shocking ଭିଡ଼ିଓ – ଏମିତି ବି ଆସେ ମୃତ୍ୟୁ,ବାପା ସୁକାନ୍ତର ମୃତ୍ୟ ପରେ ଚାଲିଗଲା ୩ ବର୍ଷ ପୁଅର ଜୀବନ।ଦେଖିଲେ ମାଟିତଳୁ ପାଦ ଖସିଯିବ…ଦେଖନ୍ତୁ viral ଭିଡ଼ିଓ ଟିକୁ….

0 663

କଥାରେ ଅଛି ଦୁଃଖ ପରେ ସୁଖ ଆସେ। ଆଉ ବେଳେ ବେଳେ ଭଗବାନ ଆମକୁ ଏତେ ଦୁଃଖ କଷ୍ଟ ଦେଇଥାନ୍ତି ଯାହାକୁ ସହ୍ୟ କରିବା ଆମ ପକ୍ଷେ ଅତିରିକ୍ତ କଷ୍ଟକର ହୋଇ ପଡେ। ଠିକ୍ ଯେମିତି ଭଗବାନ ଏହି ଦୁଃଖ ସୁକାନ୍ତଙ୍କ ପରିବାର କୁ ଦେଉଛନ୍ତି। ବାପା ସୁକାନ୍ତ ମରିବାର ଗୋଟିଏ ମାସ ନ ପୁରୁଣୁ ତିନି ବର୍ଷର ପୁଅ ମଧ୍ୟ ସବୁ ଦିନ ପାଇଁ ଆଖି ବୁଜି ଦେଲା।

ତେବେ ଆପଣ ମାନଙ୍କ ମନେ ଥିବ ଯେ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ସୁକାନ୍ତଙ୍କ ଜୀବନ ଚାଲି ଯାଇଥିଲା ଆଉ ଆଜି ତାଙ୍କ ତିନି ବର୍ଷର ପୁଅର ଜୀବନ ମଧ୍ୟ ଚାଲି ଯାଇଛି। ହଁ ଆଜ୍ଞା ଆଗ ପଛ ହୋଇ ବାପ ପୁଅ ଅଫେରା ରାଇଜକୁ ଚାଲି ଯାଇଛନ୍ତି।

ତେବେ ଟିକିଏ ଭାବି ଦେଖନ୍ତୁ କିଛି ଦିନ ତଳେ ସ୍ବାମୀ କୁ ହରାଇ ଥିବା ସ୍ତ୍ରୀ ଆଜି ତା ପୁଅକୁ ହରାଇ ତା ଅବସ୍ଥା କିପରି ଥିବ ଆଉ କିଛି ଦିନ ତଳେ ତା ପୁଅକୁ ହରାଇ ଥିବା ମା ତା ନାତିକୁ ହରାଇ ତାଙ୍କର ଅବସ୍ଥା କିପରି ଥିବା।ହଁ ଆଜ୍ଞା ମୃତ୍ୟୁ କେତେବେଳେ କାହାକୁ ନିଜର କରି ନେବ ସେ କଥା କାହାକୁ ବି ଜଣା ନାହିଁ। କିନ୍ତୁ ଏ ଅବୁଝା ମୃତ୍ୟୁର ଏ ସତ ସହଜରେ ଗ୍ରହଣ କରିପାରେ ନାହିଁ। ଯେମିତି ଆଜି ସୁକାନ୍ତଙ୍କ ପରିବାର ଲୋକ ଆଖିରୁ ଲୁହ ଗଡ଼ାଉ ଛନ୍ତି।

ଆଠଗଡ଼ ଅଞ୍ଚଳରେ ବିଳମ୍ବିତ ରାତ୍ରୀରେ ରାଣୀ ପଣ୍ଡା ଏକ ବିବାହ ଭୋଜି ସାରି ତାଙ୍କ କାର ଯୋଗେ ଘରକୁ ଫେରୁ ଥିଲେ। ଆଉ ଏହି ସମୟରେ ଏହି ସମୟରେ ରାଣୀ ପଣ୍ଡାଙ୍କ କାର ସହିତ ମୁଁହାମୁହିଁ ଧକ୍କା ହୋଇଥିଲା ସୁକାନ୍ତଙ୍କ ବାଇକ୍। ଯାହା ଫଳରେ ହିଁ ଘଟଣା ସ୍ଥଳରେ ସୁକାନ୍ତ ପ୍ରାଣ ହରାଇ ଥିଲେ।

ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁରା ପରିବାର।ତେବେ ଟିକିଏ ଭାବି ଦେଖନ୍ତୁ କିଛି ଦିନ ତଳେ ସ୍ବାମୀ କୁ ହରାଇ ଥିବା ସ୍ତ୍ରୀ ଆଜି ତା ପୁଅକୁ ହରାଇ ତା ଅବସ୍ଥା କିପରି ଥିବ ଆଉ କିଛି ଦିନ ତଳେ ତା ପୁଅକୁ ହରାଇ ଥିବା ମା ତା ନାତିକୁ ହରାଇ ତାଙ୍କର ଅବସ୍ଥା କିପରି ଥିବା।ହଁ ଆଜ୍ଞା ମୃତ୍ୟୁ କେତେବେଳେ କାହାକୁ ନିଜର କରି ନେବ ସେ କଥା କାହାକୁ ବି ଜଣା ନାହିଁ। କିନ୍ତୁ ଏ ଅବୁଝା ମୃତ୍ୟୁର ଏ ସତ ସହଜରେ ଗ୍ରହଣ କରିପାରେ ନାହିଁ।

ଆଉ ଧିରେ ଧିରେ ସବୁ କିଛି ଠିକ୍ ହୋଇ ଆସୁଥିଲା ବେଳେ ଗରମ ପେଜ ଧାଲୁ ହୋଇ ଗଲା ସୁକାନ୍ତଙ୍କ ତିନି ବର୍ଷର ପୁଅ ଉପରେ। ଆଉ ଆଜି ନିରୀହ ନିଷ୍ପପା ଶିଶୁ ଟି ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରି କରି ଶେଷ ନିଃଶ୍ୱାସ ତ୍ୟାଗ କରିଛି।

କଅଁଳା ପିଲାଟିଏ ଆଜି ତା ବାପା ପାଖକୁ ଅଫେରା ରାଇଜ କୁ ସବୁ ଦିନ ପାଇଁ ଚାଲି ଯାଇଛି। ଆଉ ଏ ଦୃଶ୍ୟ କୁ ଯିଏ ଦେଖୁଛି ତା ଛାତି ଫାଟି ଯାଉଛି। ଆଉ ସୁକାନ୍ତଙ୍କ ପରିବାର ଲୋକଙ୍କ ଅବସ୍ଥା କଣ ହୋଇଥିବା ଆପଣ ଏଥିରୁ ଅନୁମାନ କରି ପାରୁଥିବେ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.