Glow Skin – ମାତ୍ର ୩ ଦିନରେ ଆପଣଙ୍କ ଚେହେରା କ୍ଷୀର ଭଳି ଚମକିବ,କରନ୍ତୁ ଏହି ଘରୋଇ ଉପଚାର……

0 97

ସୁନ୍ଦର ତ୍ୱଚା କିଏ ବା ନ ଚାହେଁ। ନିଜର ସୁନ୍ଦର ତ୍ବଚା ସହ ସୁସ୍ଥ ଶରୀର ସମସ୍ତେ ଚାହିଁଥାନ୍ତି। ଏହାସହ ସଜେଇ ହୋଇ ରହିବାକୁ ସମସ୍ତଙ୍କ ପସନ୍ଦ। ତେବେ ମୁଲତାନି ମାଟି ଯାହା ତ୍ବଚାକୁ ପ୍ରାକୃତିକ ଚମକ ଦେଇଥାଏ। ସନବର୍ଣ୍ଣ, ବ୍ରଣ ତଥା ମୃତ କୋଷିକା ଭଳି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ମୁଲତାନି ମାଟି।

ତେବେ ମୁଲତାନି ମାଟିର ବ୍ୟବହାର ଉପରେ ଆସନ୍ତୁ ନଜର ପକାଇବା। ଗୋଟିଏ ପାତ୍ରରେ ମୁଲତାନି ମାଟି, କ୍ଷୀର ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ପରେ ଧୋଇଦେବେ। । ଯାହା ମୁହଁକୁ ଫ୍ରେସ ଦେବା ସହ ଔଜଲ୍ୟ ବୃଦ୍ଧି କରିଥାଏ। ଏହାସହ ମୁଲତାନି ମାଟିରେ ଘିକୁଆଁରୀ ମିଶାଇ ଲଗାଇଲେ ତାହା ମଏଶ୍ଚରାଇଜର ଭଳି କାମ କରିଥାଏ। ସେହିପରି ଗ୍ଲିସେରିନ, ଲେମ୍ୱୁ ରସ ଓ ଗୋଲାପ ଜଳ ମିଶାଇ ଲଗାଇଲେ ମୁହଁର ଚମକ ଦେଖାଦେଇଥାଏ।

ଖାଦ୍ୟର ସ୍ବାଦ ବଢାଇବା ସହିତ, ତ୍ବଚା ପାଇଁ ମଧ୍ୟ ବହୁତ୍ ଉପକାରୀ ଟମାଟୋ । ଅନେକ ତ୍ବଚା ଜନିତ ସମସ୍ୟାକୁ ଦୂର କରେ ଟମାଟୋ । ତେବେ ଏଥିପାଇଁ ଆସନ୍ତୁ ଜାଣିବା ଘରୋଇ ଓ ସରଳ ଉପାୟରେ କେମିତି ପ୍ରସ୍ତୁତ କରିବେ ଟମାଟୋ ଫେସପ୍ୟାକ୍ ।

ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତି, ମାତ୍ର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଜିନିଷ ହେଉଛି ମୁଲତାନି ମାଟି। ସୌନ୍ଦର୍ଯ୍ୟକୁ ଦ୍ଵିଗୁଣୀତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରେ। କିନ୍ତୁ ଆପଣ ମୁଲତାନି ମାଟିରୁ ମିଳୁଥିବା ଅନ୍ୟାନ୍ୟ ଲାଭ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

୧ – ବେଳେବେଳେ ବାହାରେ ବୁଲିବା କାରଣରୁ ଅଧିକ ସମୟ ପାଇଁ ଖରାରେ ରହିଲେ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଏ ଯାହା ଫଳରେ ମୁହଁରେ ବିଭିନ୍ନ ଦାଗ ରହିଯାଏ।

ସାଧାରଣତଃ ସନଟ୍ୟାନ, ମୁହଁରେ କୁଞ୍ଚନ ପଡିବା ଆଦି ସମସ୍ୟାକୁ ଦୂର କରି, ଟମାଟୋ ଫେସ ପ୍ୟାକ୍ ତ୍ବଚାକୁ ସୁନ୍ଦର,ଚମକଦାର ଓ ବେଦାଗ କରିବାରେ ସାହାଯ୍ୟ କରେ । ଟମାଟୋ କୁ ସେଥିରେ ଚିନି ଓ କସ୍ତୁରୀ ହଳଦୀ ମିଶାଇ ଲଗାନ୍ତୁ ।

କାକୁଡିକୁ ତ୍ୱଚା ପାଇଁ ଏକ ପ୍ରାକୃତିକ ସ୍କ୍ରବର ଏବଂ ଟୋନର୍‌ ରୂପେ ବ୍ୟବହାର କରାଯାଇପାରିବ। ଏହା ମୁଖର କଳାଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।

ତ୍ୱଚାକୁ ହାଇଡ୍ରେଟ କରିଥାଏ: ଏହାକୁ ମୁହଁରେ ପ୍ୟାକ୍‌ ପରି ଲଗାଇବା ଦ୍ୱାରା ମୁଖର ବ୍ରଣ, କଳା ଦାଗ ଇତ୍ୟାଦି ଦୂର ହୋଇଥାଏ। ଏହାର ରସ ପିଇବା ଦ୍ୱାରା ଏହା ତ୍ୱଚାକୁ ହାଇଡ୍ରେଟ କରି ବ୍ରଣ ଇତ୍ୟାଦି ସମସ୍ୟାରୁ ଦୂର କରିଥାଏ। ଏଥିରେ ଥିବା ଜିଙ୍କ୍‌ ଏବଂ ବାୟୋଟିନ୍‌ ଚର୍ମ କୁଞ୍ଚନ ହେବାକୁ ଦିଏ ନାହିଁ।

କଳା ଜିରା ରେ ଏପରି ପୋଷକ ତତ୍ତ୍ୱ ରହିଛି ଯାହା ଆମ କେଶ କୁ ଘନ ଏବଂ ମଜବୁତ କରିବାରେ ସାହାର୍ୟ୍ଯ କରିଥାଏ । ତେଣୁ ଦୁଇ ଚାମଚ କଳା ଜିରା ଏବଂ କିଛି ଗରମ ପାଣି ନିଅନ୍ତୁ । ଏହାକୁ ଆପଣ ଙ୍କ ମୁଣ୍ଡରେ ଲଗେଇକି ରଖିବେ ୩୦ ମିନିଟ୍ ତାପରେ ଏହାକୁ ଶାମ୍ପ ରେ ମୁଣ୍ଡ କୁ ଧୋଇ ଦିଅନ୍ତୁ। ତାପରେ ଆପଣ ଦେଖିବେ ଆପଣ ଙ୍କ କେଶ କିପରି ମଜବୁତ୍ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.