Jyotisha Shastra – ଆଜିଠାରୁ ଏହି 5 ରାଶିରେ ହେବ ପ୍ରବଳ ଧନବର୍ଷା, ଶନି ଦେବଙ୍କ କୃପା ପାଇବେ ଏହି ରାଶି,ପୁରା ୩୩ ବର୍ଷ ଯାଏ ମିଳିବ ବଡ ଖୁସି ଖବର…

0 219

ଗ୍ରହ ନକ୍ଷତ୍ର ମାନଙ୍କ ର ଲଗାତାର ସ୍ଥିତି ବଦଳୁ ଥିବାରୁ ଆକାଶମଣ୍ଡଳ ରେ କେତେ ଯୋଗ ନିର୍ମାଣ ହୋଇଥାଏ । ଏହି ସଂଯୋଗ ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ବର୍ତ୍ତମାନ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଯାହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି ।ତେବେ ଗ୍ରହ ମାନଙ୍କ ଚଳନ ପ୍ରଭାବ ରେ ଜୀବନ ରେ ଖୁସି କି ଦୁଃଖ ଆସିଥାଏ । ସେମିତି ରେ ତ ଜୀବନ ରେ ଦୁଃଖ ନଥିଲେ ସୁଖ ର ଆନନ୍ଦ ମିଳି ପାରେ ନାହିଁ। ଗ୍ରହ ଓ ରାଶି ମାନଙ୍କ ର ପରିବର୍ତ୍ତନ ପାଇଁ ମଣିଷ ଜୀବନ ରେ ପରିବର୍ତ୍ତନ ଦେଖା ଯାଇଥାଏ ।

ବର୍ତ୍ତମାନ ଶନି ଦେବ ଏହି 5 ଟି ରାଶି ଉପରେ ପ୍ରସନ୍ନ ହେବା ସହ ଏମାନଙ୍କୁ ପ୍ରଚୁର ଧନ ସମ୍ପତି ପ୍ରାପ୍ତି କରିବାର ସୁଯୋଗ ଦେବେ । ଶନି ଦେବ ଙ୍କ କୃପା ଯେତେବେଳେ ପ୍ରାପ୍ତି ହୁଏ ସେତେବେଳେ ଜୀବନ ରେ କୌଣସି ସମସ୍ୟା ଯେମିତି ମାନହାନି , ଦୁର୍ଘଟଣା , ରୋଗ ବ୍ୟାଧି ଆଦି କେବେବି ପାଖ ମାଡ଼ି ନଥାଏ । ତେଣୁ ସବୁବେଳେ ଶନି ଦେବ ଙ୍କ ପୂଜା ଓ ଆରାଧନା କରିବା ଜରୁରୀ ହୋଇଥାଏ। ତେବେ ଆଜି ଆମେ ସେହି 5 ଟି ରାଶି ବିଷୟ ରେ କହିବାକୁ ଯାଉଛୁ ଯେଉଁ ରାଶିର ବ୍ୟକ୍ତି ମାନଙ୍କ ଉପରେ ଆଗାମୀ 33ବର୍ଷ ପର୍ଯ୍ୟନ୍ତ ଶନି ଦେବଙ୍କର କୃପା ରହିବ ।

ବୃଷରାଶି :-

 


ବୃଷ ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ନିଜର କୃପାଦୃଷ୍ଟି ରଖିବେ , ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନସମ୍ମାନର ପ୍ରାପ୍ତି ହେବ । ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାରେ ଯୋଗ ମଧ୍ୟ ବନୁଛି । ଏହା ସହିତ ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳି ପାରିବ , ଆପଣ ମାନେ ନିଜର ଶତୃ ମାନଙ୍କ ଉପରେ ବିଜୟ ଲାଭ କରିବେ ।

ସିଂହରାଶି :-
ଶନି ମହାରାଜଙ୍କ କୃପା ଦୃଷ୍ଟି ଲଗାତାର ଭାବରେ ରହିବ , ଆପଣ ମାନଙ୍କ ଜୀବନରେ ଯାହା କିଛି ସମସ୍ୟା ରହିଥିଲା , ସେହି ସବୁ ସମସ୍ୟା ଗୁଡିକର ଅନ୍ତ ଘଟିବ । ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ । ଆପଣଙ୍କୁ ଆପଣଙ୍କ କିଛି ସାଙ୍ଗ ବା ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ , ଗୁରୁଜନ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ।

କନ୍ୟାରାଶି :-

 


ଏହି ରାଶିର ସବୁ ଲୋକଙ୍କୁ ଆଗାମୀ ଆସୁଥିବା ସମୟରେ ମନ ଚାହୁଁଥିବା ଚାକିରୀ ମିଳିବ , ଏହା ସହିତ ଏହି ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ । ଆପଣଙ୍କ ଜୀବନରେ ଆଗକୁ ଆସିବାକୁ ଥିବା ସମସ୍ତ କଷ୍ଟ ଦୂର ହୋଇଯିବ , ଯେଉଂ ଲୋକମାନେ ଚାକିରୀ ଖୋଜୁଛନ୍ତି , ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ ।

ତୁଳାରାଶି :-
ତୁଳାରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ଖୁସୀପୂର୍ଣ୍ଣ ରହିବେ , ଖାସ୍ କରି ଯେଉଁ ବ୍ୟକ୍ତି ମାନେ ବ୍ୟାପାରୀ ଅଟନ୍ତି , ସେମାନଙ୍କୁ ସେମାନଙ୍କ ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ରହୁଛି । ଆପଣଙ୍କ କାରବାରରେ ଦିନକୁ ଦିନ ଲାଭ ବଢିଯିବ , କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇ ପାରେ ।

କୁମ୍ଭରାଶି :-
କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ , ଆପଣଙ୍କ ଜୀବନରେ ସବୁ ପ୍ରକାର ବାଧା ଦୂର ହୋଇଯିବ । ପ୍ରେମ ସମ୍ୱନ୍ଧରେ ଯେଉଁମାନେ ରହିଛନ୍ତି ସେମାନଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.