IAS Interview :- ସ୍ତ୍ରୀ ଶରୀରର କେଉଁ ଅଙ୍ଗ କୁ ପୁଅ ମାନେ ଖାଇଥାଆନ୍ତି ? ଏହି ପ୍ରଶ୍ନର ଉତ୍ତର ଦେବାରେ 99% ଲୋକ ଫେଲ…..

0 932

ବନ୍ଧୁ ମାନେ ଆପଣ ମାନେ ଜାଣି ଥିବେ ଯେ ଆଜି କାଲି ଦୁନିଆରେ ଗୋଟେ ଯେ କୌଣସି ପୋଷ୍ଟ ବାହାରି ଥିଲେ , ବହୁତ ଲୋକ ସେହି ଗୋଟେ ଚାକିରୀ ପାଇଁ ଲକ୍ଷ ଲକ୍ଷ ଲୋକ ପରୀକ୍ଷା ଦେଉ ଛନ୍ତି । ସେଥି ପାଇଁ ପରୀକ୍ଷା ରେ ଏତେ କଡା ପ୍ରଶ୍ନ ପକୋଉଛି ଯେ ତାହାର ଉତର ଦେବା ବହୁତ କଷ୍ଟ କର ହୋଇ ପଡ଼ିଲାଣି । ତେବେ ବନ୍ଧୁ ମାନେ ଆପଣ ମାନେ ମଧ୍ୟ ସେହି ଭଳି ପରିସ୍ଥିତି ରେ ସାମ୍ନା କରି ଥିବେ । ଅର୍ଥାତ ଏମିତି ଗୋଟେ ଆପଣ ପରୀକ୍ଷା ଦେଇ ଛନ୍ତି , ଆଉ ସେହି ପରୀକ୍ଷା ର ଫୋଳ ବାହାରିବା ପରେ । ଆପଣ ଜାଣି ପାରିଲେ ଯେ ଆଉ ଏକ ମାର୍କ ପାଇଁ ଆପଣ ସେହି ଚାକିରୀ ଟିଏ ପାଇ ପାରିଲେ ନାହିଁ । ଯାହା ଫୋଳରେ ବହୁତ ସମୟ ଦେଖା ଯାଇଛି , ବହୁତ ପିଲା ଆତ୍ମହତ୍ୟା କରି ଛନ୍ତି । ଏମତି ବହୁତ ପିଲା ମଧ୍ୟ ଅଛନ୍ତି ପାଠ ପଢା ଛାଡି ଦେଇ ଛନ୍ତି ।

ତେବେ ସେହି ପରିସ୍ଥିତି କୁ ଆଖି ଆଗରେ ରଖି ଆମେ ଆପଣଙ୍କ ପାଇଁ ବହୁତ ଗୁଡିଏ ପ୍ରଶ୍ନ ସହିତ ଦେଉଛୁ । ଯାହା ଆପଣ ପଢିବା ଦ୍ୱାରା ବହୁତ ଜ୍ଞାନୀ ହୋଇ ଯିବେ ଆଉ ସବୁ ପରୀକ୍ଷା ରେ ଆପଣ ମାନେ ଉତ୍ତୀର୍ଣ୍ଣ ହୋଇ ଯିବେ । କେବଳ ପାଠ ପଢିଲେ ଜ୍ଞାନ ଆସେନି କିଛି କିଛି ଜିନିଷ ଆମକୁ ସୋସିଆଲ ମିଡିଆରେ ମଧ୍ୟ ଶିଖି ବାକୁ ହୋଇ ଥାଏ । ତେବେ ବନ୍ଧୁ ମାନେ ଚାଲନ୍ତୁ ଏବେ ସେହି ପ୍ରଶ୍ନ ବିଷୟରେ ଜାଣିବା ।

1,ଝିଅ ମାନଙ୍କ ର କେଉଁ ଜିନିଷ କୁ ପୁଅ ମାନେ ଖାଇ ଥାନ୍ତି ।
ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଆଙ୍ଗୁଠି ।

2, ଆଜି ପର୍ଯ୍ୟନ୍ତ କେତୋଟି ଉପଗ୍ରହ ସୃଷ୍ଟି ହୋଇଛି ।
ଆଜି ଠାରୁ 53 ଟି ଉପଗ୍ରହ ସୃଷ୍ଟି ହୋଇ ସାରିଛି ।


3, ଅନୁ ଶକ୍ତି ପାଇଁ କାହାର ପ୍ରୟୋଗ କରା ଯାଇ ଥାଏ ।
ତେବେ ଉତ୍ତର ଟି ହେଉଛି ୟୁରାନିୟମ ।

4, ଓଡ଼ିଶାରେ ଆୟତନ ଅନୁସାରେ କେଉଁ ଜିଲ୍ଲା ଟି ସବୁ ଠାରୁ ବଡ଼ ।
ତେବେ ଆୟତନ ଦେଖିବା ପାଇଁ ଗଲେ ସବୁ ଠାରୁ ମୟୁରଭଞ୍ଜ ବଡ଼
5, ଓଡିଶା ର ସବୁ ଠାରୁ ଛୋଟ ଜିଲ୍ଲା ର ନାମ କଣ ।
ଓଡ଼ିଶା ର ସବୁ ଠାରୁ ଛୋଟ ଜିଲ୍ଲାର ନାମ ଜଗତସିଂହପୁର ।

6, ପୃଥିବୀର କେଉଁ ଦେଶରେ ସବୁ ଠାରୁ ଅଧିକ ଲୋକ ବାସ କରନ୍ତି ।
ପୃଥୁବି ରେ ଭାରତରେ ସବୁ ଠାରୁ ଅଧିକ ଲୋକ ବାସ କରନ୍ତି ।

7, ଭାରତକୁ ପ୍ରଥମେ କେବେ କରନା ଆସି ଥିଲା ।
ତେବେ ଭାରତକୁ ଜାନୁଆରୀ 29 ତାରିଖ ରେ ପ୍ରଥମ କରନା ଆସି ଥିଲା ।

ତେବେ ବନ୍ଧୁ ମାନେ ଏହା ଥିଲା ସେହି ପ୍ରଶ୍ନ ଯାହା ପରୀକ୍ଷା ରେ ବହୁତ ସମୟ ପଡିବାରେ ଦେଖି ବାକୁ ମିଳି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.