ନୂଆବର୍ଷ 2023 | ଏହି 5ଟି ରାଶିରେ ଧନର ବର୍ଷା | ମାଲକ୍ଷ୍ମୀଙ୍କ କୃପା ପାଇବେ | Newyear Rashifala 202

0 335

ପ୍ରତ୍ଯେକ ଟି ନୂଆ ସକାଳ ପ୍ରତେକ ଟି ବ୍ୟକ୍ତି ବିଶେଷଙ୍କ ପାଇଁ କିଛି ନୂଆ ନୂଆ ପରିବର୍ତ୍ତନ ନେଇ କରି ଆସି ଥାଏ । ସେହି ପରିବର୍ତ୍ତନ ସୁଖ ଅବା ଦୁଃଖ ମଧ୍ୟ ହୋଇପାରେ । କାରଣ ପ୍ରତ୍ଯେକ ଟି ମନୁଷ୍ୟ ଜୀବନ ରେ କଇନ୍ ର ୨ ଟି ପାର୍ଶ୍ଵ ଭଳି ସୁଖ ଓ ଦୁଃଖ ଲାଗିକରି ରହିଥାଏ । ଆପଣ ମାନେ ଜାଣିଥିବେ ଆମ ଜୀବନ ରେ ଘଟିବା କୁ ଥିବା ଘଟଣା ର ମୁଖ୍ୟ କାରଣ ଗ୍ରହର ଗତି ବିଧି ହୋଇଥାଏ । ଏହି ଚଳନ କାରଣରୁ ମଣିଷ ଜିବନରେ ସୁଖ, ଦୁଖ, ହାନି ଲାଭ ସମାନ ହୋଇଥାଏ । ୨୦୨୩ ରେ ନୂଆ ବର୍ଷ ମଧ୍ୟରେ କେଉଁ ରାଶି ହେବେ ମାଲାମାଲ ଆପଣ ମାନେ ଏହି ବିଷୟରେ ଦେଖନ୍ତୁ ।


ମିଥୁନ ରାଶି : ରହି ସମୟରେ ଆପଣଙ୍କ ର ଯେଉଁ ସବୁ ଅସୁବିଧା ଥିଲା ଦୂର ହୋଇଯିବ । ଏହା ସହ ଶନିଦେବ ଆପଣଙ୍କ ଭାଗ୍ୟ ସ୍ଥାନରେ ୩୦ ବର୍ଷ ପରେ ଗୋଚର କରିବେ । ଅଟକି ରହିଥିବା କାମ ପୂର୍ଣ୍ଣ ହେବ । ଯେଉଁ କାମରେ ହାତ ଦେବେ ତାହା ସଫଳ ହେବେ । ୩୦ ବର୍ଷ ପରେ ଆପଣଙ୍କ ଭାଗ୍ୟ ରାଜଜୋଗ ହେବାକୁ ଯାଉଛି ଯାହା ୨୦୨୩ ରେ ନୂଆବର୍ଷ ପର୍ଯ୍ଯନ୍ତ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଟେକିନିକାଲ ଫିଲ୍ଡକୁ ଯିବାକୁ ଚାହୁଁଥିଲେ ୨୦୨୩ ଠାରୁ କରିପାରିବେ ।

ସିଂହ ରାଶି : ୨୦୨୩ରେ ଆପଣଙ୍କର ରାଜଯୋଗ ଘଟିବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ଶନିଦେବ ଆପଣଙ୍କ ସପ୍ତମ ଭାଗରେ ଟ୍ରାଞ୍ଜେଡ କରିବେ । ଘର ପରିବାରରେ ଖୁଶିର ମାହୋଲ ରହିବ । ଇନକମରେ ବୃଦ୍ଧି ହେବ । ବିବାହ ହେବାର ସମ୍ଭାବନା ରହିଛି । ବିବାହ ପରେ ଭାଗ୍ୟ ଉଦୟ ହେବାକୁ ଯାଉଛି । ଆପଣଙ୍କର ଭାଗ୍ଯର ଦ୍ଵାରା ଖୋଲିଯିବ । କିଛି ଯୋଜନା ହେବାର ଅଛି ତାହା ଉପରେ ଆପଣ କାମ କରିବା ଆରମ୍ଭ କରନ୍ତୁ । ଯଦି ଆପଣ ଅନେକ ଦିନରୁ ଚାକିରି କ୍ଷେତ୍ରରେ ପ୍ରମୋଶନ ଅପେକ୍ଷାରେ ଅଛନ୍ତି ତାହା ସଫଳ ହେବ ।

ତୁଳା ରାଶି :- ଆପଣ ଚତୁର୍ଥ ଘରେ ବସିବେ ଶନିଦେବ ଦୀର୍ଘ ୩୦ ବର୍ଷ ପାଏ । ଆପଣଙ୍କର ଦଶମ ଘରେ ଦ୍ରୁଷ୍ଟି ପକାଇବେ । ସମ୍ପତି କାର୍ଯ୍ୟ କରୁଥିଲେ ସମୟ ଶୁଭ ରହିବ । ଆପଣଙ୍କୁ ବଡ ଫାଇଦା ମିଳିବ । ଫାଇନାନ୍ସ କ୍ଷେତ୍ରରେ ଲାଭବାନ ହେବେ ।ନୂଆ ଚାକିରି ମିଳିବ । ବ୍ୟାପାର କ୍ଷେତ୍ରରେ ଫାଇଦା ମିଳିବ । ମାତାଙ୍କ ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ । ଆପଣ ମାଲାମାଲ ହେବାକୁ ଯାଉଛନ୍ତି ।

କୁମ୍ଭ ରାଶି : ଶନିଦେବ ଆପଣଙ୍କ ପ୍ରଥମ ଘରେ ୩୦ ବର୍ଷ ପରେ ଟ୍ରାଞ୍ଜେଡ କରିବେ । ଆପଣ ରାଜନୀତି କ୍ଷେତ୍ରରେ ଥିଲା ସୁଫଳ ପାଇବେ । ବେପାର ବାଣିଜ୍ୟ କରୁଥିଲେ ୨୦୨୩ ବର୍ଷରେ ସମୟ ଶୁଭ ରହିବ । ଏହି ରାଜଯୋଗ କାରଣରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସମ୍ପତି ବା ଯାନବାହାନ କ୍ରୟ କରିବେ । ୨୦୨୩ ରୁ ନୂଆବର୍ଷ ଯାଏଁ ଆପଣଙ୍କ ଭାଗ୍ୟ ବହୁତ ଭଲ ଅଛି । ଦାଂପତ୍ଯ ଜୀବନ ଭଲ ରହିବ ।

Leave A Reply

Your email address will not be published.