ହନୁମାନଙ୍କର ଏହି ମନ୍ତ୍ର ଆଜି ରାତିରେ କହିଦିଅନ୍ତୁ ଓ ତାପରେ ଦେଖନ୍ତୁ ଚମତ୍କାର || Sadhu Bani

0 112

ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରିପାରିବେ। ଆଉ ଏହିସବୁ ହୋଇ ପାରିବ ଆପଣଙ୍କ ଅତି ପ୍ରିୟ ହନୁମାନ ଚାଳିଶା ଙ୍କ ଏକ ସ୍ୱତନ୍ତ୍ର ମନ୍ତ୍ର ଦ୍ୱାରା। ଯେ କୌଣସି ସ୍ତ୍ରୀ ଓ ପୁରୁଷ କରିପାରିବ ଯେହେତୁ କେବଳ ଆପଣ ସାମାନ୍ୟ ବୁଝି ନେବାର ଅଛି। ଆଉ କିଛି ଲୋକ ଜାଣି ନାହାନ୍ତି ଯେ ହନୁମାନ ଚାଳିଶା ପାଠ କରିବାର ବିଧି ଯାହାଦ୍ୱାରା ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇ ନଥାଏ। ତେବେ ଆପଣ ମାନେ କେମିତି ହନୁମାନ ଙ୍କ ମନ୍ତ୍ର ପାଠ କରି ମନସ୍କାମନା ପୂର୍ଣ୍ଣ କରିପାରିବେ ଜଣାଇବୁ।

ଜୀବନରେ ଆପଣଙ୍କ ଚାକିରି ବୃତ୍ତି ପାଇଁ ହେଉ ବା ବାଣିଜ୍ୟ ବ୍ୟବସାୟ ରେ ହେଉ, ଋଣ କରଜ ସୁଝିବାରେ ହେଉ, ଆପଣଙ୍କର ସକଳ ସୁଖ ଦୁଃଖ ହେଉ, ପ୍ରେମ ସମ୍ପର୍କ କୁ ସୁଦୃଢ଼ କରିବା ପାଇଁ ହେଉ ଯେ କୌଣସି ପ୍ରକାର ମନସ୍କାମନା କୁ ଆପଣ ତୁରନ୍ତ ପୂର୍ଣ୍ଣ କରିପାରିବେ।


କଳିଯୁଗରେ ପ୍ରତ୍ୟକ୍ଷ ଦେବତା ହେଉଛି ଶ୍ରୀ ବଜରଙ୍ଗ ବାଲୀ ହନୁମାନ। ତାଙ୍କୁ ଆକୁଳ ପ୍ରାର୍ଥନା କଲେ ହନୁମାନ ସେମାନଙ୍କ ମନସ୍କାମନା କୁ ପୂର୍ଣ୍ଣ କରିଥାନ୍ତି। ଏପର୍ଯ୍ୟନ୍ତ କୌଣସି ଭକ୍ତର ବାଦ୍ ଯାଇ ନାହିଁ ଯେ କି ଆକୁଳ ଭାବରେ ପ୍ରଭୁ ଶ୍ରୀ ହନୁମାନ କୁ ଡାକିଚି ଆଉ ସେ କମ୍ ପାଇଛି। ଯେ କୌଣସି ପ୍ରକାର ମନସ୍କାମନା ଭକ୍ତ ର ତୁରନ୍ତ ପୂର୍ଣ୍ଣ କରିଥାନ୍ତି ଅନ୍ୟ ଦେବାଦେବୀ ମାନଙ୍କ ଠାରୁ।

ଏହି ସବୁ କରିବା ପାଇଁ ହନୁମାନ ଙ୍କ ଏକ ସ୍ୱତନ୍ତ୍ର ମନ୍ତ୍ର ରହିଛି ,ଯାହାକୁ ଅନେକ ଲୋକ ଜାଣି ନାହାନ୍ତି। ତେବେ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ମଙ୍ଗଳବାର ଆଉ ଶନିବାର ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଇଛି। ଆଉ ଏହି ଦିନ ଯଦି ହନୁମାନଙ୍କ ମନ୍ଦିରକୁ ଯିବା ତାହେଲେ ଶୁଭ ମିଳିବ ବୋଲି କୁହାଯାଉଛି।

ଆଉ ପୂଜା କରିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଆପଣ ମାନଙ୍କ ଜୀବନରୁ ସବୁଦିନ ପାଇଁ ଦୂର ହୋଇଯିବ। କାରଣ ତାଙ୍କୁ ଶଙ୍କଟ ମୋଚନ ମହାବୀର ହନୁମାନ ବୋଲି କୁହାଯାଏ। ସେ ସମସ୍ତ ଶଙ୍କଟକୁ ଦୂରେଇ ଦେଇଥାଏ। ତେବେ ଆପଣ ଯଦି କରଜରେ ପଡ଼ିଛନ୍ତି ଆଉ ଅର୍ଥ ଜନିତ ସମସ୍ୟା ମାନ ଆପଣଙ୍କ ଜୀବନରେ ଦେଖା ଦେଉଛି ତାହେଲେ ଶନିବାର ଦିନ ହନୁମାନ ମନ୍ଦିରକୁ ଗଲେ ହନୁମାନଙ୍କ ସହିତ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଇଛି। ତେବେ ଏହିଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ ଜଣେଇବୁ।

ସମସ୍ୟା କୁ ଦୂର କରିବାର ଉପାୟ –

ତେବେ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମକୁ ଆବଶ୍ୟକ ରହିଛି ଗୋଟିଏ ଲେମ୍ବୁ ର, ଆଉ ତାହା ପରେ 4 ଟି ଲବଙ୍ଗ ମଧ୍ୟ ନେବା । ତାହା ପରେ ସେହି ଲେମ୍ବୁ ରେ କୁକୁମ ରେ ରାମ ଙ୍କର ନାମ କୁ ଲେଖିଦେବା, ଆଉ ଶନିବାର ଦିନ ସେହିଁ ଲେମ୍ବୁ କୁ ନେଇଯିବା ଓ ହନୁମାନ ଙ୍କ ପାଦ ରେ ଲେମ୍ବୁ କୁ ରଖିଦେବା । ତାହା ପରେ ଭଗବାନ ଙ୍କ ନାମ କୁ ଜପ କରିକି ହନୁମାନ ଚାଳିଶା କୁ ଜପ କରିବା ମନ ଦେଇକି ।ତାହା ପରେ ସେହି ଲେମ୍ବୁ କୁ ନେଇକି ରାତିରେ ଶୁଭ ଗଛ ର ମୂଳରେ ପୋତି ଦେବା ଯେମିତି କେହି ନ ଦେଖନ୍ତି । ଆଉ ସେହି ସମୟରେ ରାମ ଙ୍କ ନାମ ନେଇ ଆପଣ ଙ୍କର ସମସ୍ୟା କୁ ଜଣେଇକି ପୋତିଦେବେ ।

ତେବେ ଏହି ଉପାୟ ଟି କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ। ଆଉ ଏହାକୁ ମାନିଲେ ଶୁଭ ଫଳ ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.