ପୁରୁଷ କ୍ଷମତା କୁ ଦୁଇ ଗୁଣା କରିବାକୁ ଖାଆନ୍ତୁ ଏହି ସବୁ ଜିନିଷ ? Dr. Swetha
କଣ ଆପଣ ଙ୍କ ବୀର୍ଜ ଶକ୍ତି କମିବାରେ ଲାଗିଛି ଏବଂ ଧାତୁ ମଧ୍ୟ ପତଳା ହେବାକୁ ଲାଗିଛି। ତେବେ କଣ ଏହାର ପ୍ରଭାବ। କଣ କଲେ ଆମେ ଏଥିରୁ ମୁକ୍ତି ପାଇବା। ଆମ ଶରୀର ହେଉଛି ଆମ ସାଧନା ର ଦ୍ବାର ଏବଂ ଏହି ଶରୀର କୁ ସୁସ୍ଥ ଏବଂ ମନ କୁ ଶାନ୍ତ ରଖିବ ଏବଂ ଜୀବନ ରେ ଉନ୍ନତି କରିବା ପାଇଁ ଶରୀର ର ଅମୂଲ୍ୟ ରତ୍ନ ସଦୃଶ ଶକ୍ତି ର ସଦୋପଯୁଗ କରିବା ଉଚିତ୍। ଯଦି ଯେ କୈଣସି ବ୍ୟକ୍ତି ବିବାହିତା କିମ୍ବା ଅବିବାହିତା ଯଦି ଏହି ରତ୍ନ କୁ ସଂଚାର କରି ଦୁନିଆ ରେ କୈଣସି କାର୍ଯ୍ୟ କରି ବଞ୍ଚି ଥାଏ ତାହା ହେଲେ ତାର ଜୀବନ ଯାତ୍ରା ସଫଳ ହୁଏ।
ତେବେ ଆଜିର ଲୋକମାନଙ୍କର ଜୀବନଶୈଳୀ ରେ ପରିବର୍ତ୍ତନ କାରଣରୁ ପୁରୁଷ ମାନଙ୍କର ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବା ସହିତ ବିଶେଷ କରି ପୁରୁଷ ମାନଙ୍କର ଶୁକ୍ରାଣୁର ଅଭାବ ଦେଖାଯାଉଛି । ଯାହା ପୁରୁଷ ଶରୀରର ମୁଖ୍ୟ ଜିନିଷ ଅଟେ । ତେବେ ଆଜିକାଲି ଏହି ସମସ୍ୟା ଅଧିକ ମାତ୍ରାରେ ବଢି ଚାଲିଛି । ଯାହା ଅଧିକାଂଶ ପୁରୁଷ ମାନଙ୍କ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି ।
ଆଉ ବୀର୍ଯର ଅଭାବ କାରଣରୁ ପୁରୁଷର ଜ୍ୟୋତି, ଶାରିରୀକ ଗଠନ , ସୃଜନ ଶୀଳତା ଆଦି କମିବାରେ ଲାଗିଛି । ତେବେ ଏହାର ସମାଧାନ ପାଇଁ ବାଟ ବାହାର ନକଲେ ଜୀବନସାରା ଏହାର ପରିଣାମ ଭୋଗିବାକୁ ପଡିବ । ତେବେ ଏଥିପାଇଁ କେଉଁ ସବୁ ଖାଦ୍ୟର ସେବନ ଦ୍ବାରା ଏହି ସମସ୍ୟାରୁ ଆମକୁ ମୁକ୍ତି ମିଳିବ ଜାଣନ୍ତୁ ।
1. ପାଣି – ପାଣି ଆମ ଶରୀରର ଅଦରକାରୀ ଦ୍ରବ୍ୟକୁ ବର୍ଯ୍ୟବସ୍ତୁ ଆକାରରେ ବାହାରକୁ ବାହର କରିଥାଏ । ଉଚିତ୍ ମାତ୍ରାରେ ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ ।
2. ଅଣ୍ଡା- ଅଣ୍ଡା ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ । କାରଣ ଏହା ଶୁକ୍ରାଣଉ ସେଲ୍ କୁ ଫ୍ରି ରେଡିକ୍ଲେସ ର ପ୍ରଭାବରୁ ରକ୍ଷା କରିଥାଏ ।
3. ଲିଚୁ – ଲିଚୁ ଖାଇବା ଦ୍ବାରା ପୁରୁଷ ମାନଙ୍କର ଫର୍ଟିଲାଇଜେସନ୍ କ୍ଷମତା ବୃଦ୍ଧି ହେବା ସହିତ ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁର ବୃଦ୍ଧି ହୋଇଥାଏ ।
4. ଅଦା- ଅଦା ଆପଣଙ୍କ ଶରୀରରେ ସେକ୍ସ ହରମୋନ୍ କୁ ବୃଦ୍ଧି କରିବା ସହ ରକ୍ତ ସଞ୍ଚାଳନକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
5. ପାଳଙ୍ଗ ଶାଗ -ଏଥିରେ ଫୋଲିକ୍ ଏସିଡ୍ ବହୁ ମାତ୍ରାରେ ମହଜୁଦ ଥିବାରୁ ଏହା ବିର୍ଯରେ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ ।
6. ରସୁଣ – ରସୁଣରେ ମହଜୁଦ ଥିବା ଏଲିସିନ୍ କମ୍ପାଉଣ୍ଡ ପୁରୁଷମାନଙ୍କ ଯୌନାଙ୍ଗରେ ରକ୍ତସଞ୍ଚାଳନକୁ ନିୟନ୍ତ୍ରଣ କରିଥାଏ ଏବଂ ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ ।
7. ଡାର୍କ ଚକୋଲେଟ୍ – ଏଥିରେ ଥିବା ଆର୍ଜିନିନୀନ ନାମ ଏମିନୋ ଏସିଡ୍ ଶୁକ୍ରାଣୁ ବୃଦ୍ଧି କରିଥାଏ ।
8. ଆଭୋକାଡୋ – ଏଥିରେ ଥିବା ଭିଟାମିନ୍ ବି 6 ସେକ୍ସ ହରମୋନେ ବୃଦ୍ଧି କରି ଶୁକ୍ରାଣୁର ପରିମାଣକୁ ବୃଦ୍ଧି କରିଥାଏ ।
9. ବୋଇତାଳୁ ମଞ୍ଜି – ଏହା ମଧ୍ୟ ପୁରୁଷର ସେକ୍ସ ହରମୋନ ଟେସ୍ଟସ୍ଟେରନ ଉତ୍ପନ କରିବା ସହ ୟୌନଶକ୍ତିକୁ ତ୍ବରାନିତ କରିଥାଏ ।