଆ ଏକ ଅଡିଓ ରେକର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି।ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ ରେକର୍ଡ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ଜାଣିଲା ପରେ ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ।

ଆପଣ ମାନେ ଜାଣିଥିବେ କି ଆଜିର ଦିନରେ ବହୁତ୍ ଅଡିଓ ରେକର୍ଡ ଭାଇରାଲ ହେଉଛି। ଯାହା ନେତା ହୁଅନ୍ତୁ କି ପୋଲିସ୍ ସମସ୍ତଂକ ଗୁମର ଖୋଲି ଦେଉଛି। ଆପଣ ମାନେ ସେହିଭଳି ଏକ ଭାଇରାଲ ଅଡିଓ ରେକର୍ଡ ବାବଦରେ ଜଣନ୍ତି ଯେଉଁଥିରେ ଜଣେ ପୋଲିସ ଅଫିସର ଜଣେ କଲେଜ୍ ଛାତ୍ରୀଙ୍କ ସହିତ ଏମିତି କଥାବାର୍ତ୍ତା କରିଛନ୍ତି !

ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ପୋଲିସ କର୍ମଚାରୀ ଜଣଙ୍କ ଯୁବତୀ ଜଣଙ୍କ ସହ ଏପରି ଭାବେ କଥାବାର୍ତ୍ତା କରୁଛନ୍ତି ଯାହା ଭାଇରାଲ ହେବା ପରେ ପୋଲିସ୍ ବାବୁ ଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇ ଛନ୍ତି ଲୋକେ।
ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଏସପି ସାହେବ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ସସ୍ପେଣ୍ଡ ମଧ୍ୟ କରି ଦେଇଥିବାର ସୂଚନା ମିଳିଛି।

ପୋଲିସ୍ କର୍ମଚାରୀ ଜଣଙ୍କ ପ୍ରଥମେ କହୁଛନ୍ତି ତମେ ଦିନ ସାରା କଉଟି ଥିଲ ଯୁବତୀ ଜଣଙ୍କ କହୁଛନ୍ତି ବାପା ଘରେ ନଥିଲେ ସେଥିପାଇଁ ମୁଁ କଲ୍ କରି ପାରି ନଥିଲି ବାପା ସାଥିରେ ମୋବାଇଲ ନେଇ ଯାଇଥିଲେ। ଏହା ପରେ ଉଭୟ ପରସ୍ପର ସାକ୍ଷାତ କରି ମିଶିବା ପାଇଁ କଥାବାର୍ତ୍ତା ହେଉଛନ୍ତି ଏହି ଭଳି ଭାବେ ସେମାନେ ଦଶ ମିନିଟ୍ ଉର୍ଦ୍ଧ୍ବ ସମୟ ଧରି ପ୍ରେମ ବାର୍ତ୍ତାଳାପ କରିଛନ୍ତି।।

ଜଣେ ପୋଲିସ୍ ଅଫିସର୍ ଆଉ ସେମାନେ ଯେଉଁ ଭଳି ଭାବରେ ବାର୍ତ୍ତାଳାପ କରୁଛନ୍ତି ତାହାକୁ ଲୋକେ ତୀବ୍ର ନିନ୍ଦା କରୁଛନ୍ତି। ଏହି ଅଡିଓ ଏବେ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି। ତେବେ ପୋଲିସ କର୍ମଚାରୀ ଓ ଯୁବତୀ ଜଣଙ୍କ କିପରି କଥା ହେଉଛନ୍ତି ଆପଣ ଏହି ପୁରା ଅଡିଓ ଶୁଣିଲା ପରେ ଜାଣି ପାରିବେ।ସମାଜ ଉପରେ ଏହାର କୁ ପ୍ରଭାବ ପଡିଛି ସୁରକ୍ଷା ଦେବା ବଦଳ ରେ ଏହି ସବୁ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.