Remove Skin Tags – ମାତ୍ର ୩ ଦିନରେ ଭାତୁଡ଼ି ସମସ୍ୟାରୁ ପାଆନ୍ତୁ ମୁକ୍ତି !କରନ୍ତୁ ଏହି ଉପାୟ….

0 4,447

ମୁହଁରେ ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଭାତୁଡ଼ି ହେବା ଏକ ସାଧାରଣ କଥା। ହେଲେ ଏହି ସାଧାରଣ ଲାଗୁଥିବା ଭାତୁଡ଼ି କେତେ ଟେନ୍‌ସନ୍‌ ଦିଏ କହିଲେ। ତେବେ ବ୍ୟସ୍ତ ହୁଅନ୍ତୁନି, ରାତି ପାହିଲା ବେଳକୁ ଆପଣଙ୍କ ମୁହଁରୁ ଭାତୁଡ଼ି ଉଭାନ୍‌ ହୋଇଯାଇଥିବ।

କେମିତି ଜାଣିବାକୁ ଚାହୁଁଛନ୍ତି କି? ତାହେଲେ ଅସନ୍ତୁ ଜାଣିବା। କେତେକଙ୍କର ମୁହଁରେ କିମ୍ବା ଓଠରେ ଭାତୁଡ଼ି ହେଉଥିବା ଦେଖା ଯାଇ ଥାଏ। ଏହାକୁ ହଟାଇବା କୁ ଔଷଧର ସାହାଯ୍ୟ ନେଇ ମଧ୍ୟ ଅନେକେ ସଫଳ ହୋଇ ନ ଥାନ୍ତି। ଯଦି ଆପଣ ଏଭଳି ସମସ୍ୟା ରେ ପଡିଛନ୍ତି ତାହେଲେ ବ୍ୟସ୍ତ ହୁଅନ୍ତୁନି। ବିନା ଖର୍ଚ୍ଚରେ ଆପଣ ନିଜେ ହିଁ ଭାତୁଡ଼ି କିମ୍ୱା କଳାଜାଇ ଭଲ କରି ପାରିବେ ।

ମୁହଁରେ, ବେକରେ ଓ ହାତରେ ଅନେକ ଲୋକ ଙ୍କ ର ଭାତୁଡ଼ି ହୋଇଥାଏ, କେତେକ ଲୋକଙ୍କୁ ଏହା ବଂଶାନୁକ୍ରମିକ ଭାବେ ମିଳିଥାଏ । ଆଉ କେତେକ ଲୋକ ଅଧିକ ସମୟ ରେ ଖରା ରେ ରହିବା କାରଣରୁ ମଧ୍ୟ ଭାତୁଡ଼ି ହୋଇଥାଏ ।ତେବେ ଭାତୁଡ଼ି ହେବା ର ମୁଖ୍ୟ କାରଣ ହେଲା ହ୍ୟୁମାନ୍‌ ଫିପଲ୍ଲୋମା ଭାଇରସ ।

କେତେକ ଲୋକ ସର୍ଜରି କରାଇ ଏଥିରୁ ମୁକ୍ତି ମିଳିଥାଏ ବୋଲି ମନେ କରନ୍ତି।ଭାତୁଡ଼ି କୁ ଶରୀର ରୁ ଦୂର କରିବାର କେତେକ ଉପାୟ ଅଛି । ଏଥି ମଧ୍ୟରୁ ଗୋଟିଏ ହେଲା ଖଟା ପାଳଙ୍ଗ ପତ୍ର । ଏହି ପତ୍ର ଗୁଡି କୁ ଅଳ୍ପ ଜଳ ରେ ମିଶାଇ ବାଟି ଦିଅନ୍ତୁ ଓ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ ।

ଏହି ପେଷ୍ଟ କୁ ଭାତୁଡ଼ି ହୋଇଥିବା ଜାଗା ରେ ଦିନ କୁ ୨ ଥର ଲଗାନ୍ତୁ । କିଛି ଦିନ ଏଭଳି କରିବା ପରେ ଭାତୁଡ଼ି ଦୂରେଇ ଯିବ ।ଆୟୁର୍ବେଦ ସାହାଯ୍ୟ ରେ ଭାତୁଡ଼ି କୁ ଭଲ କରା ଯାଇ ପାରେ। ଏଥି ପାଇଁ ଚୋପା ମହୌଷଧୀ ଭଳି କାର୍ଯ୍ୟ କରିଥାଏ।

କାରଣ ଏହା ଅକ୍ସିଡେସନ୍ ନିରୋଧୀ। ଯାହା ଭାତୁଡ଼ି ସମସ୍ୟା ଦୂର କରିବା ରେ ସାହାଯ୍ୟ କରିଥାଏ। କଦଳୀ ଚୋପା କୁ ଭାତୁଡ଼ି ଉପରେ ରାତି ସାରା ଲଗାଇ ରଖନ୍ତୁ। ଧିରେ ଧିରେ ଏହା ନଷ୍ଟ କରିଦେବ। ଏପରି କିଛି ଦିନ କରି ଦେଖନ୍ତୁ ନିଶ୍ଚୟ ସୁଫଳ ପାଇବେ।

ପ୍ରଥମେ କଲଗେଟ୍ ତାପରେ ବେକିଂ ସୋଡ଼ା ତ୍ୱଚା ସମସ୍ୟା ଲାଗି ବେକିଂ ସୋଡ଼ା ବ୍ୟବହାର ସବୁଠୁ ଭଲ। ତେଲରେ ବେକିଂ ସୋଡ଼ା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ ।

କଷ୍ଟାର ତେଲ ଲଗେଇବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। କଳାଜାଇ ଯେଉଁ ସ୍ଥାନରେ ରେ ଅଛି ସେହି ସ୍ଥାନରେ ଆପଣ ଏହି ପେଷ୍ଟ ଟି କୁ ଲଗାନ୍ତୁ ଦେଖିବେ ଆପଣଙ୍କ କଳା ଜାଇ ଗାଏବ ହେଇଯିବ ଆପଣ ଏହି ପେଷ୍ଟ ଟି କୁ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ଲଗେଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.