Dr Prasanta Kumar – କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?

0 1,663

ତେବେ ଏକ ମହିଳା ଯେତେ ବେଳେ ବିବାହ କରି ସାରେ ସେତେ ବେଳେ ତାର ବଡ଼ ସ୍ୱପ୍ନ ଥାଏ କିଏ ସେ କେବେ ମା ହେବ ଆଉ ମା ହେଲା ପରେ ସେ ଦୁନିଆଁ ର ସବୁ ଖୁସି ପାଇ ଯାଇ ଥାଏ | ଏକ ମହିଳା ଟିଏ ଯେତେ ବେଳେ ମା ହୋଇ ପାରି ନଥାଏ ସେତେ ବେଳେ ତାକୁ ସମସ୍ତେ ବନ୍ଧ୍ୟା ବୋଲି କହି ଥାଆନ୍ତି ଆଉ ତାର ସମ୍ପୂର୍ଣ୍ଣ ଜୀବନ ଟି ଅଭିଶପ୍ତ ପାଲଟି ଯାଏ |

ତେବେ ଶୂକ୍ରାଣୁ ରେ ଅଣ୍ଡା କମି ଗଲେ ହିଁ ଗର୍ଭବତୀ ହେବାରେ ସମସ୍ୟା ଉପୁଜି ଥାଏ | ତେବେ ଆମେ ଆଜି ଜାଣିବା ଯେ ଉଭୟ ପୁରୁଷ ଏବଂ ମହିଳା ଙ୍କର କେଉଁ ବୟସ ରେ ଶୂକ୍ରାଣୁ ଓ ଅଣ୍ଡା ସଂଖ୍ୟା ଆରମ୍ଭ କରେ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |


ସାଧାରଣତଃ ପୁରୁଷ ମାନଙ୍କର 50 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମିଯାଏ ଏବଂ ମହିଳା ମାନଙ୍କର 60 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଇଥାଏ | କେବଳ ବୟସ ରେ ଯେ ଶୂକ୍ରାଣୁ ର ସମସ୍ୟା ହୁଏ ତାହା ନୁହେଁ ବରଂ ଏହା ସହିତ ଅନେକ ସମସ୍ୟା ରହି ଥାଏ ଯାହା ଦ୍ୱାରା ଶୂକ୍ରାଣୁ ରେ ସଂଖ୍ୟା କମ ଥାଏ | ଏମିତି ପୁରୁଷ ମଧ୍ୟ ରହିଛନ୍ତି ଯେଉଁ ମାନଙ୍କର ଜନ୍ମ ରୁ ହିଁ ଜେନେଟିକ ସମସ୍ୟା ରହିଛି ଏବଂ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ ଶୂକ୍ରାଣୁ ପ୍ରଡ଼କ୍ସନ ରେ ସମସ୍ୟା ଦେଖା ଯାଇଥାଏ | ଆଉ କିଛି କିଛି ପୁରୁଷ ଅଛନ୍ତି ଯଦି ସେମାନଙ୍କର ସେହି ଜାଗାରେ ମାଡ଼ ହୋଇଥିବ ତେବେ ଶୂକ୍ରାଣୁ କମ ହୋଇ ଯିବ |


ଆଉ ଯଦି ଆମେ ମହିଳାଙ୍କ କଥା କହିବା ତେବେ ମହିଳାଙ୍କର ବୟସ ରେ ଏହା ବହୁତ ପ୍ରଭାବ ପକାଇ ଥାଏ | ମହିଳା ଙ୍କର 30 ବର୍ଷ ବୟସ ରେ ଯେତିକି ଫଟିଲାଇଜ ର କ୍ଷମତା ରହି ଥାଏ ତାପରେ ତାହା କମିଯାଏ | ତେବେ 35 ବର୍ଷ ପରେ ବର୍ଷରେ ଶିଗ୍ନିଫିକାଲି କମିଯାଏ ଆଉ ୪୦ ବର୍ଷରେ ଶୂକ୍ରାଣୁ ର ସଂଖ୍ୟା ବହୁତ କମିଯାଏ | ସାଧାରଣତଃ ମହିଳା ମାଆ ନହୋଇପାରିବା ଯୋଗୁଁ ସେମାନଙ୍କୁ ବନ୍ଧ୍ୟା ବୋଲି କୁହାଯାଏ ଏହା ଯାହା ସଂମ୍ପର୍ଣ୍ଣ ଭୁଲ ଅଟେ ଏହାକୁ ଡାକ୍ତରୀ ଭାଷାରେ ସେମାନଙ୍କୁ ସନ୍ତାନ ହୀନ ବୋଲି କୁହାଯାଇ ଥାଏ |

ଏହା ସହିତ ମହିଳା ମାନଙ୍କର ଓଜନ ବଢ଼ିବା, ଖାଇବା କମିଯିବା, ଜଙ୍କ ଫୁଡ ବା ଫାଷ୍ଟ ଫୁଡ ଆଦି ଖାଦ୍ୟ ଖାଇବା ଏହା ଆମ ଶରୀର ରେ ହର୍ମୋନ କୁ ସମ୍ପୂର୍ଣ୍ଣ ଭାବରେ ଇନବାଲାନ୍ସ କରି ଥାଏ | ଏହା ସହିତ ମହିଳା ମାନେ ଅଧିକ ଷ୍ଟ୍ରେସ ନେଲେ ଏସବୁ କାରଣ ରୁ ଏହି ସମସ୍ୟା ମଧ୍ୟ ଦେଖା ଯାଇଥାଏ |

ଏହା ସହିତ ପୁଣି ଆଜିକାଲି ଯୁଗରେ ଅନେକ ଦମ୍ପତି ନିଜର ବୟସ ଦେଖି ବେବି ପାଇଁ ପ୍ଲାନ କରୁଛନ୍ତି, ଯାହାଦ୍ୱାରା ନେଚୁରାଲ ଗର୍ଭଧାରଣ ର କ୍ଷମତା କମି ଯାଉଛି ଆଉ ଏହା ସବୁଠୁ ମୁଖ୍ୟ କାରଣ ଅଟେ | ଏମାନଙ୍କ କ୍ଷେତ୍ର ରେ ଟେସା ଆଣ୍ଡ ଟେସା ଟେକନିକ ର ଆପଣ ମାନେ ବ୍ୟବହାର କରି ପରିବେ, ଯାହା ଦ୍ୱାରା ଆପଣ ମାନଙ୍କର ଶୁ-କ୍ରାଣୁ ବାହାର କରାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.