ଓଃ..କି..ଡ୍ୟାନ୍ସ – କଲେଜ ଭିତରେ ଛାତ୍ରୀ କଲେ ଜବରଦସ୍ତ HOT ଡ୍ୟାନ୍ସ,ଦେଖିଲେ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 153

ବନ୍ଧୁଗଣ ପୁଣି ଏକ ଜବରଦସ୍ତ ଡାନ୍ସ ର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ।ଯାହାର ଭିଡିଓ ଆପଣ ଏଠାରେ ଦେଖି ନିଶ୍ଚିତ ଖୁସି ହେବେ।ଯେଉଁ ଭିଡିଓ କୁ ଅନେକ ଲୋକ ଦେଖି ସାରିଲେଣି ଏବଂ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ତେବେ ଆପଣମାନେ ଜାଣିଛନ୍ତି ନୃତ୍ୟ ଏକ ଏମିତି ଜିନିଷ ଯାହା ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ।

ଆଉ ଏହାକୁ ଦେଖି ଅନ୍ୟମାନେ ବି ଖୁସି ହୁଅନ୍ତି।ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ।ତେବେ ଏହି ଭିତ୍ତିରେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।

ସେହିପରି ଏବେ ସାମ୍ନାକୁ ଆସିଛି ଏକ ଯୁବତୀଙ୍କ ଦମଦାର ଡାନ୍ସର ଭିଡିଓ। ଯିଏକି କନ୍ୟା ବେଶରେ ସଜେଇ ହୋଇ ଷ୍ଟେଜ ରେ ବିବାହ ପୂର୍ବରୁ ହେଉଥିବା ସଙ୍ଗୀତ କାର୍ଯ୍ୟକ୍ରମ ରେ ଆକର୍ଷଣୀୟ ଡାନ୍ସ କରୁଛନ୍ତି।ଏହି ଭିଡିଓ ରେ ସେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ।

ଆପଣ ଏଠାରେ ଏହି ଯୁବତୀଙ୍କ ଏକ ସୁନ୍ଦର ଏବଂ ଚମତ୍କାର ଡାନ୍ସ ର ଭିଡିଓ ଦେଖିବାକୁ ପାଇବେ।ଏଠାରେ ଯୁବତୀ ଜଣଙ୍କର କନ୍ୟା ବେଶରେ ଗେଟ୍ ଅପ୍ ସାଙ୍ଗକୁ ତାଙ୍କର ଡାନ୍ସ ବେଶ୍ ଆକର୍ଷଣୀୟ ଲାଗୁଛି। ତେବେ ଯେଉଁଭଳି ଭାବରେ ସେ ଏକ ସୁନ୍ଦର୍ ହିନ୍ଦୀ ଗୀତ ବୋଲେ ଚୁଡିଆଁ, ବୋଲେ କଙ୍ଗନା ଗୀତର ତାଳର ସହ ତାଳ ପକାଇ ନୃତ୍ୟ ପରିବେଷଣ କରୁଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି।

ତେବେ କନ୍ୟା ବେଶରେ ଏହି ଭିନ୍ନ ଷ୍ଟାଇଲ ର ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ତାହାର ମଜା ନିଅନ୍ତୁ।ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଯାହାକୁ ଯିଏବି ଦେଖୁଛି ସେ ପ୍ରଶଂସା କରିବାକୁ ଲାଗୁଛି ଏବଂ ପସନ୍ଦ କରୁଛନ୍ତି।ଏଠାରେ ନାଚ କରୁଥିବା ଏହି ଯୁବତୀ ଏହି ସୁନ୍ଦର୍ ଗୀତ ଭଳି ନିଜେ ବି ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି ଏବଂ ଆକର୍ଷଣୀୟ ଡାନ୍ସ କରୁଛନ୍ତି। ସୁନ୍ଦର୍ ଭାବରେ ଗୀତର ତାଳେ ତାଳେ ସେ ଯେଉଁଭଳି ଏହି ନାଚ ଦେଖାଉଛନ୍ତି ତାହା ଦେଖିଲେ ଆପଣ ବି ଖୁସି ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.