OMG ! ରାତିରେ ହଠାତ ଗୁହାଳ ଘରୁ ବାହାରିଲା ନାଗ (nago) ସାପ,ଆଉ ତାପରେ ଯାହା ହେଲା ! ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଦୁନିଆରେ ଏମିତି ବହୁତ ସାପ ଅଛନ୍ତି ଯାହା ଆପଣ କେବେ ତାଙ୍କ ନାମ ଶୁଣି ନ ଥିବେ କିମ୍ବା ଦେଖି ନ ଥିବେ । ଆପଣ ମାନେ ନିଜ ଘର ପାଖରେ ଯେଉଁ ସାପ ଗୁଡିକ ଦେଖି ଥିବେ ସେ ସାପ ଏତେ ବିଷାକ୍ତ ସାପ ନୁହେଁ । ତେବେ ଘରେ ଦେଖି ଥିବା ସାପ ହେଉଛି , ଧଣ୍ଡ , ମାଟି ବିରାଡ଼ି , ଢେମନା ଏହି ସାପ ଗୁଡିକ ରେ ବିଷ ନ ଥାଏ ।
କିନ୍ତୁ ଘରେ ପାଖରେ ଏମିତି କିଛି ସାପ ଅଛି ଯାହା ସେମାନଙ୍କ ପାଖରେ ବହୁତ ବିଷ ରହି ଥାଏ । କିନ୍ତୁ ସେମାନେ କେବେ ବାହାରକୁ ବାହାରନ୍ତି ନାହିଁ ବହୁତ କମ ସମୟ ପାଇଁ ସେମାନେ ଘରୁ ବାହାରକୁ ବାହାରନ୍ତି । ତେବେ ସେହି ସାପ ଗୁଡିକ ହେଉ ଛନ୍ତି , ବୁଢା , ଚିତି , ତାମ୍ପ , କୋଉଡ଼ିଆ ବୁଢା ଇତ୍ୟାଦି ।
ଆଜି ଏକ ନୂଆ ସାପ ଦେଖିବା ପାଇଁ ମିଳିଛି । ଯେଉଁ ସାପ ଓଡିଶା ରେ ବହୁତ କମ ସମୟ ରେ ଦେଖିବା ପାଇଁ ମିଳି ଥାଏ । ତେବେ ଆସନ୍ତୁ ସେହି ସାପ ବିଷୟ ରେ କିଛି ଜାଣିବା । ହୁଏତ ଆମର ଆଗାମୀ ଭବିଷ୍ୟତ ରେ କାମ ରେ ଆସି ପାରେ ।
ଆଜି ଏକ ବିରଳ ପ୍ରଜାତିର ସାପ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାର ରେ । ତେବେ ସାପ ଟିକୁ ବନ ବିଭାଗ ର କର୍ମଚାରୀ ମାନେ ଆସି ଉଦ୍ଧାର କରି ଛନ୍ତି । ସାପ ଟିର ନାମ ଚନ୍ଦ୍ର ନାଗ । ଦେଖିବେ ସାପ ଟିର ମୁଣ୍ଡ ରେ ଚନ୍ଦ୍ର ଚିନ୍ହ ଅଛି । ଯଦି ସାପ ଟି ମୁଣ୍ଡ ରେ ଚନ୍ଦ୍ର ଚିହ୍ନ ରହି ଥାଏ , ତାହାଲେ ଆପଣ ଜାଣିବେ ଚନ୍ଦ୍ର ନାଗ ବୋଲି ।
ଆଜି ଯେଉଁ ସାପ ଟି ଦେଖିଲେ ତାହା ଓଡିଶା ରେ ଦେଖିବା ପାଇଁ ମିଳେ ନାହିଁ । ଓଡିଶା ରେ ଏହି ସାପ ପୁରା ବିରଳ । ଏହି ସାପ ଉତ୍ତରାଖଣ୍ଡ ର ପାହାଡିଆ ଅଂଚଳ ରେ ଦେଖିବା ପାଇଁ ମିଳି ଥାଏ । ଏହି ସାପ ସବୁ ସମୟ ରେ ଉଚ୍ଚ ସ୍ଥାନ ରେ ରହିବା ପାଇଁ ପସନ୍ଦ କରି ଥାନ୍ତି । ମଣିଷ ର ପାଦ ଛଡ଼ା ଆଉ କେଉଁ ଜାଗାକୁ ଏମାନେ କାମୁଡିବା ପାଇଁ ପସନ୍ଦ କରନ୍ତି ନାହିଁ ।
ତେବେ ଆଜି ଭଦ୍ରକ ଜିଲ୍ଲା ରେ ଏହି ସାପ ଦେଖିବା ପାଇଁ ମିଳିଛି । ତେବେ ସାପ ଟିର ଗର୍ଜନ ଆପଣ ମାନେ ଶୁଣିଲେ ଡରି ଯିବେ । ସାପ ଟି ବହୁତ ବଡ଼ ଥିଲା । ଦେଖିବା ଗଲେ 8 ଫୁଲ ଲମ୍ବ ଥିଲା ସାପ ଟି । ଏହି ସାପ ଟି ଦେହରେ ଏମିତି ଔଷଧିଅ ଶକ୍ତି ରହିଛି । ଏହି ସାପ ଟି ଦେହରୁ କେନ୍ସର ରୋଗୀ ଙ୍କ ପାଇଁ ଔଷଧ ପ୍ରସ୍ତୁତ କରା ଯାଇ ଥାଏ । ବିଶେଷ କରି ଚର୍ମ କ୍ୟାନ୍ସର ଭଲ ହୋଇ ଥାଏ । ତେବେ ଭିଡ଼ିଓ ରେ ସାପ ଟିକୁ ଦେଖନ୍ତୁ କେମିତି ହେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !