ସ୍ତ୍ରୀକୁ ଖୁସୀ କରିବା ପାଇଁ ହେଲେ ପ୍ରତି ରାତିରେ ସ୍ୱାମୀମାନେ ସେବନ କରନ୍ତୁ ଏହି ଜିନିଷ – Sadhu Bani
ସମାଜରେ ପ୍ରତ୍ୟେକ ନାରୀ ମାନେ ନିଜ ସ୍ୱାମୀଙ୍କ ସହିତ ଖୁସୀରେ ଜୀବନ ଅତିବାହିତ କରିବା ପାଇଁ ଚାହିଁଥାନ୍ତି । ଯେମିତିକି ତାଙ୍କ ସ୍ୱାମୀ ତାଙ୍କୁ ସବୁ ପ୍ରକାର ଖୁସୀ ଦେଇପାରୁଥିବ ଏବଂ ପ୍ରତ୍ୟେକ ଆଶାକୁ ପୂରା କରିପାରୁଥିବ । ଆପଣ ମାନେ ନିଶ୍ଚୟ ଜାଣିଥିବେ କି କିଛି ଦାମ୍ପତ୍ୟ ଜୀବନରେ ଝଗଡା ଓ ମନମତାନ୍ତର ଦେଖାଯାଇଥାଏ , ଯାହା ସେମାନଙ୍କୁ ପରସ୍ପର ଠାରୁ ଅଲଗା ମଧ୍ୟ କରିଦେଇଥାଏ । କିଛି ପୁରୁଷ ମାନଙ୍କ ଠାରେ ପୁରୁଷତ୍ୱ କମ୍ ରହିଥାଏ , ଯାହା ତାଙ୍କ ପାର୍ଟନରକୁ ଖୁସୀ କରିବାରେ ନିରାଶ କରାଇଥାଏ । ଉଭୟଙ୍କ ମଧ୍ୟରେ ମତାନ୍ତର ମଧ୍ୟ ଦେଖାଯାଏ ।
ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇଆସିଛୁ , ଯାହାର ସେବନ କରି ଆପଣ ମାନେ ଆପଣଙ୍କ ପୁରୁଷତ୍ୱକୁ ଫେରି ପାଇବେ । ଯଦି ଆପଣ ସଂଭୋଗ କରିବା ସମୟରେ ଶୀଘ୍ର ପତ୍ତନ ହୋଇ ଯାଉଛି , ସଂଭୋଗ କରିବାକୁ ଇଚ୍ଛା ହେଉ ନାହିଁ ବା ଆପଣଙ୍କ ଗୁପ୍ତାଙ୍ଗ ଉତ୍ତେଜିତ ହେଉ ନାହିଁ । ତେବେ ଏହାର ଉପଯୋଗ କରିବା ଦ୍ୱାରା ଏମିତି ସମସ୍ୟା ମୂଳରୁ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ସରଳ ଘରୋଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ଗୁଜରାତି
2. ମିଶ୍ରୀ
3. କ୍ଷୀର
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ ମାନେ 2 ରୁ 3 ଟି ଅଳେଇଚ ନେଇ ତାର ମଞ୍ଜି ବାହର କରି ନିଅନ୍ତୁ , ଏଥିସହିତ ଅଳ୍ପ ମିଶ୍ରି ନେଇ ତାହାକୁ ଗୁଣ୍ଡ କରି ନିଅନ୍ତୁ । ଏବେ ଏକ ପେନରେ ଏକ ଗ୍ଲାସ କ୍ଷୀର ନିଅନ୍ତୁ ଓ ସେଥିରେ ଗୁଣ୍ଡ କରାଯାଇଥିବା ଅଳେଇଚ ଓ ମିଶ୍ରିକୁ ପକାନ୍ତୁ । ଏବେ ଏହି ସମସ୍ତ ମିଶ୍ରଣକୁ ହାଲକା ଆଞ୍ଚରେ ଫୁଟାଇ ଦିଅନ୍ତୁ । ଏହା ଭଲ ଭାବରେ ଫୁଟିଗଲା ପରେ ଏକ କପ୍ ବା ଗ୍ଲାସରେ ଭଲ ଭାବରେ ଛାଣି ନିଅନ୍ତୁ । ବର୍ତ୍ତମାନ ଏହି ଉପଚାରଟି ପ୍ରସ୍ତୁତ ହୋଇ ସାରିଛି । ଏଥିରେ ପ୍ରୟୋଗ କରାଯାଇଥିବା ଦୁଇ ସାମଗ୍ରୀ ଆପଣଙ୍କ ଘରେ ବହୁତ ସହଜରେ ମିଳିଯିବ ,
ବ୍ୟବହାର ପ୍ରଣାଳୀ :-
ଏହି ଉପଚାରକୁ ଆପଣ ସନ୍ଧ୍ୟା ସମୟରେ 10 ରୁ 15 ଦିନ ସେବନ କରନ୍ତୁ ଆପଣଙ୍କର ସମସ୍ତ ଜୌନ ସମସ୍ୟା ଦୂର ହୋଇଯିବ । ପତି ପତ୍ନୀ ଙ୍କ ମଧ୍ୟରେ ଖୁସୀର ବାତାବରଣ ରହିବ ଓ ସଂଭୋଗ ର ମଜା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ନେଇ ପାରିବେ . । ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ , ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏହାକୁ ଆପଣ ମାନେ ନିଶ୍ଚୟ ବ୍ୟବହାର କରି ଦେଖନ୍ତୁ , ଖୁବ୍ ଶୀଘ୍ର ଏହାର ରେଜଲ୍ଡ ପାଇଯିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।