ias interview – ସ୍ତ୍ରୀ ସବୁବେଳେ ତାର ସ୍ୱାମୀର ବାମ ପଟେ କଣ ପାଇଁ ଶୋଇଥାଏ ?ସାହସ ଅଛିତା ଉତ୍ତର ଦିଅ…..
ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡି ଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତା ରେ ଥାନ୍ତି କି କି ଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନ ଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଦେଖନ୍ତୁ ଜାଣନ୍ତୁ କିଛି ପ୍ରଶ୍ନ ଓ ତାର ଉତ୍ତର ।
UPSC ପରୀକ୍ଷା ସବୁ ଠୁ କଷ୍ଟ ପରୀକ୍ଷା ଅଟେ ଓ ଏଥି ରେ ପାସ କରିବା କୁ ହେଲେ ବହୁତ ପରିଶ୍ରମ ବି କରିବା କୁ ପଡି ଥାଏ । ଏହା ଏଥି ପାଇଁ କି IAS ଓ IPS ହେବା କୁ ହେଲେ ଖାଲି ୟୁପିଏସସି ପରୀକ୍ଷା ପାସ କରିବା କୁ ହୁଏ ନାହିଁ । ପ୍ରି – ମେନ୍ସ ପାସ ପରୀକ୍ଷା କରିବା ପରେ କ୍ୟାଣ୍ଡିଡେଟ କୁ ଇଣ୍ଟରଭିୟୁ ବି ପାସ କରିବା କୁ ପଡି ଥାଏ । ଦେଖା ଯାଇଛି କି ଇଣ୍ଟରଭିୟୁ ରେ ବହୁତ କ୍ୟାଣ୍ଡିଡେଟ ଫେଲ ହୋଇଥାନ୍ତି ।
1:- ଜଣେ ଭାଇ ତା ଭଉଣୀ କୁ ଗୋଟିଏ ଫଳ ଦେଲା କହିଲେ କୁ ଭୋକ ହେଲେ ଖାଇବୁ ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ ତାହା କଣ ?
Ans:- ନଡ଼ିଆ
2:- କେଉଁ ବୁକ୍ ଛପା ହୋଇ ନାହିଁ ?
Ans:- Facebook
3:- ସେଇଟା କେଉଁ ଜିନିଷ ତାକୁ ବେବହାର କରିବା ପାଇଁ ଭାଙ୍ଗିବାକୁ ପଡ଼ିଥାଏ ?
Ans:- ଅଣ୍ଡା
4:- କେଉଁ ଗଛ ର ପତ୍ର ପୂଜାରେ ଲାଗେ ଓ ଆମେ ଖାଇଥାଉ ?
Ans:- ପାନ ପତ୍ର
5:- ଘରେ ଦୁଇଟି ଦ୍ବାର ରହିଛି ଗୋଟିଏ ମୁଖ୍ୟଦ୍ୱାର କବାଟ ଅନ୍ୟଟି ନାମ କଣ ?
Ans:- ଝରକା
6:- ଭାରତର ଜାତୀୟ ସ୍ତମ୍ଭ ର ନାମ କଣ ?
Ans: – ଅଶୋକ ସ୍ତମ୍ଭ
7:- ଭାରତର ଜାତୀୟ ଧ୍ବନି ର ନାମ କଣ ?
Ans:- ଶଙ୍ଖ ଧ୍ବନି
8:- ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?
Ans:- କୋଲକାତା
9:- ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?
Ans: – ଭୁନେଶ୍ବର
10:- ଭାରତର ମୁଖ୍ୟ ଶୃଙ୍ଗ ର ନାମ କଣ ଓ ଏହାର ଉଚ୍ଚତା କେତେ ?
Ans:- ଏଭରେଷ୍ଟ ଶୃଙ୍ଗ ଓ ଏହାର ଉଚ୍ଚତା ୮୮୫୦ ମିଟର
11:- ଭାରତର ମୁଖ୍ୟ ଜଳ ବିଦ୍ୟୁତ୍ ନେଭେଲି ପାୱାର ଷ୍ଟେସନ କେଉଁ ଠାରେ ଅବସ୍ଥିତ ?
Ans:- ତାମିଲନାଡୁ
12:- ଟ୍ରମ୍ବେ ଥର୍ମାଲ ପାୱାର ଷ୍ଟେସନ କେଉଁ ଠାରେ ଅବସ୍ଥିତ ?
Ans:- ମହାରାଷ୍ଟ୍ର
13:- ଭାରତରେ ପ୍ରଧାନ କୃଷି ଧାନ କେଉଁ ଠାରେ ହୋଇଥାଏ ?
Ans:- ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ, ମଧ୍ୟପ୍ରଦେଶ,ବିହାର, ତାମିଲନାଡୁ ଓ ଓଡ଼ିଶା
14:- ଗହମ କେଉଁ କେଉଁ ଠାରେ ପ୍ରଧାନ ଚାଷ ?
Ans:- ପଞ୍ଜାବ, ଉତ୍ତରପ୍ରଦେଶ
15:- ବିନ୍ଦୁପୁର ଅଭୟାରଣ୍ୟ କେଉଁ ଠାରେ ଅବସ୍ଥିତ ?
Ans: – କର୍ଣାଟକ
16:- ଗିର ଅଭୟାରଣ୍ୟ କେଉଁ ଠାରେ ଅବସ୍ଥିତ ?
Ans:- ଗୁଜୁରାଟ
17:- ଗାନ୍ଧୀ ସାଗର ଅଭୟାରଣ୍ୟ କେଉଁ ଠାରେ ଅବସ୍ଥିତ ?
Ans:- ମାଣ୍ଡସାର (ମଧ୍ୟପ୍ରଦେଶ)
18:- ସ୍ତ୍ରୀ ସବୁବେଳେ ତାର ସ୍ୱାମୀର ବାମ ପଟେ କଣ ପାଇଁ ଶୋଇଥାଏ ?
Ans:- ସ୍ତ୍ରୀ ସ୍ୱାମୀର ବାମାଙ୍ଗି ହୋଇଥିବାରୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !