omg – ଏହି ଛୋଟ ଛୁଆ ଯାହା କହିଲା ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦବନି,ଦେଖନ୍ତୁ viral ଭିଡ଼ିଓ ଟିକୁ….

0 3,472

ତେବେ ଆଜି ଆମେ ଏତେ କଥା କହି ବାର ମାନେ ହେଉଛି ଆଜି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି । ଯେଉଁ ଭିଡିଓ କୁ ଲୋକ ମାନେ ଦେଖି ପିଲା ଟିକୁ ବହୁତ ପ୍ରଶଂସା କରି ଛନ୍ତି । କେବଳ ସେତିକି ନୁହେଁ ଭିଡିଓ ଟିକୁ ଯେ କେହି ବି ଦେଖୁଛି , ସେ ନ ହଂସୀ ରହି ପାରୁ ନାହିଁ ।

ତେବେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି ଗୋଟେ ଛୋଟ ପିଲା କୁ , ସେହି ଛୋଟ ପିଲା ଟି ଓଡ଼ିଆ ଓ ହିନ୍ଦୀ ଇଂଲିଶ ରେ ଯାହା କହୁଛି ତାହା ଆପଣ ମାନେ ସୁଣିଲେ ପୁରା ପାଗଳ ହୋଇ ଯିବେ । ତେବେ ଯେ କେହି ଏ ଭିଡିଓ କୁ ଦେଖୁଚି ଲାଇକ ନ କରି ରହି ପାରୁ ନାହିଁ ।

ଛୋଟ ପିଲା ମାନଙ୍କର ବହୁତ ବୁଦ୍ଧି ରହି ଥିବା ସହିତ ବହୁତ ମନେ ରଖିବା ଶକ୍ତି ମଧ୍ୟ ରହି ଥାଏ । ସାଧରଣ ଭାବରେ ଦେଖିବା ପାଇଁ ଗଲେ ଯଦି ଗୋଟେ ପିଲା ଛୋଟ ବେଳେ ଯେତିକି ସମୟ ପାଠ ପଢି ଥାଏ । ତାର ପାଠ ପଢି ବାର 70 ପ୍ରତିଶତ ମନେ ରଖି ଥାଏ ।

କିନ୍ତୁ ଗୋଟେ ବଡ଼ ପିଲା ଯେତିକି ପାଠ ପଢି ଥାଏ ସେ ସେତିକି ମନେ ରଖି ନ ଥାଏ । ଆଉ ଗୋଟେ ବଡ଼ କଥା ହେଲା ଛୋଟ ପିଲା ଗୋଟେ ପାଠ କୁ ବହୁତ ଦିନ ଧରି ମନେ ରଖି ପାରନ୍ତି କିନ୍ତୁ ଗୋଟେ ବଡ଼ ପିଲା ଆଜି ଯଦି ଗୋଟେ ପାଠ ପଢି ଥାଏ , ତାର ଠିକ 5 ଦିନ ବେକକୁ ସେ ଭୁଲି ଯାଇ ଥାଏ ।

କିନ୍ତୁ ଗୋଟେ ଛୋଟ ପିଲା 5 ମାସ ପର୍ଯ୍ୟନ୍ତ ମନେ ରଖି ଥାଏ । ତେବେ ଯୋଦି ଆପଣ ଏହାକୁ ମିଛ ବୋଲି ଭାବୁ ଛନ୍ତି , ତାହାଲେ ଏହାକୁ ପରୀକ୍ଷା କରି ଦେଖ । ହେଲେ ଗୋଟେ କଥା ଛୋଟ ପିଲା ଙ୍କର ବୁଝିବା ଶକ୍ତି ବହୁତ କମ ରହି ଥାଏ । କିନ୍ତୁ ବଡ଼ ପିଲା ଯେକୌଣସି ପାଠ କୁ ସେ ବୁଝି ପାରିବା ର ଶକ୍ତି ରହି ଥାଏ ।

ତେବେ ଛୋଟ ପିଲା ଟି ଯେଉଁ ଭଳି ଭାବରେ କଥା କହୁଛି ଆପଣ ମାନେ ସୁଣିଲେ ଖୁସିରେ ପୁରା ପାଗଳ ହୋଇ ଯିବେ । ତେବେ ପିଲାଙ୍କ ର ଟେଲେଣ୍ଡ ନୁହେଁ । ଏହା ପିଲାର ବାପା ମା ଙ୍କର ଟ୍ୟାଲେଣ୍ଡ ଅଟେ । କାରଣ ବାପା ମା ପିଲା କୁ ସେହି ଭଳି ଗଢି ଛନ୍ତି ।

ସବୁ ପରେ ମଧ୍ୟ ଭଗବାନ ଙ୍କ ର ଆଶୀର୍ବାଦ ବହୁତ ରହି ଥାଏ । କିମ୍ବା ପୂର୍ବ ଜନ୍ମ ର କର୍ମ ଫୋଳ ରହି ଥାଏ । ପୂର୍ବ ଜନ୍ମ ର କର୍ମ ଫୋଳ ନ ଥିଲେ ଏ ଜନ୍ମ ରେ କେହି କେବେ ବଢି ପାରିବ ନାହିଁ । ତେବେ ନିଜ ପିଲା କୁ ଏମିତି ଗଢ଼ନ୍ତୁ ଯେମିତି ସାରା ଦୁନିଆ ଆପଣଂକୁ ଜାଣିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.