ଏମିତି କିଏ ଆସିଲା ସବୁ ଦେଖି ଛାନିଆ ..ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି…
ସୋସିଆଲ ମିଡ଼ିଆ ଆଜିର ଦିନରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି। ସୋସିଆଲ ମିଡ଼ିଆରୁ ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରି ପାରୁଛନ୍ତି। ଏହା ସହିତ ନିଜର ସ୍ଵତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରୁଛନ୍ତି। ଓଡିଶାରେ ଏମିତି ଅନେକ ରହିଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆକୁ ମାଧ୍ୟମ କରି ନିଜର ସ୍ଵତନ୍ତ୍ର ପରିଚୟ ତିଆରି କରି ପାରିଛନ୍ତି ଏହା ସହିତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି। ସୋସିଆଲ ମିଡିଆରୁ ଲୋକପ୍ରିୟତା ହାସଲ କରିଥିବା ସେମିତି ଏକ ଯୋଡ଼ି ହେଉଛି ରୂପା ଓ ପିଣ୍ଟୁଙ୍କ ଯୋଡି। ଯେଉଁ ଯୋଡ଼ିକୁ ନେଇ ସୋସିଆଲ ମିଡିଆରେ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି।
ତେବେ ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସିଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ। ଏମାନଙ୍କର ରୂପା ପିଣ୍ଟୁ ଖୁସି ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି।ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଲୋକପ୍ରିୟ ଯୋଡି ଭାବେ ଓଡ଼ିଶାର କୋଣ ଅନୁ କୋଣରେ ପରିଚିତ ହୋଇ ପାରିଛନ୍ତି।
ନିଜ ଭିନ୍ନ ଧରଣର ଭିଡିଓକୁ ଦର୍ଶକ ମାନଙ୍କ ସହିତ ସେୟାର କରି ଆଜି ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ରୂପା ପିଣ୍ଟୁ। ଲୋକେ ଏମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଦର୍ଶକ ଏମାନଙ୍କର ଭିଡିଓକୁ ଦେଖିଥାନ୍ତି ଏବଂ ଲାଇକ ମଧ୍ୟ କରନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବ। ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।ଭିଡିଓରେ ଦେଖିବାକୁ ମିଳିଛି ପିଣ୍ଟୁଙ୍କ ଘରକୁ ଆସିଛନ୍ତି ଜଗଦୀଶ ଦାସ ଯିଏ କି ଜୁନିୟର ଲିପୁନ ନାମରେ ବେଶ୍ ଲୋକପ୍ରିୟ। ଆପଣ ନିଶ୍ଚିତ ଭାବେ ଲିପୁନ୍ ଙ୍କ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ।
କମେଡି ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କୁ ଖୁବ୍ ହସାଇ ଥାନ୍ତି ଲିପୁନ୍। ତେବେ ସେ ନିଜ ସୁଟିଂରୁ ସମୟ ବାହାର କରି ପହଁଚିଛନ୍ତି ପିଣ୍ଟୁଙ୍କ ଘରେ। ଆଉ ଲିପୁନ୍ ଙ୍କ ଆସିବା ପରେ ପିଣ୍ଟୁଙ୍କ ଘରେ ଖୁବ୍ ମଜା ମସ୍ତି ଦେଖିବା ପାଇଁ ମିଳିଛି। ଭିଡିଓଟି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓଟିକୁ ଦେଖନ୍ତୁ ଆପଣଙ୍କୁ ନିଶ୍ଚିତ ଏହି ଭିଡିଓଟି ପସନ୍ଦ ଆସିବ।