OMG ! ଝିଅଟି ସାଇକେଲରେ ବସି କଲା ଏମିତି କିଛି ଯାହାକୁ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ | ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 52

ଆପଣ ମାନେ କହିଲେ କି ଶୁଣିଲେ ବିଶ୍ୱାସ କରିବେନି କାରଣ ଯେଉଁ ବୟସ ରେ ପିଲା ମାନେ ଠିକ ସେ କଥା କହିବା ତୋ ଦୂରର କଥା ସେମାନେ ଠିକ ଚଲା ବୁଲା ମଧ୍ୟ କରିପାରି ନଥାନ୍ତି ସେହି ବୟସରେ ପିଲାଟି ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ କରିଛନ୍ତି |

ହେଲେ ସେଇ 4 ବର୍ଷ ର କୁନି ବାଳକକୁ ଏବେ ଚାରି ଆଡେ ଚର୍ଚ୍ଚା, କାରଣ ଯେଉଁ ବୟସ ରେ ସେ ଯେଉଁ କାମ କରିଦେଖାଉଛନ୍ତି ତାହା ଅବିଶ୍ୱଶନିୟ ଓ ଆଶ୍ଚର୍ଯ୍ୟ ଜନକ ବୋଲି କୁହାଯାଉଛି | ତେବେ ଆଜିର ସମାଜରେ ଏମିତି ଘଟଣା ଖୁବ କମ ଦେଖିବାକୁ ମିଳିଥାଏ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |ଆଉ ବହୁତ ମାତ୍ରା ଏହି ଛୋଟ ପିଲା ଟି ତବଲା ବାଦନ ଓ ସଂଗୀତ ସହିତ ତାଳ ମିଳାଇବା କୁ ସମସ୍ତେ ପ୍ରସଂଶା ମଧ୍ୟ କରିଛନ୍ତି |

ସତରେ ଏହି ତବଲା ର ତାଳ କାନ ରେ ପଡିଲା ବେଳକୁ ଦର୍ଶକ ମାନଙ୍କ ମନ ମୁଗ୍ଧ ହେଇଯାଉଥିଏହି ଛୋଟ ପିଲାଟି ର ଲୋକ ସଂଗୀତ ମଞ୍ଚରେ ଯେଉଁ ପ୍ରକାର ର ସଂଗୀତ ତାଳ ସହିତ ତାଳ ମିଶାଇ ତବଲା ବାଦନ କରୁଛନ୍ତି |ତାହା ଦେଖିବାର ଦୃଶ୍ୟ ଥିଲା ଏହି ଲୋକ ସଂଗୀତ ର ଛୋଟ ପିଲା ଟି ର ତବଲା ବାଦନ ଦେଖିବା ପାଇଁ ସେଠାରେ ହଜାର ହଜାର ସଂଖ୍ୟା ରେ ଲୋକ ଜମା ହେଇଥିଲେ ବୋଲି କୁହାଯାଉଛି |

ଲୋକ ସଂଗୀତ ରେ ଲୋକ ସଂଗୀତ ଗାନ କରୁଥିବା ଗାୟକ ମଧ୍ୟ ଆଶ୍ଚର୍ଯ୍ୟ ହେଇ ସେଇ କୁନି ବାଳକ କୁ ଚାହିଁ ରହିଥାଏ ଓ ସେଠାରେ ଉପସ୍ଥିତ ଥିବା ଦର୍ଶକ ବନ୍ଧୁ ମାନେ ମଧ୍ୟ ଏହି 4 ବର୍ଷ ର ପିଲା ଟି ର ତବଲା ବାଦନ କୁ ଆଶ୍ଚର୍ଯ୍ୟ ହେଇଯାଇଥିଲେ ଓ ସମସ୍ତ ଦର୍ଶକ ପିଲା ଟି ଏମିତି କାରନାମା ଦେଖି ବିଶ୍ୱାସ କରିପାରୁନଥିବା ବେଳେ, ବହୁ ପ୍ରଶଂସା ମଧ୍ୟ କରୁଥିଲେ |

ତେବେ ଏହି ଭାଇରଲ ହେଇଥିବା ଏହି ସୁନ୍ଦର ବାଳକ ଟି ତବଲା ବଜାଇ ଥିବାର ଭିଡ଼ିଓ କେଉଁ ସ୍ଥାନ ର ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ | ଏହି ଭାଇରଲ ଭିଡ଼ିଓ ଟି ଦ୍ୱାରା ଏବେ ସେ 4 ବର୍ଷ ର କୁନି ପିଲା ଯିଏ କି ଠିକ ସେ କଥା କହି ଶିକ୍ଷି ନଥିଲା ବେଳେ ଦର୍ଶକ ମାନଙ୍କୁ ତାଙ୍କ ତବଲା ଯାଦୁ ରେ ମୋହିତ କରିନେଇଥିଲେ |କାରଣ ଏତେ ସୁନ୍ଦର ତବଲା ବଜାଇବା ପୁଣି ହଜାର ହଜାର ଦର୍ଶକ ଙ୍କ ଆଗରେ ସତରେ ଅଦ୍ଭୁତ ବାଳକ |

ଲୋକ ସଂଗୀତ ରେ ବିଭିନ୍ନ ପ୍ରକାର ର ତାଳ ଥାଏ ଯାହାକୁ ସମସ୍ତେ ଧରିପାରନ୍ତି ନାହିଁ କିନ୍ତୁ ଏତେ ସଂଖ୍ୟା ର ଦର୍ଶକଙ୍କ ଆଗରେ ତବଲା ବାଦନ କରିବା କିଛି ସହଜ କଥା ନୁହେଁ | ହେଲେ ଏହି କାର୍ଯ୍ୟ କୁ 4 ବର୍ଷ ର ଛୋଟ ପିଲା କରିଦେଖାଇଛି |ଲା ତାହା ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ କିଛି କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.