ias interview – କେଉଁ ଫୋଳ ପାଚିଲେ ତାର ନାମ ବଦଳି ଯାଇ ଥାଏ । ଦମ ଅଛି ତ ଉତ୍ତର ଦେଇ ଦେଖ……

0 1,813

ଦୁନିଆରେ ସବୁ ଠାରୁ ବଡ଼ କଷ୍ଟ ହେଉଛି ଗୋଟେ ସରକାରୀ ଚାକିରୀ କରିବା । ପିଲା ମାନେ ଏହି ଚାକିରୀ ପାଇବା ପାଇଁ ବହୁତ କଷ୍ଟ କରି ଥାନ୍ତି । କାରଣ ସରକାରୀ ଚାକିରୀ ଟିଏ କଲେ ଭଲ ଝିଅ ଗୋଟେ ମିଳିବ । କିନ୍ତୁ ଭାରତରେ ଏତେ ସଂଖ୍ୟକ ବେକାରୀ ଅଛନ୍ତି ଯେ ତାହା କହି ହେବନି ।

ଲକ୍ଷ ଲକ୍ଷ ପିଲାଙ୍କ ଭିତରୁ ଆପଣଂକୁ ଏକ ନମ୍ବର ହେବାକୁ ହେବ । ତାହାଲେ ଯାଇ ଆପଣ ସରକାରୀ ଚାକିରୀ ଟିଏ ପାଇ ପାରିବେ । ସେଥି ପାଇଁ ବହୁତ ପିଲା ଚାକିରୀ ଆଶା ଛାଡି ଦେଇ ସାରି ଲେଣି । କିନ୍ତୁ ପ୍ରତେକ ବାପା ମା ମାନେ ଚାହିଁ ଥାନ୍ତି କି ତାଙ୍କ ପିଲା ଭଲ ଚାକିରୀ ଟିଏ କରୁ ବୋଲି । କିନ୍ତୁ ଚାକିରୀ କରିବା କାଠିକର ପାଠ ହୋଇ ଗଲାଣି । ତେବେ ପରୀକ୍ଷା ରେ ଏମିତି କିଛି ପ୍ରଶ୍ନ ପକଉଛି ଯାହା ଆପଣଙ୍କ ସିଲାବସ ରେ ବି ନାହିଁ ।
ତେବେ ଯେଉଁ ପ୍ରଶ୍ନ ସିଲାବସ ରେ ନାହିଁ ତାର ଉତ୍ତର କେମିତି ଜଣେ ପିଲା ଦେଇ ପାରିବ । ଏଇ ଥର ପଡି ଥିଲା IAS ରେ ଗୋଟିଏ ପ୍ରଶ୍ନ ଯାହା 99 ପ୍ରତିଶତ ଲୋକ ଏଥିରେ ଫେଲ ହୋଇ ଯାଇ ଥିଲେ । କେଉଁ ଫୋଳ ପାଚିଲେ ତାର ନାମ ବଦଳି ଯାଇ ଥାଏ । ତେବେ ଆସନ୍ତୁ ତାର ଉତ୍ତର ଜାଣିବା ସହିତ , ଅନ୍ୟ ପ୍ରଶ୍ନ ଗୁଡିକର ଉତ୍ତର ମଧ୍ୟ ଜାଣିବା ।

1, ହଲି ଥାଏ କିନ୍ତୁ ଗଛ ନୁହେଁ । ଚାଲି ଥାଏ କିନ୍ତୁ ଗାଡି ନୁହେଁ । ଟିକି ଟିକ କରୁ ଥାଏ କିନ୍ତୁ ଘଡି ନୁହେଁ । ସେଟା କଣ ।

ଉ, ଟାଇପିଂ ମେସିନ ।

2, ଜନମ ମର ସମୁଦ୍ର ଜଳେ ରହି ଥାଏ ମୁଁ ରୋଷେଇ ସାଳେ । ଏହାର ଉତ୍ତର ଟି କଣ ।

ଉ, ଲୁଣ ।

3, ତାହା କେଉଁ ଜିନିଷ ତାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବା ପାଇଁ ପଡି ଥାଏ ।

ଉ, ଅଣ୍ଡା ।
4, ଏମିତି ବାଘ ସେ ଛାଡେନି ଘର । ଖାଏନି ମଣିଷ ପିଏ ସେ କ୍ଷୀର । ମା ନ ଦେଖିଲେ ମାଉସୀ ଦେଖେଲ । କୁକୁର କୁ ତାର ପ୍ରବଳ ଡର । ସେ କିଏ ।
ଉ, ବିଲେଇ ।

5, ଗାତ ରେ କରଇ ଘର ମୁହଁ ରେ ତାର ନିଶ । ଯାହା ଘରେ ପଶେ କରେ ତାର ସର୍ବନାଶ ।
ଉ, ମୂଷା ।

6, ବର୍ଷା ଆସିଲେ ଉପରକୁ ଉଠେ ଓ ବର୍ଷା ଛାଡି ଗଲେ ତଳକୁ ଖସେ ତାହା କଣ ।
ଉ, ଛତା ।

7, କେଉଁ ଗଛ ରେ କାଠ ନ ଥାଏ ।
ଉ, କଦଳୀ ଗଛରେ କାଠ ନ ଥାଏ ।

8, ଯେତେ ହଲଉଛୁ ହଲା ମୁଁ ତଳକୁ ନ ପଡିଲେ ଗୋଲା ।
ଉ, ଦଳି ।
9, ଯାହା କେବଳ ବଢି ଥାଏ , କେବେ କମି ନ ଥାଏ ।
ଉ, ବୟସ ।
10, କେଉଁ ଫୋଳ ପାଚିଲେ ତାର ନାମ ବଦଳି ଯାଇ ଥାଏ ।
ଉ, ପାଇଡ଼ ରୁ ନଡ଼ିଆ ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.