Ias Interview – ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ? ସାହସ ଅଛିତା ଉତ୍ତର ଦିଅ….
ଆଜିକାଲି ର ଏହି କଂପିଟିଟିଭ ଦୁନିଆଁ ରେ ସମସ୍ତ ଙ୍କୁ ସଙ୍ଘର୍ଷ କରିବାକୁ ହେଇଛି। କିନ୍ତୁ ସଙ୍ଘର୍ଷ ର ରାସ୍ତା ଠିକ ଭାବରେ ନବାଛିବା ରୁ ତାଂକୁ ସଫଳତା ମିଳିବା କଷ୍ଟକର ହୋଇଯାଉଛି।ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବପୀଡି ଚାକିରୀ ପଛ ରେ କେତେ ପରିଶ୍ରମ କରୁଛନ୍ତି ,କିନ୍ତୁ ସେମାନେ ବିଫଳ ହେଉଛନ୍ତି।ଏହାର କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି, ତେଣୁ ପରୀକ୍ଷା ରେ ଫେଲ ହୋଇଯାଉଛନ୍ତି।
ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ କେତେକ ମଜାଳିଆ ପ୍ରଶ୍ନ ଓ ଏହାର ଉତ୍ତର ବିଷୟ ରେ ଜଣେଇବୁ, ଯାହା ଆପଣ ଆଗରୁ ଜାଣି ନଥିବେ।ଏହି ପ୍ରଶ୍ନ ଓ ଉତ୍ତର ଜାଣିଲେ ଆପଣ ଙ୍କର ଜ୍ଞାନ ବୃଦ୍ଧି ହେବା ସହ ଆପଣ ଙ୍କୁ ମଜାବି ଲାଗିବ।
୧.ପ୍ରଶ୍ନ-ତାହା କଣ ଅଟେ ଯାହା ଝିଅ ମାନେ ପ୍ରଥମ ଥର କଲେ ବହୁତ କଷ୍ଟ ହୋଇଥାଏ ?
ଉତ୍ତର-କାନ ବା ନାକ ଫୁଟେଇଲେ।
୨.ପ୍ରଶ୍ନ-ମିନ୍ଥି ମିନ୍ଥି ଠିଆ କଲି କଣା ଦେଖି ପୁରେଇ ଦେଲି ?
ଉତ୍ତର-ଛୁଞ୍ଚି ସୂତା ।
୩.ପ୍ରଶ୍ନ-ପାତାଳ ରେଳ ପ୍ରଥମେ କେଉଁଠି ଚାଲିଥିଲା ?
ଉତ୍ତର-କଲକାତା।
୪.ପ୍ରଶ୍ନ-ଭାରତ ର ପ୍ରଥମ ରେପ ପୋଲ ର ନାମ କଣ ?
ଉତ୍ତର-ଥାନେକ୍ରିକ।
୫.ପ୍ରଶ୍ନ-ସବୁଠାରୁ ଦୀର୍ଘତମ ରେଳ ପଥ ର ନାମ କଣ ?
ଉତ୍ତର-ଉତ୍ତର ରେଳପଥ।
୬.ପ୍ରଶ୍ନ-କେଉଁ କାମ ଝିଅ ମାନେ ପଛ ଅପେକ୍ଷା ଆଗରେ କରିବାକୁ ପସନ୍ଦ କରନ୍ତି ?
ଉତ୍ତର-ନିଜର ପ୍ରଶଂସା ।
୭.ପ୍ରଶ୍ନ-ପୁରୁଷ ମାନେ ପ୍ରତିଦିନ ଏବଂ ମହିଳା ମାନେ ବର୍ଷ ରେ ମାତ୍ର ଥରେ ପିନ୍ଧିଥିବା ଜିନିଷ କଣ ଅଟେ ?
ଉତ୍ତର-ପଇତା ।
୮.ପ୍ରଶ୍ନ-ରାମାୟଣ କେବେ ଠାରୁ ଦୂରଦର୍ଶନ ରେ ପ୍ରସାରିତ ହୋଇଥିଲା ?
ଉତ୍ତର-୧୯୮୭ ଜାନୁଆରୀ ୨୫ ।
୯.ପ୍ରଶ୍ନ-କେଉଁ ଫିଲ୍ମ ରେ ୭୧ ଟି ଗୀତ ରହିଛି ?
ଉତ୍ତର-ଇନ୍ଦ୍ରଶଭା।
୧୦.ପ୍ରଶ୍ନ-କେଉଁ ପ୍ରାଣୀ ସବୁବେଳେ କାନ୍ଦୁଥାଏ ?
ଉତ୍ତର-କୁମ୍ଭୀର ।
୧୧.ପ୍ରଶ୍ନ-ଫଟା ଫଟା ସିଏ ଜନମ ଫଟା,ଫଟା ଚାରିପଟେ ବାଳ ଫଟା ବୁଜିଲେ ବୁଜି ହୋଇଯାଏ, ଖୋଲିଦେଲେ ନିର୍ମଳ ?
ଉତ୍ତର-ଆଖି।
୧୨.ପ୍ରଶ୍ନ-ଭାତର ର କେବଳ ରାଜ୍ୟ ରେ ତିନୋଟି ଛୁଆ ଜନ୍ମ କଲେ ୧୦ ହଜାର ଟଙ୍କା ଜୋରିମାନା ଦେବା କୁ ପଡେ ?
ଉତ୍ତର-କେରଳ।
୧୩.ପ୍ରଶ୍ନ-କେଉଁ ଡର ମହିଳା ଙ୍କୁ ସୁନ୍ଦର ଦେଖିବା ରେ ସାହାଯ୍ୟ କରେ ?
ଉତ୍ତର-ପାଉଡ଼ର।
୧୪.ପ୍ରଶ୍ନ-ତାହା କଣ ଯାହା ଗରିବ ମାନେ ଫିଙ୍ଗି ଦିଅନ୍ତି, ଆଉ ଧନୀ ମାନେ ପକେଟ ରେ ରଖିଦିଅନ୍ତି ?
ଉତ୍ତର-ସିଙ୍ଗାଣି।
୧୫.ପ୍ରଶ୍ନ-କେଉଁ ଜୀବ ତାର ନାକ ଦ୍ବାରା ସବୁ କିଛି କାମ କରିଥାଏ ?
ଉତ୍ତର-ହାତୀ।
୧୬.ପ୍ରଶ୍ନ-ତାହା କଣ ଯାହା ଆମେ ନିଜର କମ ଓ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର-ନାମ ।
17-ପ୍ରଶ୍ନ- ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ?
ଉତ୍ତର-ଆଶା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।