ଦେଖନ୍ତୁ Shocking ଭିଡ଼ିଓ-ଭୁଲ ମାଗିଲେ ରାନୀ ପଣ୍ଡା..କାନ୍ଦି କାନ୍ଦି କହିଲେ ଏମିତି…ଶୁଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ….

0 5,989

ଆପଣ ତ ଜାଣିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏକ ବାହାଘର ଭୋଜି ସାରି ରାତି ପ୍ରାୟ 10 ଟା ରେ ଫେରିବା ସମୟରେ ତାଙ୍କର କାର ସହିତ ଏକ ବାଇକ ର ମୁହାଁମୁହିଁ ଧକ୍କା ହୋଇ ଥିଲା | ଆଉ ଦୁର୍ଘଟଣା ଟି ଏତେ ଭୟଙ୍କର ଭାବେ ହୋଇ ଥିଲା କି ବାଇକ ଚାଳକ ଙ୍କର ସେହି ଠାରେ ହିଁ ମୃତ୍ୟୁ ହୋଇ ଯାଇଥିଲା |

ତେବେ ଏହା ଘଟଣା ପରେ ସ୍ଥାନୀୟ ଲୋକ ମାନେ ରାଣୀ ପଣ୍ଡା ଙ୍କୁ କ୍ଷତି ପୂରଣ ପାଇଁ ମଧ୍ୟ ଦାବି କରି ଥିଲେ ଯାହାର ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଏହାରି ଭିତରେ ରାଣୀ ପଣ୍ଡା ଙ୍କର ଆଉ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି ଯାହାକି ସେ ଏକ ଭିଡ଼ିଓ ମାଧ୍ୟମ ରେ କିଛି କହିଛନ୍ତି |

 

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି କି, ମୁଁ ଜାଣିଛି ଆପଣ ମାନଙ୍କ ଭଲ ପାଇବା ମୋ ପ୍ରତି ବହୁତ ଅଛି, ମୋର ବି ଆପଣଙ୍କ ପ୍ରତି ଶ୍ରଦ୍ଧା ସ୍ନେହ ଅଛି | ସବୁବେଳେ ରହି ଥିବ ମୁଁ ବି ଚେଷ୍ଟା କରିବି କି ଆପଣ ମାନଙ୍କ ଦୁଃଖ ରେ ସାଥ ଦେବା ପାଇଁ | ଆପଣ ମାନଙ୍କର ଭଲ ପାଇବା ଏତେ ଯେ ମୋ ନାଟକ ଦେଖିବା ପାଇଁ ବହୁତ ଦର୍ଶକ ଆସୁଛନ୍ତି | ଆପଣ ମାନଙ୍କ ପାଖରେ ମୁଁ ଚିର ଋଣୀ, ମୁଁ ଗୋଟିଏ ଶେଷ ଅନୁରୋଧ କରିବି ମୋ ଦର୍ଶକ ମାନଙ୍କୁ ଆପଣ ମାନେ ଯାତ୍ରା ମଞ୍ଚ କୁ ତ ଯାଇଛନ୍ତି ରାଣୀ ପଣ୍ଡା ର ଯାତ୍ରା ଦେଖିବା ପାଇଁ ଯାହାକି ଏକ ରିୟଲ ଷ୍ଟାଇଲ ଷ୍ଟୋରି ମୋର ଘୋଡ଼ା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା |

ମୁଁ ମୋ ରିୟଲ ଲାଇଫ ଷ୍ଟୋରି କୁ ପୁଣି ସିନେମା ମାଧ୍ୟମ ରେ ନେଇ ଆସୁଛି, ହଲରେ ରିଲିଜ କରିବା ପାଇଁ ଓଡ଼ିଶା ବାସୀ ଙ୍କୁ ଅନୁରୋଧ | ଯେଉଁ ମାନେ ପ୍ରକୃତ ରେ ରାଣୀ ପଣ୍ଡା ଙ୍କୁ ଭଲ ପାଉ ଥିବେ ଟିକେ ବି ଆପଣଙ୍କ ହୃଦୟ ରେ ମୋ ପାଇଁ ଭଲ ପାଇବା ଥିବ ଥରୁଟିଏ ସିନେମା ହଲ କୁ ଆସନ୍ତୁ ମୋ ରିୟଲ ଲାଇଫ ଷ୍ଟୋରି ଦେଖିବା ପାଇଁ,

ଆପଣ ଙ୍କୁ ବିନମ୍ର ଅନୁରୋଧ ବୋଲି ରାଣୀ ପଣ୍ଡା ଏକ ଭିଡ଼ିଓ ମାଧ୍ୟମ ରେ କହିଛନ୍ତି | ତେବେ ଯାହା ଜଣା ପଡ଼ିଛି କି ଏହି ଭିଡ଼ିଓ ଟି ରାଣୀ ପଣ୍ଡା ଙ୍କର ଆକ୍ସିଡେଣ୍ଟ ପୂର୍ବର ଭିଡ଼ିଓ ଅଟେ | ଯାହାକି ସେ ତାଙ୍କର ଫିଲ୍ମ ରିଲିଜ ହେବାକୁ ନେଇ ଦର୍ଶକ ଙ୍କ ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରି ଥିଲେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.