ଲେଡିଜ ହଷ୍ଟେଲରେ ସାମ୍ବାଦିକା କହି ମହିଳାଙ୍କ ଉନ୍ମତ୍ତ କାଣ୍ଡ ଭିଡିଓ ଭାଇରାଲ
ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି କିଛି ଏପରି ଅଟେ ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ ଏବଂ ଆଶ୍ଚର୍ଯ୍ୟ ର ବିଷୟ। ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ଏମିତି ଘଟଣା ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ଏବେ ପୁଣି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ କଥା।
ଏଭଳି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହି ଘଟଣା ବର୍ତ୍ତମାନ ସମୟରେ ନିତିଦିନିଆ ଘଟଣା ପାଲଟି ଗଲାଣି।ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।
ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଗୋଟିଏ ଲେଡିଜ୍ ହଷ୍ଟେଲରେ ସାମ୍ବାଦିକ କହି ମହିଳା କଲେ ଉନ୍ମତ୍ତ କାଣ୍ଡ। ତେବେ ଘଟଣାଟି ହେଉଛି ନିମପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ମହିଳା ଜଣଙ୍କର ଭଉଣୀ ସେହି ନିମାପଡ଼ା କଲେଜରେ ପଢ଼ନ୍ତି।
ମହିଳାଙ୍କ କହିବା ଅନୁସାରେ, ତାଙ୍କ ଭଉଣୀ ଙ୍କ ଫୋନ୍ ନମ୍ବର ତାଙ୍କ ହଷ୍ଟେଲର ଜଣେ ଝିଅ ଗୋଟିଏ ପୁଅ କୁ ଦେଇଛି। ଆଉ ଯାହା ଫଳରେ ପୁଅଟି ବାରମ୍ବାର ତାଙ୍କ ଭଉଣୀକୁ ଫୋନ୍ କରି ହଇରାଣ କରୁଛି। ସେଥିପାଇଁ ତାଙ୍କ ଭଉଣୀ ତାଙ୍କୁ ଫୋନ୍ କରି ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ହେବ ଡକାଇଥିଲେ।
ପରେ ମହିଳା ସହିତ ଜଣେ ଯୁବକ ଆସି ହଷ୍ଟେଲ ୱାର୍ଡେନ୍ ଙ୍କୁ ମାଡ଼ ମାରି ଭିତରକୁ ପଶିଥିଲେ। ଆଉ ସେହି ଝିଅର ରୁମକୁ ଯାଇ ତାର ଚୁଟି ଧରି ଘୋଷାରି ଆଣି ମାଡ଼ ମାରିଥିଲେ।ଆଉ ଧମକ ଦେଇଥିଲେ କି ସେ ପୁଅର ଠିକଣା ନ ଦେଲେ ସେ ଝିଅର କ୍ୟାରିୟର ବରବାଦ୍ କରିଦେବେ ,ମାରି ଦେବା ପାଇଁ ମଧ୍ୟ ଧମକ ଦେବା ସହିତ ଯଦି ହଷ୍ଟେଲ ଛାଡ଼ି କୁଆଡ଼େ ଯାଆନ୍ତି ତାହେଲେ ଦେଖିନେବେ କହି ଧମକ ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ହଷ୍ଟେଲ ଛାତ୍ରୀମାନେ କଲେଜର ପ୍ରିନ୍ସିପାଲ ଙ୍କ ପାଖରେ ଅଭିଯୋଗ କରିଥିଲେ। ଆଉ ସେମାନଙ୍କ ଅଭିଯୋଗ କି ପ୍ରଥମେ କଲେଜ ପ୍ରିନ୍ସିପାଲ ଙ୍କ ପାଖରେ ଅଭିଯୋଗ ନକରି ହଷ୍ଟେଲରେ ପଶି ଏପରି ବ୍ୟବହାର ପାଇଁ ତାଙ୍କୁ ଆରେଷ୍ଟ କରାଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।