ଦେଖନ୍ତୁ Exclusive ଭିଡିଓ ! ପ୍ରଥମଥର ଯୁବତୀ ଜଣଙ୍କ ମିଡିଆ ସାମ୍ନାରେ କହିଲେ ଏମିତି…ମୁଁ ବି କରିଛି ଭାରି ମଜାଲାଗେ….

0 176

ଆପଣ ତ ଜାଣିଛନ୍ତି ଆଜିକାଲି ର ଯୁଗରେ କଲେଜ ଆଦିରେ ସିନିୟର ପିଲା ମାନେ ଜୁନିୟର ପିଲା ମାନଙ୍କୁ କିଭଳି ଭାବେ ରାଗିଙ୍ଗ କରୁଛନ୍ତି | ଯାହା ଦ୍ୱାରା ପିଲା ମାନେ ହାରାଶମେଣ୍ଟ ହୋଇ ମାନସିକ ସ୍ତର ରେ ବହୁତ କଷ୍ଟ ପାଉଛନ୍ତି | ଏମିତି କି ଆପଣ ମାନେ ଜାଣି ଥିବେ କିଛି ମାସ ପୂର୍ବରୁ ଏହି ରାଗିଙ୍ଗ କୁ ସହ୍ୟ ନ କରି ପାରି ଏକ ଛାତ୍ରୀ ଆତ୍ମହତ୍ୟା ମଧ୍ୟ କରି ଦେଇ ଥିଲେ | ଏହା ସହିତ ରାଗିଙ୍ଗ ର ଅନେକ ଭିଡ଼ିଓ ମଧ୍ୟ ସାମ୍ନା କୁ ଆସିଥାଏ ଯାହା ଖୁବ ଲଜ୍ୟା ଜନକ ହୋଇ ଥାଏ | ତେବେ ଏହି ସବୁ ଘଟଣା ଅନେକ ସମୟରେ ସାମ୍ନା କୁ ଆସୁଛି ଆଉ ଏହାକୁ ନେଇ ଜଣେ ମହିଳା ସୋସିଆଲ ମିଡ଼ିଆ ରେ ନିଜର ପ୍ରତିକ୍ରିୟା କିଛି ରଖିଛନ୍ତି |

ତେବେ ସେହି ମହିଳା ଜଣଙ୍କ କହିଛନ୍ତି କି ଆଜିକାଲି ତ ଛୋଟ ଛୁଆ ମାନେ ବି ରାଗିଙ୍ଗ କରୁଛନ୍ତି ଯାହାକି ସେମାନେ ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି ସେମାନେ କଣ କରୁଛନ୍ତି | ଯେଉଁ ମାନଙ୍କୁ ରାଗିଙ୍ଗ କରା ଯାଉଛି ସେମାନେ ଧୀରେ ଧୀରେ ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଉଛନ୍ତି |

ମୁଁ ବି ଏକ କଲେଜ ରେ ପଢୁ ଥିଲି ଆଉ ସେ କଲେଜ ବହୁତ ଭଲ ଥିଲା | ସେହି କଲେଜ ରେ ମତେ ବି ରାଗିଙ୍ଗ କରାଯାଇଛି, ମତେ କୁହାଯିବ କି ତମେ କାଲି ବେଣୀ ପକେଇକି ଆସିବ ତେଲ ମାଖିକି ଆସିବ, ଗୋଟେ ପଟେ ନୀଳ ରିବନ ବାନ୍ଧିବ ଆଉ ଗୋଟେ ପଟେ ଧଳା ରିବନ ବାନ୍ଧିବ |

ରାଗିଙ୍ଗ ଟା ମଜାଳିଆ ଢଙ୍ଗରେ ହେବା ଦରକାର ନୁହେଁ କି ରାଗିଙ୍ଗ ଯାହାକୁ କରିବ ସାମ୍ନା ପିଲାକୁ ତାହା ଖରାପ ଲାଗିବ | ତାକୁ ବ୍ୟକ୍ତିଗତ ଜୀବନ କୁ ନେଇ ଚିଡ଼େଇବା ଆଉ ତାକୁ ଛୋଟ ବୋଲି ଦେଖେଇବା ଏହି ସବୁ ଜିନିଷ ବାସ ନ ହେବା ଦରକାର | କାରଣ ପିଲା ମାନେ କଲେଜ କୁ ପାଠ ପଢିବା ପାଇଁ ଯାଆନ୍ତି ଆଉ ନିଜର କ୍ୟାରିୟର ଗଢିବା ପାଇଁ ଯାଆନ୍ତି କିନ୍ତୁ ଏମିତି ରାଗିଙ୍ଗ କଲେ କ୍ୟାରିୟର ବର୍ବାଦ ହୋଇ ଯାଇଥାଏ |

ଏଭଳି କାମ ଯେଉଁ ମାନେ ବି କରୁଛନ୍ତି ତାଙ୍କୁ ପୋଲିସ କୁ ଡକାଇ କୋଠର ରୁ କୋଠର ଦଣ୍ଡ ମିଳିବା ଉଚିତ ଆଉ ସେ ଯେତେ କମ ବୟସ ର ହେଇ ଥାଉ ନା କାହିଁକି ତାକୁ ଲାଠି ମାଡ଼ ଦରକାର କାରଣ ସେ ନିଜେ ବି ଜାଣିବା ଦରକାର କି ସେ କିଭଳି ଭୁଲ କାମ କରି ଚାଲିଛି | ଆଉ ସେଭଳି ପିଲା ମାନଙ୍କୁ 3 ବର୍ଷ ପାଇଁ କଲେଜ ରୀ ରେଷ୍ଟିକେଟ କରି ଦେବା ଦରକାର | ଆମେ ବି ଯେତେ ବେଳେ ସିନିୟର ହୋଇ ଥିଲୁ ଜୁନିୟର ମାନଙ୍କୁ ମଜାଳିଆ ଢଙ୍ଗରେ ରାଗିଙ୍ଗ କରି ଏହା ନୁହେଁ କି ସେମାନଙ୍କୁ ଖରାପ ଲାଗିଲା ଭଳି କିଛି କରୁ ବୋଲି ଯୁବତୀ ଜଣଙ୍କ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.