Life Style – ବାଛନ୍ତୁ ଗୋଟିଏ ରଙ୍ଗର ହୃଦୟ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ ବିଷୟରେ କିଛି ଖାସ କଥା…

0 130

ସମାଜର ପରିସଂଖ୍ୟାନ ଅନୁସାରେ କୌଣସି ବି ପ୍ରାଣୀ ଏଠାରେ ବିନା କାହା ଉପରେ ନିର୍ଭର କରି ବଞ୍ଚି ପାରେ ନାହିଁ । ମଣିଷ ସର୍ବଦା ନିଜର ଭବିଷ୍ୟତ ତଥା କ୍ୟାରିଅର ଉପରେ ଫକସ୍ କରିଥାଏ , ପରିବାର ବର୍ଗ ଏବଂ ବନ୍ଧୁ ମାନଙ୍କର ସାହାର୍ଯ୍ୟ ଲଡିଥାଏ ।

ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ଯାଦୁ ବିଷୟରେ ଜଣେଇବୁ , ଯାହାକି ଆପଣଙ୍କର ଭବିଷ୍ୟତର ଜୀବନ ବିଷୟରେ ଆପଣଙ୍କୁ ଜଣାଇଦେବ ।
ଗୋଟିଏ ମଣିଷ କୁ ସମାଜରେ ବଞ୍ଚିବାକୁ ହେଲେ କେତେକ ଫେକ୍ଟର ଉପରେ ନିର୍ଭର କରିବାକୁ ପଡିଥାଏ । କାରଣ ଆମ ସମାଜର ପରିସଂଖ୍ୟାନ ଅନୁସାରେ କୌଣସି ବି ପ୍ରାଣୀ ଏଠାରେ ବିନା କାହା ଉପରେ ନିର୍ଭର କରି ବଞ୍ଚି ପାରେ ନାହିଁ
1. ନୀଳ ରଙ୍ଗ ହାର୍ଟ-

କାରଣ ଆପଣ ବହୁତ ଶାନ୍ତ ଓ ଦୟାଳୁ ସ୍ୱଭାବ ର ହୋଇ ଥାଆନ୍ତି | କୌଣସି ବି କଥା ଉଗ୍ର ହୋଇ ଥାଉ ନା କାହିଁକି ସମସ୍ତ ଙ୍କର ମଙ୍ଗଳ ଚିନ୍ତା କରି ଯେଉଁ ପର୍ଯ୍ୟନ୍ତ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତିପୂର୍ବକ ସମ୍ମୁଖୀନ ହୋଇଥାନ୍ତି |ଆପଣ ଯଦି ପ୍ରଥମ ନୀଳ ରଙ୍ଗ ର ହାର୍ଟ ଟିକୁ ବାଛିଛନ୍ତି ତେବେ ଆପଣ ଲୋକ ମାନଙ୍କୁ ସାଥିରେ ନେଇ ଚଳିବାରେ ବିଶ୍ୱାସ ରଖି ଥାଆନ୍ତି!

2. ସବୁଜ ରଙ୍ଗ ହାର୍ଟ –ଆପଣ ଯଦି ଏହି ଦ୍ୱିତୀୟ ରଙ୍ଗ ର ସବୁଜ ହାର୍ଟ ଟିକୁ ବାଛିଛନ୍ତି ତେବେ ଆପଣ ବୁଦ୍ଧିମାନ ତ ହୋଇ ଥାଆନ୍ତି, କିନ୍ତୁ ବେଳେ ବେଳେ କିଛି ଭୁଲ ମଧ୍ୟ କରି ବସନ୍ତି | ଏହା ସହିତ ଆପଣ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କାହା ପାଖରେ ଆଲୋଚନା କରିବା ପାଇଁ ପସନ୍ଦ କରି ନଥାନ୍ତି |

ଆପଣ ଯାହା ସହିତ ବି ରହି ଥାଆନ୍ତି କେବଳ ଏହା ଚାହିଁ ଥାଆନ୍ତି କି ସେ ଜଣଙ୍କ ଆପଣଙ୍କ ଉପରେ ପୂର୍ଣ୍ଣ ଧ୍ୟାନ ରଖି ଥାଉ | ଆପଣଙ୍କ ଜୀବନରେ ଏମିତି ଗୋଟିଏ ମୋଡ ଆସିବ ଯାହା ଆପଣଙ୍କ ଜୀବନକୁ ପୂରା ବଦଳେଇ ଦେବ ତାହା 21 ବର୍ଷ ,47 ବର୍ଷ କିମ୍ବା 43 ବର୍ଷ ରେ ହୋଇ ପାରେ ।ଆପଣ କୌଣସି କଥା ହେଉ ମଧ୍ୟ ଶୀଘ୍ର ବୁଝି ପାରି ଥାଆନ୍ତି

3.ନାଲି ରଙ୍ଗ ହାର୍ଟ –

ଆପଣ ଯଦି ନାଲି ରଙ୍ଗ ଟି ବାଛିଛନ୍ତି ତେବେ ଆପଣ ଆତ୍ମନିର୍ଭରଶୀଳ ର ଏକ ଉଦାହରଣ ଅଟନ୍ତି | ଆପଣଙ୍କ ଜୀବନ ରେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଚାଲିବାର ବାସ୍ତବିକ ଅର୍ଥ ଜଣା ଥାଏ | ନିଜର ଲକ୍ଷ୍ୟକୁ ପାଇବା ପାଇଁ ମଧ୍ୟ ଆପଣ ସମ୍ପୂର୍ଣ୍ଣ ଆସନ୍ୱିତ ରହିଥାନ୍ତି ଓ ସମ୍ପୂର୍ଣ୍ଣ ଉତ୍ସାହ ଏକାଗ୍ରତା ର ସହିତ ତାହାକୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା ରଖିଥାନ୍ତି |

ଆପଣଙ୍କ ହସ ହସ ମୁହଁ କୁ ସମସ୍ତେ ବହୁତ ପସନ୍ଦ କରନ୍ତି ।ବେଳେ ବେଳେ କିଛି ଭୁଲ ମଧ୍ୟ କରି ବସନ୍ତି | ଏହା ସହିତ ଆପଣ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କାହା ପାଖରେ ଆଲୋଚନା କରିବା ପାଇଁ ପସନ୍ଦ କରି ନଥାନ୍ତି |

ଆପଣ କୌଣସି କଥା ହେଉ ମଧ୍ୟ ଶୀଘ୍ର ବୁଝି ପାରି ଥାଆନ୍ତି, ଆପଣ ଯାହା ସହିତ ବି ରହି ଥାଆନ୍ତି କେବଳ ଏହା ଚାହିଁ ଥାଆନ୍ତି କି ସେ ଜଣଙ୍କ ଆପଣଙ୍କ ଉପରେ ପୂର୍ଣ୍ଣ ଧ୍ୟାନ ରଖି ଥାଉ | ଆପଣଙ୍କ ଜୀବନରେ ଏମିତି ଗୋଟିଏ ମୋଡ ଆସିବ ଯାହା ଆପଣଙ୍କ ଜୀବନକୁ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.