Pregnancy Tips – ମାତ୍ର ୧ ଘଣ୍ଟା ରେ ପିରିୟଡ଼ ଆସିବାର ଚମତ୍କରୀ ଉପାୟ….
ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ସବୁବେଳେ ଦେଖିବାକୁ ମିଳିଥାଏ ତେବେ ବିଶେଷ କରିକି ପିରିୟଡ଼ସ ଜନିତ ସମସ୍ୟା ଯୋଗୁ ମହିଳା ମାନେ ଅଧିକ ଚିନ୍ତିତ ଥାଆନ୍ତି । ଆଉ ଯାହା ଯୋଗୁ ସେମାନେ କଷ୍ଟ ମଧ୍ୟ ପାଇଥାନ୍ତି ତେବେ ଏହି ପିରିୟଡ଼ସ ମହିଳା ମାନଙ୍କ ପାଖରେ 28 ଦିନକୁ ଥରେ ଆସିବାର ନିୟମ ରହିଛି ।
ତେବେ ଏହି ସମୟରରୁ ଆଗରୁ ହେବା ଓ ଏହି ସମୟର ପରେ ଅର୍ଥାତ 2 ମାସକୁ ଥରେ ପିରିୟଡ଼ସ ହେବ ମଧ୍ୟ ଏକ ମୁଖ୍ୟ ସମସ୍ୟା ହୋଇଥାଏ ମହିଳା ମାନଙ୍କ ପାଇଁ ତେବେ ଆମେ ଜାଣନ୍ତୁ ଏହି ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ର ସହଜ ଘରେଇ ଉପଚାର ବିଷୟରେ ।
ପିରିୟଡ଼ସ ଜନିତ ସମସ୍ୟା ଯଦି ଦେଖା ଯାଉଥାଏ ତାହେଲେ ଅଂଶୁମାଲୱି ମାନେ ଜାଣିବେ କି ମହିଳା ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଠିକ ନାହାନ୍ତି ବୋଲି ତେବେ ଏହି ସମସ୍ୟା ସାଧାରଣତଃ ମହିଳା ମାନେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ର ସେବନ କରିବା,
ଅଧିକ ଜଙ୍ଗ ଫୁଡ ଖାଇବା, ଓଜନ ର ହ୍ରାସ ଆଉ ବୃଦ୍ଧି ହେବା ସହିତ ଅଧିକ ଷ୍ଟ୍ରେସ ନେବା ଓ ନିଦ୍ରା ଠିକ ଭାବରେ ନ ହେବା ଯୋଗୁ ହୋଇଥାଏ । ତାହେଲେ ଆସନ୍ତୁ କେତେକ ସହଜ ଘରେଇ ଉପଚାର ବିଷୟରେ ଜାଣନ୍ତୁ ।
ଆବଶ୍ୟକୀୟ ଉପକରଣ :-
ମହୁ, ଅଦା ଓ ଜୁଆଣି
ପ୍ରସ୍ତୁତି ପ୍ରଣାଳୀ ପ୍ରଥମ ରିମେଡି :-
-ଏହି ରିମେଡି ପାଇଁ ଆପଣ ପ୍ରଥମେ 3 ଗ୍ଲାସ ପାଣି ନିଅନ୍ତୁ ଆଉ ତାକୁ ଗୋଟିଏ ପେନରେ ବସାନ୍ତୁ ଆଉ ସେହି ପାଣିରେ ଖଣ୍ଡିଏ ଆଡକୁ ନେଇ ଚେଞ୍ଚି ପକାନ୍ତୁ ଏବେ ସେହି ପାଣିକୁ ଫୁଟାନ୍ତୁ ଯେତେବେଳେ ପାଣି ଫୁଟି ଦେଡ଼ ଗ୍ଲାସ ହେଇଯିବ ସେତେବେଳେ ପାଣିକୁ ଛାଣି ସେଥିରେ ଏକ ଚାମଚ ଗୁଡ଼ ମିଶାନ୍ତୁ ।ଏବେ ଏହି ରିମେଡି ପ୍ରସ୍ତୁତ ହେଇଯିବ ।
ଦ୍ଵିତୀୟ ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ପାଇଁ ଆପଣ ପ୍ରଥମେ 3 ଗ୍ଲାସ ପାଣି ନିଅନ୍ତୁ ଏବେ ସେଥିରେ ଏକ ଚାମୁଚ ଜୁଆଣି ପକାଇ ପାଣିକୁ ଫୁଟାନ୍ତୁ ।ପାଣି ଯେତେବେଳେ ଫୁଟି ଦେଡ଼ ଗ୍ଲାସ ହେଇଯିବ ସେତେବେଳେ ପାଣି ଚନୀ ନିଅନ୍ତୁ ।ତେବେ ପାଣିକୁ ପିଇଲା ବେଳେ ଚାହିଁଲେ ଗୁଡ଼ ମିଶେଇ ପାରିବେ।
ଏହି ରିମେଡି ଟି କୁ କିପରି ବ୍ୟବହାର କରିବେ :-
ଏହିଭଳି ଭାବରେ ଘରେଇ ଉପଚାର କୁ ବ୍ୟବହାର କରିବା ପାଇଁ ପଡିବ ପ୍ରତେକ ଦିନ ଯେତେ ପର୍ଯ୍ୟନ୍ତ ପିରିୟଡ଼ସ ଜନିତ ସମସ୍ୟା ଦୂର ନ ହୋଇଛି ।ତେବେ ଏହା ଥିଲା ପିରିୟଡ଼ସ ଜନିତ ସମସ୍ୟା କୁ ଦୂର କରିବାର ଅତି ସହଜ ଘରେଇ ଉପଚାର ଦୁଇଟି ରିମେଡି କୁ ଆପଣ ଦିନକୁ ତିନି ପିଅନ୍ତୁ ।
ଥରେ ସକାଳେ ଖାଲି ପେଟରେ ପିଅନ୍ତୁ ଆଉ ଥରେ ଖରାବେଳେ ଖାଇବାର 15 ମିନିଟ ପରେ ଖାଆନ୍ତୁ ତାପରେ ସନ୍ଧ୍ୟାରେ ଖାଇ ପାରିବେ ।ତେବେ ଏହି ଦୁଇଟି ରିମେଡି ଆପଣ ଲଗାତାର ପିଅନ୍ତୁ ଦେଖିବେ ଧୀରେ ଧୀରେ ପିରିୟଡ଼ ଜନିତ ସମସ୍ୟା ଦୂର ହେଇଯିବ ।ଆଉ ପିରିୟଡ଼ ଠିକ ସମୟରେ ଓ ରେଗୁଲାର ବି ହେବ, ତେବେ ବ୍ୟବହାର କରି ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।