‘ମାଳିକା’ କଥା || ମନ୍ଦିରକୁ ଯିବା ସମୟରେ ଏମିତି ଭୁଲ କେବେ କରନ୍ତୁ ନାହିଁ ?ନଚେତ ଅକାଳରେ ଚାଲିଯିବା ଜୀବନ,ଜାଣନ୍ତୁ କଣ… ଦିବାକର ବାବା ||

0 146

ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହିତା ନାରୀର ସୁହାଗ ହେଉଛି ତାର ସିନ୍ଦୁର |ବିବାହିତା ନାରୀ ଜୀବନରେ ତାର ସିନ୍ଦୁରର ଗୁରୁତ୍ୱ ବହୁତ ଅଧିକ,ବିହାଵ ପରେ ସେମାନଙ୍କୁ ସିନ୍ଦୁର ଲଗାଇବା ଜରୁରୀ ହୋଇଯାଏ |ସମୟର ପରିବର୍ତନ କାରଣରୁ ବର୍ତମାନର କିଛି ମହିଳା ସିନ୍ଦୁର ପିନ୍ଧିବା ଜରୁରୀ ମନେ କରୁନାହାନ୍ତି, କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ |

ଜଣେ ନାରୀ ସିନ୍ଦୁର ପିନ୍ଧିଲେ ତାର ସୌନ୍ଦର୍ଯ୍ୟ ଆହୁରି ଅଧିକ ବଡ଼ିଯାଏ ଏବଂ ସେ ଅଧିକ ସୁନ୍ଦର ଦିଶେ |ଏହି ସିନ୍ଦୁର ଅଳ୍ପ ଟଙ୍କାରେ ମିଳିଲେ ମଧ୍ୟ ଏହାକୁ କେବେ ଶସ୍ତା ଭାବିବା ଉଚିତ ନୁହଁ, ସିନ୍ଦୁର ପିନ୍ଧିବାର ଅନେକ ନିୟମ ରହିଛି ଆଉ ଏହି ନିୟମକୁ ଵିଧି ପୂର୍ବକ ମାନିବା ଉଚିତ |

ଏହାଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ହେବା ସହିତ ସେ ଜୀବନରେ ଖୁସିରେ ରହେ, ଯେଉଁ ମହିଳା ସିନ୍ଦୁର ପିନ୍ଧିବାର ନିୟମକୁ ମାନନ୍ତି ନାହିଁ ତାଙ୍କର ସ୍ୱାମୀଙ୍କୁ ଧନ ଓ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ |ମୁଁ ଆଜି ଆପଣକୁ ସିନ୍ଦୁର ପିନ୍ଧିବାର କେତେକ ନିୟମ ବିଷୟରେ କହିବି ଯାହାକୁ ମାନିଲେ ଆପଣଙ୍କ ସ୍ୱାମୀଙ୍କ ଉପରକୁ ଆସୁଥିବା ଅନେକ ସମସ୍ୟାକୁ ଦୂର ହୋଇଯିବ |ତେବେ ଆସନ୍ତୁ ଏହାର ସମ୍ପୂର୍ଣ ନିୟମ ବିଷୟରେ ଜାଣିବା |

ପୁଅ ହେଉ କିମ୍ବା ଝିଅ ଏହି ଦୁନିଆରେ ସମସ୍ତେ ସମାନ ଅଟନ୍ତି, ଆପଣ ପୁତ୍ର ସନ୍ତାନ ପାଇବା ଆଶାରେ କେବେ କନ୍ୟା ସନ୍ତାନ ପ୍ରତି ଅତ୍ୟାଚାର କରନ୍ତୁ ନାହିଁ |ଆପଣଙ୍କ କୁଳ ରକ୍ଷା କରିବା ପାଇଁ ଆପଣ ପୁତ୍ର ସନ୍ତାନ ନିଶ୍ଚିତ ଚାହାଁନ୍ତି ତେଣୁ ଆପଣ ଏହି ତିନୋଟି ଟିପ୍ସ ନିଶ୍ଚିତ କରନ୍ତୁ |


ଆପଣ ପ୍ରତ୍ୟକ ଦିନ ନିଜର ପୂଜା ଘରେ ଠାକୁର ପୂଜା ସାରିବା ପରେ ଘିଅ ଦୀପ ନିଶ୍ଚିତ ଜଳୁଥିବେ, ମାତ୍ର ଆପଣ ଯଦି ପୁତ୍ର ସନ୍ତାନ ଚାଁହୁଛନ୍ତି ତେବେ ପ୍ରତ୍ୟେକ ସୋମବାର ଏବଂ ଶନିବାର ଦିନ ଭଗବାନଙ୍କୁ ନିଜର ମନ କଥା ଜଣାଇ ତାଙ୍କ ପାଖରେ ଦୁଇଟି ଘିଅ ଦୀପ ଜଳାନ୍ତୁ |ଦେଖିବେ ଏହିପରି କରିବା ଦ୍ଵାରା ଆପଣଙ୍କ ମନସ୍କାମନା ଭଗବାନ ନିଶ୍ଚିତ ପୂରଣ କରିବେ ଏବଂ ଆପଣ ପୁତ୍ର ସନ୍ତାନ ଲାଭ କରିବେ |

କଥାରେ କୁହାଯାଏ ଯେ ଜଣେ ଗର୍ଭବତୀ ନାରୀ ଗର୍ଭବତୀ ଥିବା ସମୟରେ ଯେଉଁ ବ୍ୟକ୍ତିଙ୍କ ମୁହଁ ସେ ତାର ଆଖି ସାମ୍ନାରେ ଅଧିକ ସମୟ ଦେଖିଥାଏ ତାର ସନ୍ତାନଟି ସେହିପରି ହୋଇଥାଏ, ତେଣୁ ଆପଣ ଗର୍ଭବତୀ ଥିବା ସମୟରେ ଯଦି ଏକ ସୁନ୍ଦର ଶିଶୁର ଫଟୋ ଆପଣଙ୍କ ଶୁଇବା ଘରେ ସାମ୍ନାରେ ଲଗାନ୍ତି ତେବେ ଏହା ଆପଣଙ୍କୁ ପୁତ୍ର ସନ୍ତାନ ଲାଭ କରିବାରେ ସହାୟକ ହୋଇଥାଏ |

ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହିତା ନାରୀର ସୁହାଗ ହେଉଛି ତାର ସିନ୍ଦୁର |ବିବାହିତା ନାରୀ ଜୀବନରେ ତାର ସିନ୍ଦୁରର ଗୁରୁତ୍ୱ ବହୁତ ଅଧିକ,ବିହାଵ ପରେ ସେମାନଙ୍କୁ ସିନ୍ଦୁର ଲଗାଇବା ଜରୁରୀ ହୋଇଯାଏ |ସମୟର ପରିବର୍ତନ କାରଣରୁ ବର୍ତମାନର କିଛି ମହିଳା ସିନ୍ଦୁର ପିନ୍ଧିବା ଜରୁରୀ ମନେ କରୁନାହାନ୍ତି, କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ |ଜଣେ ନାରୀ ସିନ୍ଦୁର ପିନ୍ଧିଲେ ତାର ସୌନ୍ଦର୍ଯ୍ୟ ଆହୁରି ଅଧିକ ବଡ଼ିଯାଏ ଏବଂ ସେ ଅଧିକ ସୁନ୍ଦର ଦିଶେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.