ଓଡିଶା ର No -1 Youtuber ରୂପା ହଟାତ ଛାଡିଲେ ଘର ! ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

0 249

ହଁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ରୁପା ଙ୍କର ଘର ଛାଡିକି ଯିବା ଖବର ଟି । ତେବେ ରୁପା କୁଆଡେ ଯାଉ ନାହାନ୍ତି ସେ କଟକ ଯାଉଛନ୍ତି, କାରଣ ତାଙ୍କର ଏକ ନୂଆ ମ୍ୟୁଜିକ ଭିଡ଼ିଓ ଟି ବର୍ତ୍ତମାନ ସୁଟିଂ ହେବାକୁ ଯାଉଛି ।ଆଉ ଯେଉଁଥିପାଇଁ ଘରର ସମସ୍ତଙ୍କର ପାଖରୁ ଆଶୀର୍ବାଦ ନେଇ ବାହାରିଛନ୍ତି ଖୁସି ଓ ପିଣ୍ଟୁ ଯିବା ପାଇଁ ବାହାରକୁ, ଆଉ ସେମାନଙ୍କର ସହିତ ଖୁସି ମଧ୍ୟ ଯାଉଥିବାର ଦେଖିବାକୁ ମିଳିଛି ଓ ସେମାନେ ବହୁତ ଖୁସି ରେ ଭଗବାନ ଙ୍କ ଓ ଘରର ସବୁ ଲୋକଙ୍କ ପାଖରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ।


ତେବେ ଓଡିଶା ର ନମ୍ବର 1 ଭ୍ଲୋଗାର ଭାବରେ ଓଡିଶା ରେ ବେଶ ପ୍ରସିଦ୍ଧି ଅର୍ଜନ କରିଥିବା ସମସ୍ତଙ୍କର ପ୍ରିୟ ପିଣ୍ଟୁ ଓ ରୁପା ଙ୍କ ଯୋଡ଼ି ବିଷୟରେ ଆପଣ ବେଶ ଭଲ ଭାବରେ ଜାଣିଥିବେ । ତେବେ ସେମାନେ ବର୍ତ୍ତମାନ ଯିବାକୁ ବାହାରିଛନ୍ତି ଏକ ନୂଆ ମ୍ୟୁଜିକ ଭିଡ଼ିଓ ର ସୁଟିଂ ପାଇଁ । ଯାହା ମାର୍କେଟ କୁ ଆସିବାକୁ ଯାଉଛି ବୋଲି କୁହାଯାଉଛି । ଏହା ସହିତ ସେମାନେ ଘରୁ ବାହାରିବ ବେଳେ ସନସ୍ତଙ୍କର ଆଶୀର୍ବାଦ ମଧ୍ୟ ନେଉଥିବାର ଦେଖିବାକୁ ମିଳିଛି ।ତେଣୁ ସମସ୍ତଙ୍କର ଅନୁମତି ନେଇଯିବି ସେମାନେ ବାହାରିଛନ୍ତି ସୁଟିଂ ପାଇଁ ବୋଲି କୁହାଯାଉଛି ।


ଆଉ ପିଣ୍ଟୁ ମଧ୍ୟ କହିଛନ୍ତି କି ସେହି ନୂଆ ମ୍ୟୁଜିକ ଭିଡ଼ିଓ ଟି ସାବିତ୍ରୀ ପ୍ରଡକ୍ସନ ର ଆଉ ସେହି ମ୍ୟୁଜିକ ଭିଡ଼ିଓ ଟିର ନାଁ ହେଉଛି “ପ୍ରେମ ଚୋର” । ଆଉ ଏହି ମ୍ୟୁଜିକ ଭିଡ଼ିଓ ପାଇଁ ସେମାନେ ବାହାରିଛନ୍ତି ଯିବା ପାଇଁ କଟକ ବୋଲି କହିଛନ୍ତି । ଏହା ସହିତ ସେମାନେ ସାଙ୍ଗରେ ଖୁସି କୁ ମଧ୍ୟ ନେଇକି ଯାଉଛନ୍ତି । ତେବେ ଘରେ ତାଙ୍କର ଟାଇଲ୍ସ ବସୁଛି ତାହା ସହିତ ତାଙ୍କର ଘରେ ଧାନ କଟା କାମ ମଧ୍ୟ ଚାଲିଛି । ଆଉ କାମ ଚାଲିଥିବା ଭିତରେ ଯେହେତୁ ସୁଟିଂ ର ଡେଟ ଫିକ୍ସ ହୋଇ ଯାଇଥିଲା ଆଉ ସେଥିପାଇଁ ସେମାନେ ବାହାରିଛନ୍ତି ଯିବା ପାଇଁ ଆଉ ସମସ୍ତେ ମନ ଖୁସି ରେ ଭଗବାନ ଙ୍କର ଆଶୀର୍ବାଦ ନେଇକି ବାହାରିଛନ୍ତି ବୋଲି କୁହାଯାଉଛି ।


ଏହା ସହିତ ଏହି ମ୍ୟୁଜିକ ଭିଡ଼ିଓ ଟି ସମସ୍ତଙ୍କର ମନକୁ ବେଶ ଛୁଇଁବ ବୋଲି ମଧ୍ୟ କୁହାଯାଉଛି, ଆଉ ଏକ ନିଆରା ଢଙ୍ଗ ରେ ଏହି ମ୍ୟୁଜିକ ଟି ହୋଇଛି ଯାହା ସମସ୍ତଙ୍କର ମନକୁ ଆକୃଷ୍ଟ କରେଇବ ଓ ସମସ୍ତେ ମଧ୍ୟ ବେଶ ପସନ୍ଦ କରିବେ ବୋଲି କୁହାଯାଇଛି ।ଆଉ ଯେଉଁଥିପାଇଁ ସେମାନେ କଟକ ଯାଉଛନ୍ତି ।ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.