ଛିଃ…ଛିଃ…ଲଜ୍ୟା – ବହୁ ପେଟରେ ଶ୍ୱଶୁର ଛୁଆ ,ମୋ ପୁଅ ଜମା ଭିଡକୁ ନୁହଁ ,ତୁ ମୋ ପାଖକୁ ଚାଲିଆସେ ..ମୁଁ ତୋତେ ପିଲା ଛୁଆ ଦେବି…ଦେଖନ୍ତୁ viral ଭିଡ଼ିଓ ଟିକୁ….
ସମାଜରେ ବାପ-ପୁଅ ଓ ଶ୍ୱଶୁର-ବୋହୁର ସମ୍ପର୍କ ଅତି ପବିତ୍ର ସମ୍ପର୍କ। ମାତ୍ର ଶ୍ୱଶୁର ଓ ବୋହୁ ନୈତିକତା ହରାଇ ସାମାଜିକ ଚାଲିଚଳଣରୁ ବାହାରକୁ ଯାଇ ଖରାପ ସମ୍ପର୍କରେ ବାନ୍ଧି ହେଲେ ଏହାର କୁପ୍ରଭାବ ସମାଜ ଉପରେ ପଡିଥାଏ।
ଆଉ ଏଭଳି ଏକ ଖରାପ ସମ୍ପର୍କକୁ ନେଇ ଭଦ୍ରକ ଜିଲ୍ଲାର ତିତିଡିହ ଥାନ ଅନ୍ତର୍ଗତ ଅନୁପା ପଞ୍ଚାୟତ ର ବାବାଜୀ ଜେନା ଙ୍କ ଝିଅ ସରସ୍ଵତୀ ୮ମାସ ପୂର୍ବରୁ ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ର ମନୋଜ କୁମାର ଦଳାଇ କୁ ବିବାହ କରିଥିଲେ ।
ବିବାହର କିଛି ଦିନ ଗଲା ପରେ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଲେ ଆହୁରି ଅଧିକ ଯୌତୁକ ନିର୍ଯାତନା ଦେଇଥିଲେ । ଶଶୁର ନରେନ୍ଦ୍ର କୁମାର ଦଳାଇ ମଧ୍ୟ୍ୟ ଶାରିରୀକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଏହି କଥା ସରସ୍ଵତୀ ସ୍ବାମୀ ମନୋଜ କୁମାର ଦଳାଇ କୁ କହିବାରୁ ସେ ବିଶ୍ୱାସ କରି ନ ଥିଲେ ।
ଶଶୁର ତାଙ୍କ ବୋହୂ କୁ ଖରାପ ସମର୍କ ରଖିବା ପାଇଁ କହିଥିଲେ ହେଲେ ବୋହୂ ରାଜିନ ହେବାରୁ ତାଙ୍କୁ ମାରିବା ରୁ ଧମକ ଦେଲେ ।ସ୍ୱାମୀ ମତେ ସ୍ତ୍ରୀ ବୋଲି ଭାବିଲେ। ନା ଶଶୁର ମତେ ବୋହୁ ବୋଲି ଭାବିଲେ। ଯାହାର ହାତ ଧରିଥିଲି ସେ ମତେ ଧୋକା ଦେଲା।
ଯାହାକୁ ବିଶ୍ୱାସ କରି ବାହା ହେଇଥିଲି ସେ ମତେ ଚରିତ୍ର ହୀନା ସଜେଇ ଦେଲା। ସ୍ୱାମୀ ଜାଣି ଜାଣି ମୋ ଚରିତ୍ରକୁ ନଷ୍ଟ କରିଦେଲେ। ତୁମେ ବାପ ପୁଅ ଦୁଇଟା ମଣିଷ ନା ରାକ୍ଷାସ ତୁମର କଣ ଭଗବାନଙ୍କୁ ଡର ନାହିଁ। ଶଶୁର ବୋହୂର ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ।
ହେଲେ ତୁମେ ମୋ ବାପା ସମାନ ଶଶୁର ହୋଇ ମୋ ଉପରେ କିପରି ଖରାପ ନଜର ପକାଇ ପାରିଲ। ତୁମର କଣ ଭଗବାନଙ୍କୁ ଭୟ ନାହିଁ। ତୁମେ କଣ ଏ ସମାଜକୁ ଡର ନାହିଁ। ତୁମକୁ କଣ ନାରୀ ଶରୀର ଏତେ ପାଗଳ କରେ ଯେ ତୁମେ ସବୁକିଛି ଭୁଲିଯାଅ। ମୁଁ ତୁମକୁ କେବଳ ମୋ ବାପାଙ୍କ ସ୍ଥାନ ଦେଇଥିଲି ମୁଁ ତୁମକୁ ବାପା ବୋଲି ଭାବୁଥିଲି। ହେଲେ ତୁମେ ମୋ ଶରୀର ଉପରେ ନଜର ପକାଇଲ। ଛି ବାପା ଛି ତୁମେ ଏମିତି କେମିତି କରି ପାରିଲ।
ଘରେ କେହି ନ ଥିବା ସମୟରେ ମୋ ଶଶୁର ମୋ ଦେହର ଏଇଠି ସେଇଠି ହାତ ମାରିଥାଏ ।ଶଶୁର ଆର ରୁମରେ ମୁଁ ସୋଇଥିବା ଅବସ୍ଥାରେ ଆସି ମୋ ପେଟରେ ହାତ ବୁଲାଉଥିଲେ। ସ୍ୱାମୀ ଆଉ ଶଶୁର ମିଶି ମୋ ଚରିତ୍ର ସହ ଖେଳୁଥିବା ବେଳେ ସ୍ୱାମୀ ମଧ୍ୟ ସବୁକିଛି ଜାଣିଥିଲେ। ଶଶୁର ସବୁବେଳେ ମଉକା ଖୋଜୁଥିଲେ। ଶଶୁର ସବୁବେଳେ ମତେ ଲକ୍ଷ ରଖୁଥିଲେ। ଆଉ ମୁଁ ଖଟ ଉପରେ ଏକା ସୋଇଥିବା ବେଳେ ଶଶୁର ସବୁବେଳେ ମୋ ପେଟ ଉପରେ ହାତ ମାରୁଥିଲେ।
ମୁଁ କେତେ ଥର ଶଶୁରଙ୍କୁ ବାରଣ କରିଛି କେତେ ଥର ଶଶୁରଙ୍କୁ ହାତ ଯୋଡି ଗୁହାରି କରିଛି। ହେଲେ ଶଶୁର କିନ୍ତୁ ୨୪ ଘଣ୍ଟା ମୋ ଉପରେ ଖରାପ ନଜର ପକାଉଥିଲେ। ମୁଁ ବାରଣ କଲେ ମତେ ଧମକ ଦେଉଥିଲେ। କେବଳ ଶୋଇବା କଥା ନୁହେଁ ମୁଁ ଗାଧେଇବା ସମୟରେ ବି ମୋ ଶଶୁର ମୋ ଶରୀରକୁ ଲୁଚି ଲୁଚି ଦେଖୁଥିଲେ। ଆଉ ମୋ ଶଶୁର ଚାହୁଁଥିଲେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।