Jyotisha Shastra – ଶନିଦେବ ଚଳିଲେ ଓଲଟା ଗତି ! ଯଦି ଆପଣଙ୍କ ରାଶି ବୃଷ, କନ୍ୟା, କର୍କଟ, କୁମ୍ଭ, ବିଛା ଓ ଧନୁ ରାଶି ଅଟେ, ତେବେ ଜାଣନ୍ତୁ ପ୍ରଭୁ ଶନିଦେବ ଙ୍କ କୃପାରୁ କ’ଣ ସବୁ ଘଟିବାକୁ ଯାଉଛି….
ଯେତେବେଳେ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଏ ତାପରେ ତାର ଜନ୍ମ କୁଣ୍ଡଳୀ ପ୍ରସ୍ତୁତ କରାଯାଏ। କାରଣ ସେଥିରୁ ତାର ଭବିଷ୍ୟତ କଥା ଜଣାଯାଇଥାଏ। ଏହା ସହିତ ଗ୍ରହ ମାନଙ୍କର ଚଳନରେ ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ଦେଖାଯାଇଥାଏ। ଆପଣ ତ ଜାଣନ୍ତି ଶନି ଦେବ ଆମ ନ୍ୟାୟ ର ଦେବତା ଅଟନ୍ତି। ଯିଏ ଯେଉଁ ଅନୁସାରେ କର୍ମ କରିଥାନ୍ତି ଭଗବାନ ଶନି ତାଙ୍କୁ ସେହିଭଳି ଭାବରେ ଫଳ ପ୍ରଦାନ କରିଥାନ୍ତି। ସମସ୍ତେ କିଛି ଅସୁବିଧା ର ସମ୍ମୁଖୀନ ହେଲେ ପ୍ରାୟତଃ ଶନି ଦେବଙ୍କ ର କୁଦୃଷ୍ଟି ଲାଗିଛି
ବୋଲି କହିଥାନ୍ତି। କିନ୍ତୁ ଏଭଳି ହୋଇ ନଥାଏ। ଯିଏ ଭଲ ଭଲ କର୍ମ କରିଥାନ୍ତି ସେହି ଲୋକଙ୍କ ଉପରେ ଶନି ଦେବଙ୍କ ର ଅପୂର୍ବ ଆଶିର୍ବାଦ ରହିଥାଏ। ଯେଉଁମାନେ କୁକର୍ମ କରିଥାନ୍ତି ସେମାନଙ୍କ ଉପରେ ଶନି ଦେବଙ୍କ ର ଖରାପ ବକ୍ର ଦୃଷ୍ଟି ପଡ଼ିଥାଏ।ତେବେ ଶନି ଦେବଙ୍କ କୃପା ରୁ ଏହି ୫ ଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି, ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।
୧- କର୍କଟ ରାଶି
ଭଗବାନ ଶନି ଦେବଙ୍କ କୃପା ରୁ ଆପଣଙ୍କର ଖୁସି ର ଦିନ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଏବେଠାରୁ କୌଣସି ସମସ୍ୟା ରହିବ ନାହିଁ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି ଏବଂ ଯେଉଁମାନେ ବହୁତ ଦିନରୁ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଆଶାନୁରୂପ ଚାକିରି ମିଳିପାରେ।
୨- କନ୍ୟା ରାଶି
କନ୍ୟା ରାଶି ର ବ୍ୟକ୍ତି ମାନଙ୍କର ଅଚାନକ ଧନ ପ୍ରାପ୍ତି ଯୋଗ ରହିଛି ଏବଂ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣିଥରେ ପୂର୍ଣ ହେବ। ଆପଣ ମାନଙ୍କ ପାଇଁ ଏହି ସମୟଟି ବହୁତ ଫଳ ଦାୟକ ରହିବ। ବ୍ୟାପାର କ୍ଷେତ୍ରରେ ସାହାଯ୍ୟ ମିଳିବ ଏବଂ ବ୍ୟାପାର ମଧ୍ୟ ବୃଦ୍ଧି କରିବ। ଭଗବାନ ଶନି ଦେବଙ୍କ କୃପାରୁ ଏବେ ଆପଣଙ୍କର ସମସ୍ତ କଷ୍ଟ ଦୂର ହେବ ଏବଂ ଆପଣଙ୍କ ପାଇଁ ଏହି ସମୟ ଟି ବହୁତ ଲାଭଦାୟକ ରହିବ।
୩- ବୃଷ ରାଶି
ଏହି ରାଶି ଉପରେ ଶନି ଦେବ ବହୁତ ପ୍ରସନ୍ନ ରହିଛନ୍ତି କାରଣ ଏହି ସମୟ ଭିତରେ ଆପଣଙ୍କୁ ହଠାତ୍ ଧନ ଲାଭ ଦେଖିବାକୁ ପାଇବେ। ଏହି ସମୟରେ ଆପଣଙ୍କ ମନ କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସମସ୍ତ କାର୍ଯ୍ୟ କୁ ଠିକ୍ ଢଙ୍ଗରେ କରିବାର ନଜର ଆସିବେ। ଘର ପରିବାରର ସୁନ୍ଦର ବାତାବରଣ ରହିବ। ଘରେ ଅନେକ ଆନନ୍ଦ, ଉତ୍ସାହ ଦେଖିବାକୁ ମିଳିବ।
୪- କୁମ୍ଭ ରାଶି
ଶନି ଦେବଙ୍କ କୃପାରୁ ଆପଣଙ୍କ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ନୂଆ ଚାକିରି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ହେବ ଏବଂ ବିଦ୍ୟାର୍ଥୀ ମାନେ ପାଠପଢ଼ାରେ ସଫଳ ରହିବେ। ଏହି ସମୟ ଆପଣଙ୍କ ପାଇଁ ଚମତ୍କାର ଠାରୁ କମ୍ ହେବ ନାହିଁ।
୫- ବିଛା ରାଶି
ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ଏମାନେ ପ୍ରଚୁର ପରିମାଣରେ ଧନର ଲାଭବାନ ହେବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ବଢ଼ିବ ଏବଂ ଆଗାମୀ ଜୀବନରେ ଯେତେ ବି ସମସ୍ୟା ରହିଛି ତାହା ସର୍ବଦା ପାଇଁ ଦୂରେଇ ଯିବ। ଏହି ରାଶି ର ଲୋକମାନଙ୍କୁ ସବୁ ପ୍ରକାର ର ସୁଖ ସୁବିଧା ମିଳିବ।