ଗାଧେଇବାକୁ ଯିବାକୁ କହି ପ୍ରେମିକ ସହିତ ଫେରାର ହୋଇଗଲା ସ୍ତ୍ରୀ… ଏ ନେଇ କଣ କହୁଛନ୍ତି ନିଜ ସ୍ୱାମୀ, ଦେଖନ୍ତୁ Video
ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ |
ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା |
ତେବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ,ରଣପୁର ରଘୁନାଥ ପୁର ଗ୍ରାମରେ ମୃତୁଞ୍ଜୟ ବିଶ୍ୱାଳ ନାମକ ଜଣେ ଯୁବକ 10 ବର୍ଷ ପୂର୍ଵ ରୁ ମମତା ବିଶ୍ୱାଳ ନାମକ ଏକ ଯୁବତୀ ଙ୍କୁ ଭଲ ପାଇ ବିବାହ କରିଥିଲେ |
ବୈବାହିକ ଜୀବନ ବେଶ ସୂରଖୁର ଚାଲିଥିବା ବେଳେ ଏବେ ହଟାତ ମମତା ବିଶ୍ୱାଳ ଗାଧେଇବା ପାଇଁ କହି ଭୋର 5 ଟା ରୁ ଉଠି ତାଙ୍କର ପୂର୍ବ ପ୍ରେମିକା ସହିତ ଫେରାର ହେଇଯିବା କଥା ତାଙ୍କ ସ୍ୱାମୀ ମୁର୍ତ୍ତୁଞ୍ଜୟ ବିଶ୍ୱାଳ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରି କରି କହିଛନ୍ତି | ତେବେ ଫେରାର ହେଇଥିବା ମମତା ବିଶ୍ୱାଳ ତାଙ୍କର ଏକ ଝିଅ କୁ ମଧ୍ୟ ଛାଡି ଯାଇଛନ୍ତି ଜଣା ପଡିଛି |
ତେବେ ମିଳିଥିବା ସୂଚନା ଅନୁଯାୟୀ ମୁର୍ତ୍ତୁଞ୍ଜୟ ବିଶ୍ୱାଳ ପାରାଦ୍ୱୀପ ରେ ରହୁଥିବା ବେଳେ ତାଙ୍କର ସ୍ତ୍ରୀ ମମତା ବିଶ୍ୱାଳ ଘରେ ରହି ଏକ ଲୋନ ସଂସ୍ଥା ରେ କାର୍ଯ୍ୟ କରୁଥିଲେ | ତେବେ ସେହି ଲୋନ ସଂସ୍ଥା ରେ କାର୍ଯ୍ୟ କରୁଥିବା ଏକ ଚନ୍ଦନ ଡାକୁଆ ନାମକ ଏକ ଯୁବକ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିବା ତାଙ୍କ ସ୍ୱାମୀ ମୃତ୍ୟୁଞ୍ଜୟ ବିଶ୍ୱାଳ ତାଙ୍କ ସ୍ତ୍ରୀ ଫୋନ ରେ କଥା ହେଉଥିବା ବେଳେ ଧରିଥିଲେ | ତେବେ ଏସମସ୍ତ ଘଟଣା ମୃତ୍ୟୁଞ୍ଜୟ ତାଙ୍କ ଘରେ ଜଣେଇବା ପରେ କିଛି ଦିନ ସେମାନଙ୍କ ମଧ୍ୟରେ କଥା ବାର୍ତ୍ତା ବନ୍ଦ ହେଇଯାଇଥିଲା | ହେଲେ କିଛି ଦିନ ପରେ ଏକ ମେସେଜ ଆସିଥିଲା ତମେ କେବେ ଆସୁଛ ବୋଲି | ତାପରେ ମମତା ବିଶ୍ୱାଳ ଗାଧେଇବାକୁ କହି ଭୋର 5 ଟା ଉଠି ଫେରାର ହେବା ଜଣା ପଡିଛି |
ତେବେ ସୂଚନା ମୁତାବକ ମମତା ଘରୁ ଯିବା ପରେ ଫେସବୁକ ମାଧ୍ୟମରେ ତାଙ୍କ ସ୍ୱାମୀ ଙ୍କ ସହିତ କଥା ହେଇଥିଲେ ଓ ସେମାନେ ଭୁବନେଶ୍ୱର ରେ ଅଛନ୍ତି ବୋଲି କହିଥିଲେ | ହେଲେ ପ୍ରକୃତ ରେ ସେମାନେ ଭୁବନେଶ୍ୱର ନୁହେଁ ବାଲୁଗାଁ ରେ ଥିଲେ ବୋଲି ତାଙ୍କ ମୃତ୍ୟୁଞ୍ଜୟ ବିଶ୍ୱାଳ ଖବର ପାଇ ସେଠାରେ ପହଞ୍ଚିବା ପରେ ସେମାନେ ସେଠାରୁ ଚାଲିଯାଇଥିବା କହିଛନ୍ତି ମୃତ୍ୟୁଞ୍ଜୟ | ତାପରେ ମୃତ୍ୟୁଞ୍ଜୟ ଥାନାରେ ଏକ ଅଭିଯୋଗ କରିଛନ୍ତି ବୋଲି ଜଣା ପଡିଛି | ଆଉ ଯାହା ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।