Pregnancy Tips – ଗୋରା ଛୁଆ କେମିତି ହେବ ? ମାତ୍ର କରନ୍ତୁ ଏହି ଉପାୟ କ୍ଷୀର ଭଳି ଚମକିବ ଆପଣଙ୍କ ପିଲା…
ହଁ ଦର୍ଶକ ବନ୍ଧୁ ଆମେ ଜାଣିଛି କି ନାରୀ ମାନଙ୍କର ଗର୍ଭବତୀ ହେବା ମଧ୍ୟ ଜୀବନର ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ଘଟଣା ଅଟେ | ତେବେ ଗର୍ଭବସ୍ଥା ର ପ୍ରଥମ ପର୍ଯ୍ୟାରୁ ରୁ ଯଦି ଆପଣ ଆପଣ ଡ଼କ୍ଟର ଙ୍କ ପରାମର୍ଶ ନେବେ ନିୟମିତ ଭାବେ ଚେକପ କରିଲେ ଗର୍ଭ ଜନିତ ଜଟିଳତାକୁ ଏଡାଇଦେଇ ପାରିବେ |
ଏହା ସହିତ ପ୍ରସବ ସହଜ ଓ ସରଳ ହେଇପାରିବ | ଏହା ଛଡା ଜଣେ ମହିଳା ଗର୍ଭବତୀ ହେଲା ପରେ ସେ ଜାଣିବାକୁ ଚେଷ୍ଟା କରେ ତାଙ୍କ ପେଟ ଥିବା ପିଲା ଟି ପୁଅ ନା ଝିଅ | ତେଣୁ ସେ ପାଇଁ ସେ ଅଧିକାଂଶ ସମୟରେ ଡାକ୍ତର ଙ୍କ ପରାମର୍ଶ ନେବା ରେ ଦେଖା ଯାଇଥାଏ |
ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଗର୍ଭବସ୍ଥା ପୂର୍ବରୁ ଓ ଗର୍ଭବସ୍ଥା ପରେ କେମିତି କଣ ଆପଣଙ୍କ ଯତ୍ନ ନେବେ ସେ ବିଷୟରେ ଆଲୋଚନା କରିବା |ତେବେ ବନ୍ଧୁଗଣ ଆମେ ଜାଣି ରଖିବା ଆବଶ୍ୟକ କି ଜଣେ ଗର୍ଭବତୀ ମହିଳା ଗର୍ଭଧାରଣ କରିବା ପୂର୍ବରୁ ପ୍ରଥମେ ମା ‘ ଉଚ୍ଚତା ମା ଓଜନ ମାପିବା ଆବଶ୍ୟକ |
ଯଦି ମା ର ଉଚ୍ଚାତା ଠିକ ଅଛି ଓଜନ କମି ଯାଇଛି ବା ଓଜନ ବଢି ଯାଇଛି ତାହାଲେ ସେତେବେଳେ ପେଟରେ ଥିବା ଶିଶୁ ଉପରେ ଏହାର ପ୍ରଭାବ ପଡିଥାଏ | ଯେମିତିକି ପିଲା ହୃଷ୍ଟ ପୃଷ୍ଟ ହେଇ ଜନ୍ମ ନ ହେବା ରୋଗଆକ୍ରାନ୍ତ ହେବା ପରି ସମସ୍ୟା ଦେଖା ଦିଏ | ଏହା ବ୍ୟତୀତ ଆଉ ଏକ ପରୀକ୍ଷା ନିହାନ୍ତି ଆବଶ୍ୟକ ତାହା ହେଉଛି ବାପା ମା ରକ୍ତ ପରୀକ୍ଷା |
ତେବେ ଗର୍ଭଧାରଣ କରିବା ପୂର୍ବରୁ ବାପା, ମା, ଙ୍କୁ ତାଙ୍କର ରକ୍ତ ପରୀକ୍ଷା କରିନେବା ଆବଶ୍ୟକ କାରଣ ଯଦି ଆପଣଙ୍କ ରକ୍ତ ରେ ହିମୋଗ୍ଲୋବିନ ର ପରିମାଣ ସଠିକ ରହିଥିବ ତାହାଲେ ଆଉ କିଛି ଅସୁବିଧା ହେବ ନାହିଁ | କାରଣ ବେଳେ ଦେଖା ଯାଏ ଯେ ବାପା ‘ମା ‘ଙ୍କ ରକ୍ତ ପରୀକ୍ଷା ବେଳେ ମା ‘ ନେଗେଟିଭ ଥିବ ତ ବାପା ଙ୍କର ତାହା ପୋଜେଟୀଭ ତେଣୁ ସେତେବେଳେ ଏହା ଅସୁବିଧା ହେଇଥାଏ |
ଯଦି ଦୁଇ ଜଣଙ୍କର ନେଗେଟିଭ ଥାଏ | ତାହାଲେ ସେତେବେଳେ କିଛି ଅସୁବିଧା ନ ଥାଏ |ତାହା ବ୍ୟତୀତ ପ୍ରେଗ୍ନେଣ୍ଟ ହେବା ପୂର୍ବରୁ ଆମେ ଜାଣିବା ଆବଶ୍ୟକ କି ବ୍ଲଡ଼ ଗ୍ରୁପ କଣ ଅଛି | ଯଦି ବାପା ଙ୍କର ବ୍ଲଡ଼ ଗ୍ରୁପ ନେଗେଟିଭ ଥାଏ ତାହେଲେ କୌଣସି ଅସୁବିଧା ନାହିଁ |
କିନ୍ତୁ ଯଦି ମହିଳା ଜଣଙ୍କର ବ୍ଲଡ଼ ଗ୍ରୁପ ନେଗେଟିଭ ହୋଇଥାଏ ତାହେଲେ ପ୍ରେଗ୍ନେସି ରେ ଅସୁବିଧା ହୋଇପାରେ ତେଣୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ |ତାହା ବ୍ୟତୀତ ମହିଳା ଙ୍କର ସୁଗାର, ଥାଇରୋଏଡ଼, ଇ. ସି. ଜି ସବୁ ପ୍ରକାରର ପରୀକ୍ଷା କରିବା ଆବଶ୍ୟକ ହୋଇଥାଏ |ତେବେ ଏହା ପରେ ଗର୍ଭ ଧାରଣ ପୂର୍ବରୁ 15 ଦିନ ଆଗରୁ ଫଲିକ ଏସିଡ ଖାଇବା ଆବଶ୍ୟକ ହୋଇଥାଏ |ଯଦି ସେମିତି ଉପାୟରେ ଔଷଧ ଖାଇବା ତାହେଲେ ପିଲା ମାନଙ୍କର ନର୍ଭ ଜନିତ କୌଣସି ସମସ୍ୟା ଉପୁଯିବ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।