ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” Mere ankho ka kajal ” ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…..
ବର୍ତ୍ତମାନର ସୋସିଆଲ ମିଡିଆରେ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ବର୍ତ୍ତମାନର ପିଲା ମାନଙ୍କ ନିକଟରେ ଏଭଳି କିଛି କଳା ରହିଛି, ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ହେବା ପାଇଁ ମଧ୍ୟ ଚେଷ୍ଟା କରି ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି।
ତେବେ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ସବୁବେଳେ ନୂଆ ନୂଆ ଭିଡିଓ ଶୁଣିବାକୁ ବା ଦେଖିବାକୁ ଆମକୁ ମଧ୍ୟ ବହୁତ ପସନ୍ଦ ଆସିଥାଏ | ତେବେ ବେଳେ ବେଳେ କିଛି ଏଭଳି ଘାଟଣ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନଙ୍କର ବ୍ଯସ୍ତ ମୟ ଜୀବନରେ ଟିକିଏ ମନୋରଞ୍ଜନ ହେବା ସହିତ ବହୁତ ଖୁସି ମଧ୍ଯ ମିଳିଥାଏ। ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆଜି କାଲି ସୋସିଆଲ ମିଡ଼ିଆ ଯୁଗ ହୋଇଛି ସମସ୍ତେ ଯିଏ ଯାହାର ଟେଲେଣ୍ଟ କୁ ଦେଖାଇବା ପାଇଁ ବ୍ୟସ୍ତ ଥାଆନ୍ତି | ତେବେ ଲୋକ ମାନେ ନିଜ ପାଖରେ ଥିବା ଗୀତ ନାଚ ଏମିତି କି ବିଭିନ୍ନ ପ୍ରକାରର କଳା ଆଉ ପ୍ରତିଭା କୁ ଦେଖାଇଥାନ୍ତି ଲୋକ ମାନଙ୍କ ପାଖରେ ନିଜେ ପ୍ରସଂଶା ର ପାତ୍ର ହେବା ପାଇଁ | ଆଉ ଏମିତି କିଛି କରି ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନାଇବା ସହିତ ନିଜର କେରିୟର ମଧ୍ୟ ଗଢିବା ପାଇଁ ଚାହିଁଥାନ୍ତି ଆଜିର ଲୋକ ମାନେ |
ତେବେ ଆଜି କାଲି ପିଲା ଠାରୁ ଆରମ୍ଭ କରିକି ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭା କୁ ଦେଖାଇବା ପାଇଁ ଆଗ୍ରହୀ ଅଛନ୍ତି | ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦେଖା ଯାଉଛି କି ଯୁବତୀ ଜଣଙ୍କ ଭାଇରାଲ ହେବା ପାଇଁ ଏକ ଡାନ୍ସ କରୁଛନ୍ତି।
ଭିଡିଓରେ ଝିଅ ଜଣଙ୍କ ସୁନ୍ଦର ଭାବରେ ” ତେରେ ଅଖୋକା କାଜଲ ” ଗୀତରେ ଅଣ୍ଟା କୁ ହଳାଇ ନାଚିବାକୁ ଲାଗିଛନ୍ତି | ଗୀତର ତାଳେ ତାଳେ ବହୁତ ସୁନ୍ଦର ଭାବରେ ନାଚିଛନ୍ତି ଯୁବତୀ।ଆଉ ତାଙ୍କର ଡାନ୍ସ ଦେଖି ସମସ୍ତଙ୍କ ମନ ଉଲ୍ଲସିତ ହୋଇଯାଇଥିବ ନିଶ୍ଚୟ। ଝିଅଟି ତାର ଡାନ୍ସ ର ଜଲୱାରେ
ସମସ୍ତଙ୍କୁ ଆକୃଷ୍ଟ କରେଇଛି | ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏବଂ ଲୋକମାନେ ତାହାକୁ ଦେଖି ପ୍ରଶଂସା ନ କରି ମଧ୍ଯ ରହି ପାରି ନାହିଁନ୍ତି। ଆପଣ ମାନେ ମଧ୍ଯ ଥରେ ଏହି ଡାନ୍ସ ଭାଇରାଲ ଭିଡିଓ ଟି ଦେଖନ୍ତୁ ଏବଂ ତାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।