Health Tips – ସକାଳୁ ପିଅନ୍ତୁ ହଳଦୀ ପାଣି କଦାପି ହେବନି ଏହି ୯ ଟି ଗମ୍ଭୀର ରୋଗ,ଜାଣନ୍ତୁ କେଉଁ ସବୁ ରୋଗ ….

0 57

ଦର୍ଶକ ବନ୍ଧୁ ଏବେ ଘରେ ଘରେ ପ୍ରାୟ ଅନେକ ରୋଗର ସମସ୍ୟା ଦେଖାଯାଉଛି ତlମଧ୍ୟରୁ ଅର୍ଦ୍ଧକପାଳୀ ବିନ୍ଧା ଏକ ବହୁତ ବଡ ସମସ୍ୟା ଏହା ଦ୍ଵାରା ଲୋକମାନେ ଭଲରେ ଶୋଇପାରନ୍ତି ନାହିଁ ଏବଂ ସେମାନେ ମଧ୍ୟ ବହୁତ ଟେନସନରେ ରୁହନ୍ତି l ଏହି ସମସ୍ୟାର ସମାଧାନ ପାଇଁ ମୁଁ ଆପଣଙ୍କୁ ଏକ ରେମିଡ଼ି କହିବି l

ଏହି ରେମିଡ଼ି ଅର୍ଦ୍ଧକପାଳି ପାଇଁ ରାମଵlଣ ଭଳି ଉପକlର କରିଥାଏ l ଏଥିରେ ବ୍ୟବହୃତ ସାମଗ୍ରୀ ଗୁଡିକ ଆପଣଙ୍କୁ ବହୁତ ଫାଇଦା ଦେଇଥାଏ ଏହାଦ୍ୱାରା ଆପଣ ଟେନସନ ଫ୍ରୀ ହେବା ସହ ନିଦ ମଧ୍ୟ ଭଲରେ ହୋଇଥାଏ l ତେବେ ଆସନ୍ତୁ ବନ୍ଧୁଗଣ ଏଇ ରେମିଡ଼ି ରେ କଣ କଣ ସାମଗ୍ରୀ ଆବଶ୍ୟକ, କିପରି ଏହାକୁ ପ୍ରସ୍ତୁତି କରିବା ଓ ଏହାର ପ୍ରୟୋଗ କିପରି କରିବା ଏ ବିଷୟରେ ମୁଁ ଅପାଣଙ୍କୁ ଜଣେଇବି l

ତେବେ ଦର୍ଶକ ବନ୍ଧୁ ଏହି ରେମିଡ଼ି ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଆପଣଙ୍କୁ ବହୁତ ସହଜରେ ମିଳିଯାଇପାରିବ l ପ୍ରଥମେ ଏହି ପଦ୍ମମଞ୍ଜି କୁ ଅଳ୍ପ ଆଞ୍ଚରେ ଭଲରେ ଭlଜନ୍ତୁ ଯେପରି ଏହା ପୁଡ଼ି ନଯାଏ ଏଥିରେ ତେଲ କି ଘିଅ ବ୍ୟବହାର କରିବେ ନାହିଁ l

ଏହାକୁ ଏପରି ଭାଜନ୍ତୁ ଯେପରି ଏହା ହାତରେ ଗୁଣ୍ଡ ହୋଇଯିବ, ଏହା ହେଲା ପରେ ଏହାକୁ ଅନ୍ୟ ଏକ ପlତ୍ରକୁ ବାହାର କରିଦିଅନ୍ତୁ ଏବଂ ସେହି କଡେଇରେ ଫୁଟିକାକୁଡି ମଞ୍ଜି କୁ ମଧ୍ୟ୍ୟ ଭାଜନ୍ତୁ l ଏବେ ଆପଣ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର ନେଇ ସେଥିରେ ପିସ୍ତାବାଦାମ, ପୋସ୍ତ ଓ ଫୁଟିକାକୁଡି ମଞ୍ଜିକୁ ସେଥିରେ ମିଶାଇ ଗୁଣ୍ଡ କରନ୍ତୁ l

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା।

ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ। ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଖାଦ୍ୟ ପେୟ ର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।ତେବେ ଆପଣ ମାନେ ଜାଣିଥିବେ ଆଜିକାଲି ର ଲୋକମାନେ ପ୍ରାୟ ଖାଦ୍ୟ କୁ ଫ୍ରିଜ ରେ ଷ୍ଟର କରି ରଖୁଛନ୍ତି ଆଉ ତାହାକୁ ପରେ ବ୍ୟବହାର କରୁଛନ୍ତି।

ମାତ୍ର ଏହିପରି କେତେକ ଖାଦ୍ୟ ରହିଛି ଯାହାକୁ ଫ୍ରିଜ ରେ ରଖି ଖାଇବା ଦ୍ୱାରା ତାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ଏପରି କି ଏହା ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ରେ ପୀଡିତ ହେବାର ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.