ମାତ୍ର ୨ ଦିନରେ ଯାଦୁ, କାଛୁ ଓ କୁଣ୍ଡିଆଣ( Fungal Infection )ଶୁଖିକି ଝଡି ପଡିବ ଗ୍ୟାରେଣ୍ଟି କରନ୍ତୁ ଏହି ଛୋଟିଆ ଉପାୟ…

0 63

ଆଜିକାଲି ଯୁଗରେ ସମସ୍ତେ ଫିଟଫାଟ ରହିବା ପାଇଁ ଅଧିକ ପସନ୍ଦ କରି ଥାଆନ୍ତି କିନ୍ତୁ ନିଜ ଜୀବନ ଶୈଳୀ ଯୋଗୁଁ ବେଳେ ବେଳେ ଆମ ଶରୀର ରେ ଅନେକ ସମସ୍ୟା ମାନ ଦେଖା ଯାଇଥାଏ | ତେବେ ସେଥି ମଧ୍ୟରୁ ହେଉଛି ଶରୀର ରେ ବାହାରୁ ଥିବା କାଛୁ, କୁଣ୍ଡିଆ, ଦାଗ ଏଭଳି ଅନେକ ସମସ୍ୟା ବାହାରି ଥାଏ | ଏହି ସବୁ ଶରୀର ର ଜଙ୍ଘରେ, ବେକରେ, ହାତରେ ଦେଖା ଯାଇ ଥାଏ ଯାହାକି ଖୁସି କଷ୍ଟ ମଧ୍ୟ ଅନୁଭବ ହୋଇ ଥାଏ, ବେସ କରି ଗରମ ଦିନରେ ଅଧିକ କଷ୍ଟ ହୋଇ ଥାଏ |

ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଅନେକ ମେଡ଼ିସିନ ଖାଇ ଥାଏ ଏବଂ ମେଡ଼ିସିନ ବ୍ୟବହାର ମଧ୍ୟ କରି ଥାଏ କିନ୍ତୁ ତାହା କିଛି ଦିନ ପାଇଁ ଭଲ ହୋଇ ଯାଏ ଆଉ ପୁଣି ସେହି ସମସ୍ୟା ଦେଖା ଯାଏ | କିନ୍ତୁ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କର ଏହି କାଛୁ କୁଣ୍ଡିଆ ଓ ଦାଗ ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇ ଯିବ | ତେବେ ଆସନ୍ତୁ ଏହି ଉପଚାର ଟିକୁ କିପରି ପ୍ରସ୍ତୁତ କରିବା ସେହି ସମ୍ପର୍କ ରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

1. ଏକ ଚାମଚ ନଡ଼ିଆ ତେଲ, 2. ଗୋଟିଏ କର୍ପୁର, 3. ମୂଳା, 4. ନିମ୍ବ ପତ୍ର ର ଗୁଣ୍ଡ |

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ନିଅନ୍ତୁ ଆଉ ସେହି ପାତ୍ର ରେ ଏକ ଚାମଚ ନଡ଼ିଆ ତେଲ ନିଅନ୍ତୁ | ଏହାପରେ ଏକ କର୍ପୁର କୁ ନେଇ ଭଲ ଭାବରେ ଗୁଣ୍ଡ କରି ସେହି ନଡ଼ିଆ ତେଲ ରେ ମିଶାଇ ଦିଅନ୍ତୁ | ଏହା ମିକ୍ସ ହୋଇ ଗଲା ପରେ ଏକ ମୂଳା ନିଅନ୍ତୁ ଆଉ ସେହି ମୂଳା କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଭଲ ଭାବରେ ମିଶାଇ ଦିଅନ୍ତୁ | ଏହା ପରେ ଶୁଖିଲା ନିମ୍ବପତ୍ର ଆଣି ସେଥିରେ ପକାନ୍ତୁ ଆଉ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଯାହା ଫଳରେ ଆପଣଙ୍କର ଏହି ଉପଚାର ଟି ପ୍ରସ୍ତୁତ ହୋଇ ଯିବ |

ବ୍ୟବହାର ପ୍ରଣାଳୀ :-

ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ରାତିରେ ଶୋଇବା ସମୟରେ ଆପଣଙ୍କର ବାହାରିଥିବା ଯାଦୁ, କାଛୁ ଓ କୁଣ୍ଡିଆଣ ସ୍ଥାନରେ ଭଲ ପରିଷ୍କାର କରି ଲଗାନ୍ତୁ | ଦେଖିବେ ମାତ୍ର ଅଳ୍ପ କିଛି ଦିନରେ ଆପଣଙ୍କର ଦାଗ, କାଛୁ, କୁଣ୍ଡିଆଣ ଆଦି ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଯିବେ | କିଛି ଦିନ ଏଭଳି ଉପଚାର ପ୍ରସ୍ତୁତ କରି ଆପଣଙ୍କ ବାହାରି ଥିବା ସ୍ଥାନରେ ଲଗାନ୍ତୁ ଦେଖିବେ କାଛୁ, କୁଣ୍ଡିଆ ରୋଗ ସମସ୍ୟା ରୁ ମୁକ୍ତି ପାଇ ଯିବେ |

Leave A Reply

Your email address will not be published.