OMG ! ସ୍କୁଲ ପିଲା ବ୍ୟାଗ ରୁ ବାହାରିଲା ବିଷଧର ନାଗ (nago)ସାପ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 57

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଛି ଏମିତି ଏକ ଘଟଣା ଯାହାକୁ ଦେଖିଲେପାନ ଙ୍କ ଲୋମ ଟାକୁରି ଉଥିଯିବସେହି ଭଳି ଏକ ଘଟଣା ଘଟିଛି । ଆପଣ ମାନେ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ.।

ମଧ୍ୟପ୍ରଦେଶ ତିତିଦିହା ଜିଲ୍ଲା ରେ ଜଣେ ଛାତ୍ରୀ ର ସ୍କୁଲ ବ୍ୟାଗ ରୁ ସାପ ବାହାରିବା ନେଇ ସମଗ୍ର ଅଞ୍ଚଳ ରେ ହଇଚଇ ସୃଷ୍ଟି ହୋଇ ଯାଇଛି। ପିଲା ଟି ସ୍କୁଲ ପହଞ୍ଚିବା ପରେ ପାଠ ପଢ଼ିବା ପାଇଁ ବ୍ୟାଗ ଭିତ ରୁ ବହି ବାହାର କରୁଥିବା ସମୟ ରେ ହଠାତ୍‌ ଏକ ନାଗ ସାପ ଥିବା ଦେଖିବା କୁ ପାଇ ଥିଲା। ଏହା ପରେ ପିଲା ଟି ଚତ୍କାର କରିବା ସହିତ ବ୍ୟାଗ ଟିକୁ ଦୂରକୁ ଫିଙ୍ଗି ଦେଇଥିଲା।

 ୯୦କିମି ଦକ୍ଷିଣ ରେ କୃଷ୍ଣାଗିରି ଜିଲ୍ଲା ତିତିଦିଓସ୍ଥିତ ଏକ ସରକାରୀ ସ୍କୁଲ ଵରେ ଏଭଳି ଘଟଣା ଘଟିଛି। ପିଲା ଟି ଶୁକ୍ରବାର ସ୍କୁଲ ରୁ ଫେରିବା ପରେ ଘର ର ଏକ କୋଣ ରେ ସ୍କୁଲ ବ୍ୟାଗ ରଖିଥିଲା। ଶନିବାର ଓ ରବିବାର ଛୁଟି ଥିବା ହେତୁ ସେ ଆଉ ସ୍କୁଲ ବ୍ୟାଗ ରୁ ବହି ଖାତା ବାହାର କରି ନଥିଲା।

ସୋମବାର ସ୍କୁଲ ଟାଇମ୍‌ ହେବା ବେନା ରୁ ସେ ଉକ୍ତ ବ୍ୟାଗ ଟି କୁ କାନ୍ଧ ରେ ଧରି ଚାଲି ଚାଲି ସ୍କୁଲ ରେ ଯାଇ ପହଁଞ୍ଚି ଥିଲା। ପ୍ରାର୍ଥନା ସରିବା ପରେ ଶ୍ରେଣୀ ଗୃହରେ ବସି ବ୍ୟାଗ ଖୋଲି ବହି ବାହାର କରୁଥିବା ବେଳେ ହଠାତ୍‌ କ’ଣ ଗୋଟେ ହଲଚଲ ପିଲା ଟି ଦେଖି ବାକୁ ପାଇଥିଲା।

କିଛି ସମୟ ପରେ ବ୍ୟାଗ୍‌ ଭିତରେ ଏକ ନାଗ ସାପ ଥିବା ଜାଣିବା ପରେ ପିଲାଟି ଚିତ୍କାର କରିବା ସହିତ ବ୍ୟାଗ ଟି କୁ ଦୂରକୁ ଫିଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ ପିଲାଟି ସାର୍ପ ଦଂଶନରୁ ରକ୍ଷା ପାଇ ଯାଇଛି। କାରଣ ଯଦି ସେ ନଦେଖି ସ୍କୁଲ ବ୍ୟାଗ ଭିତରେ ହାତ ପୂରାଇ ଥାଆନ୍ତା ତେବେ ନିଶ୍ଚିୟ ଏକ ଅଘଟଣ ଘଟି ଯାଇ ଥାଆନ୍ତା।

ସେହି ବ୍ୟାଗ୍ ରୁ ବିଷ ଧର ନାଗ ସାପ ପହରିଥିବର୍ ଦେଖି ବହୁଦ ରି ଯାଇ ଥିଲେ ଓ ଛାତ୍ରୀ ଜଣ ଶୀକ୍ଷକ ଙ୍କ ଯୋଗୁ ଛାତ୍ରୀ ବଚେଇ ଦେଲେ ଖୁବ୍ ସାବଧାନ ସୁବିଧା ରେ ସାପ ଟି କୁ ବାହାର କରି ଥିଲେ ବ୍ୟାଗ୍ ଟି କୁ ଖୋଲିଲା ପରେ ତା ଭିତରୁ ବହି ବାହାରି ଥିଲା !

ତାପରେ ସେ ଧୀରେ ଧୀରେ କରି ବ୍ୟାଗ୍ ଭିତରୁ ବାହାର କରିଲେ ସେ ତାପରେ ସାପଟି ବାହାରିଲା ବ୍ୟାଗ୍ ରୁ ଓ ବୁଡ଼ ଭିତର କୁ ପଶିଗଲେ । ସାପ କୁ ଦେଖିଲା ମାତ୍ରକେ ଭୟୟ ଦେଖିଲେ ଲୋମ ଟାକୁରି । ଆଉ ସେ ବିଷଧର ସାପକୁ ବ୍ୟାଗ୍ ଭିତରରୁ ବାହାର କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!

Leave A Reply

Your email address will not be published.